Odia News Portal
Yearly Archives

2022

ମହଙ୍ଗା ପଡ଼ିଲା ଜୁଆଖେଳ,ବିଜେପି ବିଧାୟକଙ୍କୁ ଦୁଇ ବର୍ଷ ଜେଲ୍

ଗୁଜରାଟ ଖେଡା ଜିଲ୍ଲାର ହାଲୋଲ କୋର୍ଟ ମାତର ବିଜେପି ବିଧାୟକ କେଶରୀ ସିଂହ ସୋଲାଙ୍କିଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଜେଲ୍ ଦଣ୍ଡ ସହିତ କୋର୍ଟ ବିଧାୟକଙ୍କ ଉପରେ ଚାରି ହଜାର ଟଙ୍କା ଜରିମାନା ଲଗାଇଛନ୍ତି। ମାତାର ବିଧାୟକ କେଶରୀ ସିଂହ ହାଲୋଲ ସ୍ଥିତ ତାଙ୍କ ଫାର୍ମହାଉସରେ

ବ୍ରଜରାଜନଗର ଉପ ନିର୍ବାଚନ: ଶେଷ ଦିନରେ ସବୁ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଆଜି ସବୁ ଦଳର ପ୍ରାର୍ଥୀ ଶେଷ ଦିନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥିରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କ ଶୋଭାଯାତ୍ରାରେ ଝାରସୁଗୁଡା ସହର ଦୁଲୁକି ଉଠିଛି। ଦଳର ବହୁ ତୁଙ୍ଗ ନେତା ଓ ମନ୍ତ୍ରୀ ସାମିଲ ହୋଇଛନ୍ତି। ଆଜି ଥିଲା ନାମାଙ୍କନ ଦାଖଲର

ଆସନ୍ତୁ ଜାଣିବା ଦେଢ ଶହ ବର୍ଷର ପୁରୁଣା ରହସ୍ୟମୟ ଗଛ ବିଷୟରେ

ଦେଢ ଶହ ବର୍ଷ ପୁରୁଣା ରହସ୍ୟମୟୀ ଗଛରୁ ଝରୁଛି ପାଣି। ମାଟି ଉପରୁ ପ୍ରାୟ ୧.୫ ମିଟର ଉଚ୍ଚରେ ଥିବା ଏହି ଗଛରୁ ଆପେଆପେ ପାଣି ଝରୁଛି। ଏହା କୌଣସି ରହସ୍ୟ ଠାରୁ କମ୍ ନୁହେଁ। ଏହାକୁ ଆପଣ ପ୍ରକୃତିର ବରଦାନ ବୋଲି ମଧ୍ୟ କହିପାରିବେ। ତେବେ କଣ ଆପଣ ଜାଣିଛନ୍ତି କି ଏହି ଗଛ ଅଛି କେଉଁଠାରେ ?

ଆନ୍ଧ୍ରପ୍ରଦେଶ ଆଡ଼କୁ ମୁହାଁଇଛି ବାତ୍ୟା ଅସାନି

ଦୁର୍ବଳ ହେଲା ଭୀଷଣ ବାତ୍ୟା ଅସାନି । ଏହା ବର୍ତ୍ତମାନ ବାତ୍ୟାର ରୂପ ନେଇ ଆନ୍ଧ୍ରପ୍ରଦେଶ ଆଡକୁ ମୁହାଁଉଛି । ବର୍ତ୍ତମାନ ଗୋପାଳପୁରଠାରୁ ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଦିଗରେ ୫୫୦ କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି ବାତ୍ୟା । ପୁରୀଠାରୁ ୬୬୦

ପ୍ଲେ ଷ୍ଟୋରରୁ ସବୁ କଲ୍ ରେକର୍ଡିଂ ଆପ୍ ହଟାଇଲା ଗୁଗଲ୍, କାହିଁକି ଜାଣନ୍ତୁ

ପ୍ଲେ ଷ୍ଟୋରରୁ ସବୁ କଲ୍ ରେକର୍ଡିଂ ଆପ୍ ଗୁଡ଼ିକୁ ବ୍ୟାନ୍ କରାଯିବ ବୋଲି ଗତ ମାସରେ ଗୁଗଲ୍ ଘୋଷଣା କରିଥିଲା । ଗୁଗଲର ଏହି ପ୍ଲେ ଷ୍ଟୋର ନୀତି ଆଜି (ମେ ୧୧) ଠାରୁ ଲାଗୁ ହୋଇଛି | ତେବେ ଏହାର ପ୍ରଭାବ ସେହି ଫୋନ୍ ଗୁଡିକ ଉପରେ ପଡ଼ିବନି ଯେଉଁଥିରେ ଇନବିଲ୍ଟ ରେକର୍ଡିଂ ଫିଚର୍ ଦିଆଯାଇଛି |

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଖରାମଙ୍କ ପରଲୋକ

ଭାରତରେ ସଞ୍ଚାର ବିପ୍ଲବର ଅନ୍ୟତମ ବିନ୍ଧାଣି ପୂର୍ବତନ କେନ୍ଦ୍ର ଟେଲି ଯୋଗାଯୋଗ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପଣ୍ଡିତ ସୁଖରାମ ଶର୍ମାଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା । ସୁଖରାମ ମେ ୭ ତାରିଖରୁ ଦିଲ୍ଲୀର ଏମ୍ସରେ

ମାଲକାନଗିରିରେ ଅସାନି ମୁକାବିଲା ପାଇଁ ପ୍ରଶାସନ ସଜାଗ

ବାତ୍ୟା ଅସାନୀ ଦୁର୍ବଳ ହୋଇଥିଲେ ବି ମାଲକାନଗିରିରେ ଏହାର ପ୍ରଭାବ ପଡ଼ିଛି । ଆଜି ସକାଳୁ ବର୍ଷା ଲାଗି ରହିଛି। ଜିଲ୍ଲା ଓ ବିଭିନ୍ନ ବ୍ଲକ୍‌ ପ୍ରଶାସନ ପକ୍ଷରୁ ବାତ୍ୟାର ପ୍ରାକ୍‌ ପ୍ରସ୍ତୁତି ସରିଯାଇଛି। ବାତ୍ୟାର ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ୧୦ଟି ଟିମ୍‌ ଓ ୨ଟି ଓଡ୍ରାଫ୍‌

ତିରୁପତି ମନ୍ଦୀରକୁ ନେଇ ରହିଛି ଅନେକ ରହସ୍ୟମୟ ଘଟଣା

ହିନ୍ଦୁ ଧର୍ମରେ ତିରୁପତି ମନ୍ଦୀରକୁ ନେଇ ରହିଛି ଅନେକ ରହସ୍ୟମୟ ଘଟଣା । ଭଗବାନ ତିରୁପତି ବାଲାଜୀଙ୍କ ଦରବାରରେ ଧନୀ,ଗରୀବ ସମସ୍ତେ ସମାନ ।ଏହି ମନ୍ଦୀର କେବଳ ଭାରତ ନୁହେଁ ସାରା ବିଶ୍ୱରେ ପରିଚିତ ।ଏହି ମନ୍ଦୀରକୁ ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକ ଆସନ୍ତି, ଦର୍ଶନ କରନ୍ତି ଓ ଭଗବାନଙ୍କ

ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ

ଆସନ୍ତା ବର୍ଷ ଗୁଜରାଟରେ ହେବାକୁ ଥିବା ନିର୍ବାଚନ ପାଇଁ କଂଗ୍ରେସ ଏହାର ପ୍ରସ୍ତୁତିକୁ ଆହୁରି ଜୋରଦାର କରିଛି। ମଙ୍ଗଳବାର ଆଦିବାସୀ ସତ୍ୟଗ୍ରାହ ସମାବେଶରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ କହିଛନ୍ତି, ମୋଦି ଗୁଜରାଟର

ଦୁର୍ବଳ ହେବାରେ ଲାଗିଛି ବାତ୍ୟା ଅସାନି

ଦୁର୍ବଳ ହେବାରେ ଲାଗିଛି ବାତ୍ୟା ଅସାନି । ଭୀଷଣ ବାତ୍ୟା ‘ଅସାନି’ ସମୁଦ୍ର ମଧ୍ୟରେ ସବୁଠାରୁ ତୀବ୍ର ସ୍ତର ଅତିକ୍ରମ କରିସାରିଛି। ଏହା ଏବେ ଧିରେ ଧିରେ ଦୁର୍ବଳ ହେବ । ଏନେଇ ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ସେ କହିଛନ୍ତି, ଆଜି ସନ୍ଧ୍ୟାରେ ‘ଅସାନି’ ଆନ୍ଧ୍ର