ନିଖୋଜ ଆସିକା ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କ ମିଳିଲା ସୂଚନା
ନିଖୋଜ ଆସିକା ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କ ମିଳିଲା ସୂଚନା | ରାମେଶ୍ୱରମରୁ ଠାବ ହେଲେ ପୂର୍ବତନ ଆସିକା ବିଧାୟକ । ପୁଅକୁ ଫୋନ ଯୋଗେ ସୂଚନା ଦେଇଛନ୍ତି ନିଜେ ପୂର୍ବତନ ବିଧାୟକ । ସେ ପ୍ରଥମେ ଗୋଆ ପରେ ସେଠାରୁ ରାମେଶ୍ୱରମ ଯାଇଥିଲେ । ଗତ ୧୨ ତାରିଖରୁ ନିଖୋଜ ହେବା ନେଇ ଅଭିଯୋଗ!-->…
