Odia News Portal
Yearly Archives

2022

ଆଜିଠୁ ରାଜ୍ୟର ସବୁ ସ୍କୁଲ ୫ଦିନ ଛୁଟି

ଆଜିଠାରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି l ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ୫ ଦିନ ପାଇଁ ସ୍କୁଲ ଛୁଟି ରହିବ । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ୫ ଦିନ ଛୁଟି ରହିବ । ସ୍କୁଲ ଛୁଟି ସତ୍ତ୍ୱେ ମାଟ୍ରିକ ଓ +୨ ପରୀକ୍ଷା ଚାଲୁ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛି ।

ବିଜେଡିରୁ ଦୁଇ ନେତା ସସ୍‌ପେଣ୍ଡ

ଦଳ ବିରୋଧୀ କାମ ପାଇଁ ଦୁଇ BJD ନେତା ସସ୍‌ପେଣ୍ଡ ‌ହୋଇଛନ୍ତି । ପାରଳାଖେମୁଣ୍ଡି ଟାଉନ ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ ଓ ଗଜପତି ଜିଲ୍ଲା ବିଜେଡି ଉପସଭାପତି କେ. ଆପ୍ପାରାଓ ସସ୍‌ପେଣ୍ଡ ହୋଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ସସ୍‌ପେଣ୍ଡ

ଆକାଶରୁ ଝରୁଛି ନିଆଁ

୪୬ ଡିଗ୍ରୀ ଆଡ଼କୁ ଓଡ଼ିଶା। ତତଲା କଡ଼େଇରେ ଭାଜି ହେଉଛି ସାରା ରାଜ୍ୟ । ଜଳୁଛି ପଶ୍ଚିମରୁ ଉପକୂଳ । ସବୁଠି ଅସମ୍ଭାଳ ତାତି । ଆଗକୁ ଆହୁରି ବଢିବ ତାପମାତ୍ରା। ୪୪ ଡିଗ୍ରୀ ସେଲସିୟସ ସହ ସବୁଠୁ ଉତ୍ତପ୍ତ ସହର ରହିଛି ବଲାଙ୍ଗିର । ୨୭ଟି ସହରରେ ୪୦ ଡିଗ୍ରୀ ଉପରେ ରହିଛି ପାରଦ । ୧୬ ସ୍ଥାନରେ

୨୦୨୪ ପାଇଁ ରୋଡମ୍ୟାପ ପ୍ରସ୍ତୁତ: ଶେଷ ହେଲା ବିଜେଡି ପର୍ଯ୍ୟବେକ୍ଷକ ବୈଠକ

ଶେଷ ହେଲା ବିଜେଡି ପର୍ଯ୍ୟବେକ୍ଷକ ବୈଠକ । ଦଳୟ ପର୍ଯ୍ୟବେକ୍ଷକଙ୍କ ସହ ଜଣ ଜଣ କରି ମୁହାଁମୁହିଁ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଦଳୀୟ ସଙ୍ଗଠନ, ନିର୍ବାଚନର ଫଳାଫଳ ସମ୍ପର୍କରେ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଛନ୍ତି ନବୀନ ପଟ୍ଟନାୟକ । ନିର୍ବାଚନ ସମୟରେ କ’ଣ ସମୟ ରହିଥିଲା, କିଏ

ଲୋକଙ୍କ ସାଥିରେ ରୁହ , ସମସ୍ୟା ସମାଧାନ କର

ନିଜ ସହରକୁ ଶ୍ରେଷ୍ଠ ସହରରେ ପରିଣତ କରିବା ପାଇଁ ଦକ୍ଷତାର ସହ ନେତୃତ୍ୱ ନେବାକୁ ନବନିର୍ବାଚିତ ମେୟର ଓ ଅଧ୍ୟକ୍ଷମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ସମସ୍ୟା ସମାଧାନ ପାଇଁ ନିଷ୍ଠାର ସହ କାମ କରିବାକୁ ପରାମର୍ଶ ଦେଇଛନ୍ତି ନବୀନ । ଆଜି ଲୋକସେବା ଭବନରେ ନବନିର୍ବାଚିତ

ଟରବାଇନରେ ସମସ୍ୟା ଯୋଗୁ ବିଦ୍ୟୁତ ଉତ୍ପାଦନ ବନ୍ଦ

ସୁନ୍ଦରଗଡ଼ ଜିଲ୍ଲାର ଦର୍ଲିପାଲିଠାରେ NTPCର ପାୱାର ଷ୍ଟେସନରେ ସମସ୍ୟା ଯୋଗୁ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଟରବାଇନରେ ସମସ୍ୟା ଯୋଗୁ ବିଦ୍ୟୁତ ଉତ୍ପାଦନ ବନ୍ଦ ରହିଥିବା NTPC ପଷରୁ ସୂଚନା ଦିଆଯାଇଛି। ଗତ ୨୩ ତାରିଖରୁ ବିଦ୍ୟୁତ ଉତ୍ପାଦନ ବନ୍ଦ ଥିବାରୁ ରାଜ୍ୟରେ ବିଦ୍ୟୁତ

ଭଡ଼ା ଘରୁ କିନ୍ନରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭଡ଼ା ଘରୁ କିନ୍ନରଙ୍କ ମୃତଦେହ ଉଦ୍ଧାର। ନୟାଗଡ଼ ସହରର ରାମେଶ୍ଵର ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଲେ ଚନ୍ଦ୍ରଶେଖରପୁର ଗାଁର ଅଙ୍କିତା। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସୂଚନାନୁଯାୟୀ, ଅଙ୍କିତା ଚିତ୍ତରଞ୍ଜନ ସାହୁ ନାମକ ଜଣେ

ଜଳୁଛି ଚନ୍ଦକା ଅଭୟାରଣ୍ୟ: ୧୬ଟି ଜାଗାରେ ଲାଗିଛି ନିଆଁ

ଜଳୁଛି ଚନ୍ଦକା-ଡମପଡ଼ା ଅଭୟାରଣ୍ୟ । ଗତ ସପ୍ତାହକ ମଧ୍ୟରେ ୧୬ଟି ସ୍ଥାନରେ ନିଆଁ ଲାଗିଲାଣି । ଶୁକ୍ରବାର ୧୩ଟି ସ୍ଥାନରେ ନିଆଁ ଲାଗିଥିବା ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ରିପୋର୍ଟରୁ ପ୍ରକାଶ ପାଇଛି । ଶନିବାର ଝଲରା ବିଟ୍‌ରେ ଗୋଟିଏ ସ୍ଥାନ, ମିନିଚିନ ପାଟଣା ଅମ୍ବିଲୋ ବିଟ୍‌ରେ ଗୋଟିଏ,

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ମୋଦି

ଏବେ ପୁଣି କରୋନାର ସଙ୍କ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୭ ତାରିଖରେ ଭର୍ଚୁଆଲ ମୋଡରେ କରିବେ ଆଲୋଚନା । ଦେଶରେ କୋଭିଡ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା