Odia News Portal
Yearly Archives

2021

ପଞ୍ଚଭୂତରେ ଲୀନ ହେଲେ ବରିଷ୍ଠ ନେତା ରାମକୃଷ୍ଣ ପଟ୍ଟନାୟକ

ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଛି ରାମକୃଷ୍ଣ ଙ୍କ ଶେଷକୃତ୍ୟ । ତାଙ୍କ ମରଶରୀର ଗତକାଲି ରାତି ୧୨ ଟାରେ ଗଂଜାମ ସ୍ଥିତ ଢୁଙ୍କାପଡା ଗ୍ରାମରେ ପହଂଚିଥିଲା । ନିଜ ପ୍ରିୟ ନେତାଙ୍କ ଶେଷ ଦର୍ଶନ ପାଇଁ ବିଳମ୍ବିତ ରାତି ପର୍ୟ୍ୟନ୍ତ ଗାଁ ଲୋକେ ଅପେକ୍ଷା କରି ରହିଥିଲେ । ତାଙ୍କ ବାସଭବନରେ

ଅଟଳ ବିହାରୀ ବାଜେପେୟୀଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ଙ୍କ ଶ୍ରଦ୍ଧାଞ୍ଜଳୀ

ଆଜି ଅଟଳ ବିହାରୀ ବାଜେପେୟୀଙ୍କ ଜନ୍ମଦିନ । ଏହି ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଅଟଳ ବିହାରୀ ବାଜପେୟୀ ଜଣେ ମହାନ ଦୂରଦର୍ଶୀ, ସର୍ବଶ୍ରେଷ୍ଠ ସାଂସଦ ଓ ପ୍ରବୀଣ ପଣ୍ଡିତ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତାଙ୍କର ବହୁମୁଖୀ

ଭାଲେଣ୍ଟାଇନ ରେ ପରଦାକୁ ଆସୁଛି ‘ଲଭ୍ ଇମ୍ପସିବଲ’

ମୁନ ଟିଭି ମୁଭିଜ୍ ର ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଲଭ୍ ଇମ୍ପସିବଲ୍’ । ଭୁବନେଶ୍ୱର ର ବିଭିନ୍ନ ସ୍ଥାନରେ ଯୋରଦାର ସୁଟିଂ ଚାଲିଛି ‘ଲଭ୍ ଇମ୍ପସିବଲ୍’ । ୧୦ଟି ଚଳଚ୍ଚିତ୍ର ଦର୍ଶକମାନଙ୍କୁ ଭେଟି ଦେବାର ପ୍ରତିଶୃତି ଦେଇ ଆରମ୍ଭ କରିଥିଲେ ମୁନ୍ ଟିଭି ମୁଭିଜ୍ ର ପ୍ରଯୋଜକ ସଚ୍ଚିକାନ୍ତ ଜେନା ଓ ବିନି

ଗୋଟିପୁଅ ନୃତ୍ୟରେ ଦୁଲୁକିଲା ମହୋତ୍ସବ

ଭୁବନେଶ୍ୱର:ପାଳିତ ହୋଇଛି ଆଜାଦି କା ଅମୃତ ମହୋତ୍ସବ । ଆର୍ୟ୍ୟାନ ସ୍କୁଲ ଅଫ ବିସିନେସ ମ୍ୟାନେଜମେଣ୍ଟ,କାଉଁସିଲ ଫର ସୋସିଆଲ ଡେଭେଲପମେଣ୍ଟ ହାଇଦ୍ରାବାଦ ଏବଂ ଆଇସିଏସଏସଆର ସହଯୋଗରେ ଆଜାଦି କା ଅମୃତ ମହୋତ୍ସବ ର ବିଭିନ୍ନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ

ଓଡିଆ ଖାଦ୍ୟର ମଜା ନେବେ ଖଣ୍ଡଗିରି ବାସୀ

ଏଥର ଖଣ୍ଡଗିରିବାସୀ ଙ୍କୁ ମିଳିବ ଓଡ଼ିଶା ହୋଟେଲ୍ର ସୁସ୍ୱାଦୁ ଖାଦ୍ୟ । ଖଣ୍ଡଗିରି ବାସୀଙ୍କୁ ସୁଆଦିଆ ଖାଇବା ଯୋଗାଇବ ଓଡିଶା ହୋଟେଲ । ଓଡ଼ିଆ ଙ୍କ ଖାଦ୍ୟ ଓ ଓଡ଼ିଶାବାସୀ ଙ୍କ ଦ୍ଵାରା ସର୍ବଦାଦୃତ "ଓଡ଼ିଶା ହୋଟେଲ୍" ର ଏକ ନୂତନ ଶାଖା ଭୁବନେଶ୍ୱର ଖଣ୍ଡଗିରି ଛକ ନିକଟରେ ଉଦ୍ ଘାଟିତ ହୋଇ

ଉଠା ଦୋକାନୀଙ୍କୁ ଆର୍ଥିକ ସହାୟତା ଦେଲେ ନବୀନ

ଉଠା ଦୋକାନୀଙ୍କୁ ମିଳିଲା ଆଶ୍ୱସ୍ଥି । ଉଠା ଦୋକାନୀଙ୍କୁ ୩୦୦୦ ଟଙ୍କା ଲାଖାଏଁ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧ ଲକ୍ଷ ୧ ହଜାର ଉଠା ଦୋକାନୀଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି। ରାଜ୍ୟର ୫ ମହାନଗରରେ ଉଠା ଦୋକାନୀଙ୍କୁ କୋଭିଡ଼ ସହାୟତା ପ୍ରଦାନ କରାଯାଇଛି।

ନୂଆ ବର୍ଷକୁ ନଜରରେ ରଖି ଲାଗିଲା କଟକଣା

ବଡଦିନ ଓ ନୂଆବର୍ଷ ଭିଡକୁ ନଜରରେ ରଖି ଲାଗିଲା କଟକଣା ।ବଡଦିନ , ନୂଆବର୍ଷ ପାଇଁ ଜଗତସିଂହପୁରରେ ଲାଗିଲା କଟକଣା । ୫ଦିନ ମନ୍ଦିର, ମସଜିଦ୍ , ଚର୍ଚ୍ଚ ସମେତ ଧର୍ମାନୁଷ୍ଠାନମାନଙ୍କରେ ସର୍ବସାଧାରଣ ସ୍ଥାନ ଉପରେ କଟକଣା ଲାଗୁ କରାଯାଇଛି । ନୂଆବର୍ଷରେ ପ୍ରସିଦ୍ଧ ମା ଶାରଳାଙ୍କ ମନ୍ଦିର ସମେତ

୧୦ ଡିଗ୍ରୀ ତଳେ ୧୧ ଟି ସ୍ଥାନର ତାପମାତ୍ରା

ଓଡ଼ିଶାର ୧୧ଟି ସ୍ଥାନରେ ରାତ୍ର ତାପମାତ୍ରା ୧୦ ଡିଗ୍ରି ତଳେ ରହୁଛି ବୋଲି ଜଣାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ଫୁଲବାଣୀ ସବୁଠୁ ଥଣ୍ଡା ସହର । ଏଠାକାର ତାପମାତ୍ର ଥିଲା ୬.୫ ଡିଗ୍ରି ସେଲସିଅସ୍। କଟକରେ ୧୧.୬ ଓ ଭୁବନେଶ୍ୱରରେ ୧୨.୪ ଡିଗ୍ରି ସେଲସିଅସ୍

ଉତ୍ତର ପ୍ରଦେଶରେ ନାଇଟ କର୍ଫ୍ୟୁ ଲାଗୁ ହେବ

ଦେଶ ବାସୀଙ୍କୁ ଡରାଉଛି କୋରନାର ନୂଆ ଭାରିଆଣ୍ଟ ଓମିକ୍ରନ । ହୁ ହୁ ହୋଇ ବଢିବାରେ ଲାଗିଛି ଓମିକ୍ରନ । ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ନାଇଟ କର୍ଫ୍ୟୁ ଲାଗୁ ନେଇ ନିଷ୍ପତ୍ତି ନେଇଛନ୍ତି । ବିବାହ ଏବଂ ସାମାଜିକ କାର୍ୟ୍ୟରେ ୨୦୦ ଲୋକଙ୍କୁ ଅନୁମତି ଦିଆଯିବ। ଓ ଶନିବାର

ଏବେବି ତାଜା ଅଛି କପିଳ ଦେବ ଙ୍କ ଏହି ରେକର୍ଡ

ଐତିହାସକ ସ୍କୋର୍ କରିଥିଲେ କପିଳ ଦେବ । ୧୯୮୩ ମସିହା ଜୁନ୍ ୧୮ ର ବିଶ୍ୱକପ୍ ଗ୍ରୁପ ମ୍ୟାଚରେ ଜିମ୍ବାୱେ ବିପକ୍ଷ ଖେଳି ୧୭୫ ସ୍କୋର କରିଥିଲେ । ତାଙ୍କର ଏହି ଇନିଂସ ବାକି ଦଳ ଉପରେ ଆତ୍ମବିଶ୍ୱାସ ସୃଷ୍ଟି କରିଥିଲା ଯେ ସେ ଯେକୌଣସି ପରିସ୍ଥିତିରେ ବିଜୟ ହାସଲ କରିପାରିବେ। ଭାରତ ୧୭ରେ