Odia News Portal
Yearly Archives

2021

୨୦୧୯ ପାଇଁ ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ଭୁବନେଶ୍ୱର: ୨୦୧୯ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଖୁସି ଚଳଚ୍ଚିତ୍ରରେ ଅଭିନୟ କରିଥିବା ସରୋଜ ପରିଡ଼ା ଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ ହୋଇଛନ୍ତି । ଖୁସି ଚଳଚ୍ଚିତ୍ରରେ ଅଭିନୟ କରିଥିବା କାବ୍ୟ କିରଣଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚୟନ କରାଯାଇଛି ।

ସମ୍ କୋଭିଡ୍ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର, ସୁସ୍ଥ ହେଲେ ୧୧ ବର୍ଷର ବାଳିକା

ଭୁବନେଶ୍ୱର: କୋଭିଡ୍ ସଂକ୍ରମିତ ଜଣେ ୧୧ ବର୍ଷୀୟ ବାଳିକାଙ୍କର ସମ୍ କୋଭିଡ୍ ହସ୍ପିଟାଲ୍ରେ ସଫଳ ଅସ୍ତ୍ରୋପଚାର କରାଯାଇଛି । ଆପେଣ୍ଡିସାଇଟିସ୍ ସମସ୍ୟା ଥିବା ଏହି ବାଳିକାଙ୍କର ଅସ୍ତ୍ରୋପଚାର କରି ତାଙ୍କୁ ସୁସ୍ଥ କରିଛନ୍ତି ସମ୍ ଶିଶୁରୋଗ ଅସ୍ତ୍ରୋପଚାର ବିଭାଗର ଡାକ୍ତର । ଭୁବନେଶ୍ୱ ର ପଟିଆ

ବିରାଟ କୋହଲିଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା କଥା

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସଂଘର୍ଷମୟ ଜୀବନୀ ବିଷୟରେ ଜଣାଇବୁ । ଗଲିବୟ ଚିକୁରୁ କିପରି ବନିନେ ରନ ମେସିନ । ପିଲାଦିନରୁ ଆରମ୍ଭ କରି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ପର୍ଯ୍ୟନ୍ତ କେମିତି ରହିଛି ବିରଟଙ୍କ କ୍ରିକେଟ ଯାତ୍ରା ସେସମ୍ପର୍କରେ ଦେବୁ ସମ୍ପୂର୍ଣ୍ଣ ବିରରଣୀ ।

ଆସନ୍ତାକାଲି ବିଜେଡିରେ ଯୋଗଦେବେ ପ୍ରଦୀପ ମାଝି

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ପ୍ରଦୀପ ମାଝି ଆସନ୍ତାକାଲି ବିଜେଡିରେ ଯୋଗଦେବେ । ନବରଙ୍ଗପୁର ଜିଲ୍ଲାରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଗଦେବେ ।

ପୁରୀ ନାଁ ପରିବର୍ତ୍ତନକୁ ନେଇ ଏମିତି କହିଲେ ଧମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ପୁରୀ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ତେବେ ପୁରୀର ନାଁ ପରିବର୍ତ୍ତନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ‘ପୁରୀ’ ବଦଳରେ ‘ଜଗନ୍ନାଥ ପୁରୀ’ ହେଲେ ଭଲ ହୁଅନ୍ତା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ

ଲୁଟ୍ କରିବାକୁ ଆସି ଛେଚା ଖାଇଲେ

ଭୁବନେଶ୍ୱର:ୠାଇ ଗୋରୁ ଭଳି ମାଡ଼ । ଲୁଟ କରିବାକୁ ଆସିଥିବା ଦୁର୍ବୁତ୍ତଙ୍କୁ ଧରି କୁଟିଲେ ଲୋକେ । ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏଭଳି ଘଟଣା । ଫେଲ୍ ହେଲା ଲୁଟ୍ କରି ଫେରାର୍ ପ୍ଲାନ୍ । ଲୁଟେରାକୁ ନିସ୍ତୁକ ଛେଚି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦନଗର

କେଦାରନାଥରେ ମୋଦି

ଉତ୍ତରାଖଣ୍ଡ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସକାଳେ କେଦାରନାଥରେ ପହଞ୍ଚି ସେଠାରେ ଥିବା ଶିବ ମନ୍ଦିରରେ ପ୍ରାର୍ଥନା କରିଛନ୍ତି । ଏହା ପରେ ପ୍ରଧାନମନ୍ତ୍ରୀ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ୧୨ ଫୁଟର ଏକ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ, ଯାହା ୨୦୧୩ ଉତ୍ତରାଖଣ୍ଡ ବନ୍ୟାରେ

ପୁଣି ନାଦିବ ବର୍ଷା

ଭୁବନେଶ୍ୱର: ପୁଣି ଫେରୁଛି ବର୍ଷା । ଲଘୁଚାପ ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା ରହିଛି । ଆସନ୍ତା ୯ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । GFS ମୋଡେଲ

ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତାକାଲି ସର୍ବ ଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତାକାଲି ସର୍ବ ଦଳୀୟ ବୈଠକ । ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପାଢ଼ୀ ବୈଠକ କରିବେ । ପଞ୍ଚାୟତ ନିର୍ବାଚନ ପାଇଁ ବସିବ ସର୍ବଦଳୀୟ ବୈଠକ । ସମସ୍ତ ରାଜନୈତିକ ଦଳ ସହ ସାକ୍ଷାତ କରିବେ ଆଦିତ୍ୟ ପାଢୀ । କେନ୍ଦ୍ର ନିର୍ବାଚନ କମିଶନ ଜାନୁଆରୀ ୨୦୨୧ ସୁଦ୍ଧା ଭୋଟର ଲିଷ୍ଟ ପ୍ରଦାନ

ଏନସିବିରେ ହାଜର ହେଲେ ଆର୍ୟନ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଥିବା ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଶୁକ୍ରବାର ଏନସିବିରେ ହାଜର ହୋଇଛନ୍ତି । ପୂର୍ବ ।ହ୍ନ ୧୧ଟାରୁ ଅପରାହ୍ଣ ୨ଟା ମଧ୍ୟରେ ‘ଏନ୍ସିବି’ରେ ଉପସ୍ଥିତ ହେବାକୁ ତାଙ୍କ ପ୍ରତି ନିର୍ଦେଶ ଜାରି ହୋଇଥିଲା । ‘ଡ୍ରଗ୍ସ୍-ଅନ୍-କ୍ରୁଜ୍’