Odia News Portal
Yearly Archives

2022

ତେଲ ରିଫାଇନାରୀରେ ବିସ୍ଫୋରଣ, ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ସୂଚନା

ନାଇଜେରିଆରେ ଏକ ତେଲ ରିଫାଇନାରୀରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ଶତାଧିକ ଲେକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରେ ବହୁ ସଂଖ୍ୟାରେ କର୍ମଚାରୀ ଆହତ ହୋଇଥିବା ଅନୁମାନ କରାଯାଉଛି । ଗତ ଶନିବାର ଅଧିକାରୀ ଏହି ସୂଚନା ଦେଇଛନ୍ତି । ରିପୋର୍ଟ ଅନୁସାରେ, ଶତାଧିକ ଲୋକ

ଛାତ୍ର ବିଜେଡି ପକ୍ଷରୁ ବିଶାଳ ରକ୍ତଦାନ ଶିବିର

ଛାତ୍ର ବିଜେଡି ପକ୍ଷରୁ ବିଶାଳ ରକ୍ତଦାନ ଶିବିର । ଭୁବନେଶ୍ୱର ଯୁବ ବିଜେଡି କାର୍ଯ୍ୟାଳୟରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ଶିବିରରେ ଶତାଧିକ ଯୁବକ ଓ ଛାତ୍ର ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି । ବିଜେଡି ମୁଖ୍ୟାଳୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା, ସାଧାରଣ ସମ୍ପାଦକ ପ୍ରଣବ

ଦୁଇ ବର୍ଷ ପରେ ଆୟୋଜିତ ହେଲା ଆଦିବାସୀ ମେଳା ୨୦୨୨, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର ୟୁନିଟ୍‌-୩ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ସଂସ୍କୃତିିର ଝଲକ । ଚାଲିଛି ଆଦିବାସୀ ମେଳା- ୨୦୨୨ ଓ ଜାତୀୟ ଜନଜାତି କଳା ଓ କଳା ସାମଗ୍ରୀ ପ୍ରଦର୍ଶନୀ । ଭିଡିଓ କନଫରେନ୍ସିଂରେ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୟୁନିଟ୍‌-୩ ଇଡ୍‌କୋ ପ୍ରଦର୍ଶନୀ

ଆଜି ଜଳୁଛି ରାଜଧାନୀ, ୧୧ଟା ୨୦ ସୁଦ୍ଧା ୪୦.୨ଂ ତାପମାତ୍ରା ରେକର୍ଡ

ସାରା ରାଜ୍ୟରେ ଅଗ୍ନିବର୍ଷା । ଆଜି ବି ଜଳୁଛି ରାଜଧାନୀ। ଭୁବନେଶ୍ୱରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଦିନ ୧୧ଟା ୨୦ ସୁଦ୍ଧା ୪୦.୨ଂ ତାପମାତ୍ରା ରେକର୍ଡ କରାଯାଇଛି। ୪୦ ଡିଗ୍ରୀ ଉପରେ ରାଜ୍ୟର ୨୨ଟି ସହର। ୯ଟି ସହରରେ ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିଲା। ଆସନ୍ତାକାଲିଠୁ ୩ ଦିନ

ରାଜଧାନୀରେ ଚାଞ୍ଚଲ୍ୟ

ରାଜଧାନୀ ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀରେ ଚାଞ୍ଚଲ୍ୟ । ବିବାହକୁ ମାତ୍ର ୨ ମାସ ହୋଇଥିଲା । ଚାକିରୀ ପାଇଁ ହଷ୍ଟେଲରେ ରହୁଥିଲେ ଶାଳୀ ସରସ୍ୱତୀ ସେଠୀ । କିନ୍ତୁ ଭିଣୋଇର କଟୁରୀ ଚୋଟରେ ଚାଲିଯାଇଛି ଜୀବନ । ଭଉଣୀ-ଭିଣୋଇଙ୍କ ପାରିବାରିକ କଳହରେ ଭିଣୋଇର ଆକ୍ରୋଶର ଶିକାର ହୋଇଗଲେ ଶାଳୀ

୧୪୩ଟି ସାମଗ୍ରୀ ଉପରେ ବଢ଼ିପାରେ ଜିଏସଟି ହାର

୧୪୩ଟି ଆଇଟମ୍ ଉପରେ ଜିଏସଟି ସ୍ଲାବ୍ ବୃଦ୍ଧି କରିବାକୁ ଜିଏସଟି ପରିଷଦ ରାଜ୍ୟମାନଙ୍କଠାରୁ ପରାମର୍ଶ ଲୋଡିଛି। ଯଦି ଏହି ପ୍ରସ୍ତାବରେ ରାଜ୍ୟମାନଙ୍କ ମଧ୍ୟରେ ସହମତି ପ୍ରକାଶ ପାଏ, ତେବେ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ବୋଝ ଆହୁରି ବଢ଼ିବ | ଜିଏସଟି ସ୍ଲାବ୍ ବୃଦ୍ଧି ପ୍ରସ୍ତାବ ନେଇ କେନ୍ଦ୍ରକୁ

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜମ୍ମୁରେ ବିସ୍ଫୋରଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଜମ୍ମୁରେ ବିସ୍ଫୋରଣ । ରବିବାର ସକାଳେ ଜାମ୍ମୁ କାଶ୍ମୀରର ସାମ୍ବା ଜିଲ୍ଲାର ଏକ କ୍ଷେତରେ ବିସ୍ଫୋରଣ ଘଟିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରସ୍ତାବିତ ଜନ ସଭା ସ୍ଥାନଠାରୁ ଏହି ବିସ୍ଫୋରଣ ମାତ୍ର ୪ କିଲୋମିଟର ଦୂରରେ ହୋଇଛି । ଏହି ଘଟଣା

ପୁରୀରୁ ଜଗା ଦର୍ଶନ ସାରି ଫେରୁଥିଲା ବେଳେ ଭାରସାମ୍ୟ ହରାଇ ଓଲଟିଲା ବସ୍

ଓଲଟିଲା ତୀର୍ଥଯାତ୍ରୀ ବସ୍ । ୨୫ ଯାତ୍ରୀ ଆହତ । ବ୍ରହ୍ମପୁର ରମ୍ଭା ଥାନା ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ବିଳମ୍ବିତ ରାତିରେ ତ୍ରିର୍ଥଯାତ୍ରୀ ବସ୍‌ ଭାରସାମ୍ୟ ହରାଇ ଓଲଟିଥିଲା । ପୁରୀରୁ ଜଗା ଦର୍ଶନ ସାରି ଫେରୁଥିଲା ବେଳେ ରମ୍ଭା ଠାରେ ବସ୍ ହୋଇଥିଲା ଦୁର୍ଘଟଣାଗ୍ରସ୍ତ । ଗୁରୁତର ସମସ୍ତ

ଭୁବନେଶ୍ୱରରୁ କୋକେନ୍‌ ଜବତ ଘଟଣା: ମାଷ୍ଟରମାଇଣ୍ଡକୁ ଧରିବାକୁ ଦିଲ୍ଲୀରେ ଏନସିବି ଟିମ୍‌

ଭୁବନେଶ୍ୱରରୁ ପ୍ରଥମ ଥର କୋକେନ୍‌ ଜବତ ଘଟଣାରେ ଏସଟିଏଫ ଓ ଏନସିବି ମିଳିତ ତଦନ୍ତ ଚଳାଇଛନ୍ତି । ଦିଲ୍ଲୀରେ ରହିଛି କୋକେନ ନେଟୱାର୍କର ମୁଖିଆ ଓ ମାଷ୍ଟରମାଇଣ୍ଡ । ତାକୁ ଧରିବା ପାଇଁ ଦିଲ୍ଲୀ ପୋଲିସ ଓ ଏନସିବି ଟିମ୍‌ ଉଦ୍ୟମ ଚଳାଇଛନ୍ତି । ଭୁବନେଶ୍ୱରରୁ ୨୦୨ ଗ୍ରାମ କୋକେନ ଜବତ ସହ ଅଭିଯୁକ୍ତ

ଗଞ୍ଜେଇ ଚାଲାଣ ଟିମ୍ ଉପରେ ଚଢ଼ାଉ

ଏକ ପେଷାଦାର ଗଞ୍ଜେଇ ଚାଲାଣ ଟିମ୍ ଉପରେ ଚଢ଼ାଉ କରି ବଡଧରଣର ସଫଳତା ପାଇଛି ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପୋଲିସ । ୪୧୩ କିଲୋ ଗଞ୍ଜେଇ ସହ ଗୋଟିଏ ପିସ୍ତଲ୍ , ୪ ରାଉଣ୍ଡ ଅଫୁଟା ଗୁଳି , ଗୋଟିଏ ଟ୍ରକ୍ , ଗୋଟିଏ ପିକ୍ଅପ୍ ଭ୍ୟାନ୍ ଏବଂ ୩ଟି ମୋଟରସାଇକେଲ ଜବତ କରିଛି ପୋଲିସ । ଏକ