ଦୁବାଇରେ ଆଖି ବୁଜିଲେ ଶିବସେନାର ବିଧାୟକ ରମେଶ ଲଟକେ
ଦୁବାଇରେ ଆଖି ବୁଜିଲେ ବିଧାୟକ । ଦୁବାଇ ବୁଲିବାକୁ ଯାଇଥିବା ବେଳେ ଘଟିଛି ଏହି ଅଘଟଣ । ମୁମ୍ବାଇ ଅନ୍ଧେରୀ ପୂର୍ବରେ ଶିବସେନାର ବିଧାୟକ ରମେଶ ଲଟକେ । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ସେ ଦୁବାଇକୁ ନିଜର ଜଣେ ବନ୍ଧୁଙ୍କୁ ଭେଟିବାକୁ ଯାଇଥିଲେ । ହେଲେ ସେଠାରେ ୫୨!-->!-->!-->…
