Odia News Portal
Yearly Archives

2021

ବିରୋଧୀଙ୍କୁ କଡ଼ା ଜବାବ ଦେଲା ବିଜେଡି

ଭୁବନେଶ୍ୱର: ନିର୍ବାଚନ ଆସିଲେ ହିଁ ବିରୋଧୀଙ୍କର ନାରୀ ସୁରକ୍ଷା ପ୍ରସଙ୍ଗ ଉଠେ । ଆଉ ନିର୍ବାଚନ ସରିଗଲେ ଏହିକଥାକୁ ଭୁଲି ଯାଆନ୍ତି ବିରୋଧୀ । ଏଭଳି କହି ମମିତା ମେହେର ହତ୍ୟା ମାମଲାରେ ବିରୋଧୀ ବିଜେପି ଓ କଂଗ୍ରେସକୁ କଡା ସମାଲୋଚନା କରିଛି ବିଜେଡି । ପ୍ରେସମିଟ୍ କରି ବିଜେଡି ମୁଖପାତ୍ର

ଭାରତ ନାଁରେ ପାକିସ୍ତାନୀଙ୍କୁ ଭୁଆଁ ବୁଲଉଛନ୍ତି ଇମ୍ରାନ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତ ନାଁରେ ପାକିସ୍ତାନ ଲୋକଙ୍କୁ ଭୂଅାଁ ବୁଲାଉଛନ୍ତି । ଭାରତରେ ଦରଦାମ ବଢ଼ୁଥିବାବେଳେ ପାକିସ୍ତାନରେ କମ ଥିବା ସେ କହିଛନ୍ତି । ତେବେ ତାଙ୍କର ଏହି କଥାରେ ମିଥ୍ୟା ଲୁଚି ରହିଛି । ସେ ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି କି, ଭାରତରେ

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୦ ମୃତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଅହମଦନଗରରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛିି। ଏଠାରେ ଥିବା ସଭିଲ ହସ୍ପିଟାଲରେ ନିଆଁ ଲାଗିବା ହେତୁ ୧୦ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଯାଇଛି। ଅହମଦନଗରର ଜିଲ୍ଲାପାଳ ରାଜେନ୍ଦ୍ର ଭୋସଲେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ନିଆଁ ସିଭିଲ ହସ୍ପିଟାଲର

କମିଲା ବସ୍ ଭଡ଼ା, ଜାଣନ୍ତୁ କେତେ

ଭୁବନେଶ୍ୱର: ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ । ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ ପାଇବା ପରେ ଘରୋଇ ବସ୍ ମାଲିକ ମାନେ ଯାତ୍ରୀ ମାନଙ୍କ ଠାରୁ ବସ୍ ଭଡ଼ା ପୂର୍ବାପେକ୍ଷା କମ୍ ନେବାକୁ ସହମତି ଜଣାଇଛନ୍ତି। ଏଣିକି ଯାତ୍ରୀମାନଙ୍କୁ ଅର୍ଡିନାରି ଓ ଏକ୍ସପ୍ରେସ୍ ବସ୍ରେ କିଲୋମିଟର

ଶକ୍ତିଶାଳୀ ହେଉଛି ବିଜେଡି

ଭୁବନେଶ୍ୱର: ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପଞ୍ଚାୟତ ନିର୍ବାଚନ ହେଉଛି ସେମିଫାଇନାଲ ସଦୃଶ । ତେଣୁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ଚେଷ୍ଟା କରିବେ କି ନିର୍ବାଚନ ଜିତିବା ସହ ୨୦୨୪ ଲାଗି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବେ । ତେବେ ପଞ୍ଚାୟତ

ପୁଲିସ୍‍କୁ ଚକ୍‍ମା ଦେଉଛନ୍ତି ରାଜଧାନୀ ଛୋଟ ଚୋର

ଭୁବନେଶ୍ୱର : ରାଜଧାନୀ ପୁଲିସ୍‍କୁ ଏବେ ଛୋଟ ଚୋରମାନେ ଚକ୍‍ମା ଦେଉଛନ୍ତି । ବଡ ବଡ ଚୋରଙ୍କୁ ଧରି ପୁଲିସ୍‍ ଜେଲ୍‍ ପଠାଉଥିବାବେଳେ ସେମାନଙ୍କ ଚେଲାମାନେ ଏବେ ପୁଲିସ୍‍କୁ ନାକେଦମ କରୁଛନ୍ତି । ଏମାନଙ୍କ ଉପରେ ଦୟାକରି ପୁଲିସ୍‍ କାର୍ଯ୍ୟାନୁଷ୍ଠାନ ନେଉନଥିବାବେଳେ ଛୋଟ ବଡ ଚୋରି ଠାରୁ ଆରମ୍ଭ

ବିଜେଡିରେ ଯୋଗଦେଲେ ପ୍ରଦୀପ ମାଝି

ନବରଙ୍ଗପୁର: ବିଜେଡିରେ ଯୋଗଦେଲେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝି । ଆଜି ବିଧିବଦ୍ଧ ଭାବେ ସେ ବିଜେଡିରେ ଯୋଗଦେଇଛନ୍ତି । ପ୍ରଦୀପଙ୍କ ସହ ତାଙ୍କର ଶହ ଶହ କର୍ମୀ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଦଳରେ

ଜାଣନ୍ତୁ ପଞ୍ଚାୟତ ନିର୍ବାଚନ ପାଇଁ ବସିଥିବା ସର୍ବଦଳୀୟ ବୈଠକରେ କଣ ହେଲା ଆଲୋଚନା

ଭୁବନେଶ୍ୱର: ଆଗାମୀ ପଂଚାୟତ ନିର୍ବାଚନ ପରିଚାଳନା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଡକାଯାଇଥିବା ସର୍ବଦଳୀୟ ବୈକରେ ୪ଟି ପ୍ରସ୍ତାବ ରଖାଯାଇଛି । ମଦମୁକ୍ତ ନିର୍ବାଚନ ପାଇଁ ଭୋଟ୍‌ର ୭ ଦିନ ପୂର୍ବରୁ ମଦ ବନ୍ଦ କରିବାକୁ ପ୍ରସ୍ତାବ ଦିଆଯାଇଛି । ଭୋଟର ତାଲିକା ତ୍ରୁଟିଶୂନ୍ୟ କରିବାକୁ

ସମ୍ବିତ ପାତ୍ରଙ୍କ କୁଶପୁତ୍ତଳିକା ଦାହ କଲା ବିଜେଡି

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅସମ୍ମାନର ପ୍ରତିବାଦ । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ବିଜୁ ଜନତା ଦଳ ପକ୍ଷରୁ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏହି ଅବସରରେ ବିଜେଡି ଯୁବ ଓ ଛାତ୍ର ବ୍ୟାପାର ସାଧାରଣ ସମ୍ପାଦକ ପ୍ରଣବ

ପୁରୀ ଗସ୍ତରେ ୫ଟି ସଚିବ

ପୁରୀ: ପୁରୀ ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ୍ । ଶନିବାର ସକାଳେ ୫ଟି ସଚିବ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ଏହି ଅବସରରେ ସେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଉନ୍ନତିକରଣ କାର୍ଯ୍ୟ ସମ୍ପର୍କରେ ସେବାୟତଙ୍କ  ସହ ଆବୋଚନା କରିବା ସହ ସମୀକ୍ଷା ମଧ୍ୟ କରିଛନ୍ତି ।