ଇଡିକୁ ସମୟ ମାଗିଲେ ସୋନିଆ
କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଚିଠି ଲେଖି ନ୍ୟାସନାଲ ହେରାଲ୍ଡ ମାମଲାରେ ତାଙ୍କର ଜେରା ଆଉ କିଛି ସପ୍ତାହ ଘୁଞ୍ଚାଇବାକୁ କହିଛନ୍ତି । ପାର୍ଟି ମୁଖପାତ୍ର ଜୟରାମ ରମେଶ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।
ନିକଟରେ ସୋନିଆ ଗାନ୍ଧୀ କରୋନା!-->!-->!-->…
