ସମ୍ବଲପୁରରେ ହାତୀ କୁ ଗୁଳିମାଡ
ସମ୍ବଲପୁରରେ ବି ନରସିଂହପୁର ହାତୀ ମୃତ୍ୟୁ ଘଟଣାର ରିପିଟ । ସମ୍ବଲପୁର ରେ ମରିଥିବା ହାତୀକୁ ବି ହୋଇଥିଲା ଗୁଳି ମାଡ । ସମ୍ବଲପୁର ସାପଲହରା ଦନ୍ତାହାତୀ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ । ପ୍ରେସମିଟରେ ଗୁଳିମାଡର ପର୍ଦ୍ଦାଫାସ କଲେ ଡିଏଫଓ । ପୋଷ୍ଟମର୍ଟମ ବେଳେ ହାତୀ ଦେହରୁ ଗୋଟିଏ ଗୁଳି ମିଳିଛି!-->…
