Odia News Portal
Yearly Archives

2022

ଏବେ ଆଉ ବିଜୁଳି କାଟ ସମସ୍ୟା ରହିବ ନାହିଁ: ଟାଟା ପାୱାର

ଅସହ୍ୟ ଗରମକୁ ଏପଟେ ବିଜୁଳି କାଟ । ଫଳରେ ସାଧାରଣ ଜନତା ଗରମରେ ହନ୍ତସନ୍ତ ହେଉଛନ୍ତି । ସେପଟେ ରାଜ୍ୟରେ ଚାଲିଥିବା ଘନ ଘନ ବିଜୁଳି କାଟ ଓ ଅତ୍ୟଧିକ ବିଲ ଆସିବା ନେଇ ବିଧାନସଭାର ଶକ୍ତି ସମ୍ପର୍କିତ ଷ୍ଟାଣ୍ଡି କମିଟିରେ ଉଦବେଗ ପ୍ରକାଶ ପାଇଛି। ଏହା ମଧ୍ୟରେ ଟାଟା ପାୱାର ପକ୍ଷରୁ

ବେଦି ଉପରେ ହାତରୁ ଚୁଡ଼ି କାଢ଼ିଦେଲା କନ୍ୟା: ବେହୋସ ହୋଇଗଲା ବର

ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ଘଟିଛି ଏକ ଅଭାବନୀୟ ଦୃଶ୍ୟ | ବେଦି ଉପରେ ସ୍ୱାମୀ ଆଗରେ ଶଙ୍ଖ ଚୁଡ଼ି ଖୋଲି ଫୋଫାଡ଼ି ଦେଲା କନ୍ୟା | ମନ୍ତ୍ର ଉଚ୍ଚାରଣରେ ଫାଟି ପଡ଼ୁଥିବା ବିବାହ ମଣ୍ଡପ କିଛି ସମୟ ପାଇଁ ସ୍ତବ୍ଧ ହୋଇପଡ଼ିଥିଲା | ଦେଖଣାହାରୀ ବାସ ଚାହିଁ ରହିଥିଲେ | ହାତରେ ଶଙ୍ଖାଚୁଡ଼ି

ଜେଲରୁ ମୁକ୍ତ ହେବ ପେରାରିଭାଲାନ

ଦିବଙ୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜ୍ଜା ଭୋଗୁଥିବା ଏଜି ପେରାରିଭାଲାନ ଜେଲରୁ ମୁକ୍ତ ହେବ । 31 ବର୍ଷ ଜେଲରେ ସଜ୍ଜା ଭୋଗିବା ପରେ ଜେଲରୁ ପେରାରିଭାଲାନଙ୍କୁ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 1991ରେ

କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ହାର୍ଦ୍ଦିକ ପଟେଲ

ଗୁଜୁରାଟ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟ୍‌କା । କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ହାର୍ଦ୍ଦିକ ପଟେଲ । ବିଜେପିରେ ହାର୍ଦ୍ଦିକ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି । ମିଳିଥିବା ସୂଚନାଅନୁସାରେ, ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ ୨ମାସ ହେବ ବିଜେପି ନେତାଙ୍କ ସମ୍ପର୍କରେ

ପ୍ରେମିକାଙ୍କୁ କୋର୍ଟ ମ୍ୟାରେଜ୍ କରିବେ ତିର୍ତ୍ତୋଲ ବିଧାୟକ

ବିବାହ ବନ୍ଧନରେ ବାନ୍ଧି ହେଲେ ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ | ଗତ ପ୍ରାୟ ୭ ମାସ ଧରି ତୁତୁମେମେ ପରେ ଶେଷରେ ନିଜର ପ୍ରେମିକା ସୋମାଲିକା ଦାଶଙ୍କ ହାତ ଧରିବେ | ଉଭୟ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ତିର୍ତ୍ତୋଲ ବିଧାୟକ ଶ୍ରୀ ଦାସ ଓ ତାଙ୍କ ପ୍ରେମିକା ସୋମାଲିକା କୋର୍ଟ

ମା’ ତାରାତାରିଣୀ ପୀଠରେ ମୁଖ୍ୟମନ୍ତ୍ରୀ

ମା’ ତାରାତାରିଣୀ ପୀଠରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭବ୍ୟମନ୍ଦିରର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ପୁରୋଧା ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ । ତାରାତାରିଣୀ ପୀଠରେ ପହଞ୍ଚି ସେ ହାତ ଯୋଡି ମା’ଙ୍କୁ ପ୍ରଣାମ କଲେ । ମନ୍ଦିରରେ ପ୍ରବେଶ କରି ମା’ଙ୍କୁ ଦର୍ଶନ କଲେ । ନୂଆ ରୂପରେ

ଆଜି ବସିବ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ

ଆଜି ବସିବ ରାଜ୍ୟ କ୍ୟାବିନେଟ୍ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବା ବୈଠକ | ଭର୍ଚୁଆଲ୍ ପ୍ଲାଟ୍ ଫର୍ମରେ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିବ। ଅପରାହ୍ନ ସାଢ଼େ ୫ଟାରେ ଅନୁଷ୍ଠିତ

ଭୁବନେଶ୍ୱର ସିଆରପି ଛକରେ ଗୁଳିକାଣ୍ଡ

ଭୁବନେଶ୍ୱର ସିଆରପି ଛକରେ ଗୁଳିକାଣ୍ଡ ହୋଇଛି । ଅଳ୍ପକେ ବର୍ତ୍ତିଯାଇଛନ୍ତି ଛାତ୍ର କଂଗ୍ରେସ ନେତା ବିଭୂ ପ୍ରସାଦ ଜେନା । ବିଭୂଙ୍କର ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ସେ ତାଙ୍କ ବନ୍ଧୁଙ୍କ ସହ ଛିଡା ହୋଇ କଥାବାର୍ତ୍ତା ହେଉଥିବାବେଳେ ଦୁଇଜଣ ଦୁର୍ବୃତ୍ତ ପହଁଞ୍ଚିଥିଲେ । ରାଜନୀତିକ ଆକ୍ରୋଶ

ସୁପ୍ରିମକୋର୍ଟରେ କ୍ୟାଭିଏଟ୍ ଦାଖଲ କଲେ ଓଡ଼ିଶା ସରକାର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୧୩ ତାରିଖରେ ସୁପ୍ରିମକୋର୍ଟରେ କ୍ୟାଭିଏଟ୍ ଦାଖଲ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକଟ୍ ଅନ

ଏବେ ନେଟଫ୍ଲିକ୍ସରେ ଦେଖିବାକୁ ମିଳିବ ‘RRR’,

କରୋନା କାଳ ପରଠାରୁ ଓଟିଟି ପ୍ଲାଟଫର୍ମର ପରିସର ବୃଦ୍ଧି ପାଇଛି। ଏବେ ଦର୍ଶକ ସିନେମାଘରେ ଫିଲ୍ମ ରିଲିଜ୍ ହେବା ପରେ ଓଟିଟିରେ ଆସି ବାକୁ ଅପେକ୍ଷା କରୁଛନ୍ତି। ଯାହା ଦ୍ୱାରା ସେମାନେ ଘରେ ବସି ଫିଲ୍ମକୁ ଦେଖିପାରିବେ। ଏସ୍ଏସ୍ ରାଜାମୌଲିଙ୍କ ଫିଲ୍ମ ‘RRR’ ବକ୍ସ ଅଫିସରେ କମାଲ କରିଛି।