Odia News Portal
Yearly Archives

2022

ପଞ୍ଜାବ ଅଫିସରଙ୍କୁ କେଜ୍ରିଓ୍ୱାଲଙ୍କ ତାଲିମ

ପଞ୍ଜାବ ଅଫିସରଙ୍କୁ କେଜ୍ରିଓ୍ୱାଲଙ୍କ ତାଲିମ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଅଫିସରମାନଙ୍କୁ ତାଲିମ ନେବା ପାଇଁ ନୂଆଦିଲ୍ଲୀ ପଠାଇବାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ପଞ୍ଜାବ ଅଫିସରମାନଙ୍କ ବୈଠକ

ମୋ ସ୍କୁଲ ଅଭିଯାନ : ଖରାଛୁଟିରେ ଆୟୋଜନ ହେବ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକ୍ରମ

କୋଭିଡ ମହାମାରୀ ଯୋଗୁ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହୋଇଥିଲା । ତା’ର ଭରଣା କରିବା ପାଇଁ ଏଥର ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଖରାଛୁଟି ବେଳେ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକ୍ରମ ସ୍କୁଲଗୁଡ଼ିକରେ

ପୁଣି ବଢ଼ିଲା ସିଏନଜି ଓ ପିଏନଜି ଦର

ଦେଶରେ ଇନ୍ଧନ ଦରବୃଦ୍ଧିରେ ଲଗାମ ଲାଗୁ ନାହିଁ | ଆଜି ପୁଣି ସିଏନଜି ଏବଂ ପିଏନଜିର ଦାମ୍ ବଢ଼ିଛି | ଦିଲ୍ଲୀରେ ସିଏନଜି ଦର କିଲୋଗ୍ରାମ ପିଛା ୨.୫ ଟଙ୍କା ଏବଂ ପିଏନଜି ମୂଲ୍ୟ ପିଛା ୪.୨୫ ଟଙ୍କାକୁ ବୃଦ୍ଧି କରାଯାଇଛି। ବର୍ଦ୍ଧିତ ମୂଲ୍ୟ ଆଜିଠାରୁ କାର୍ଯ୍ୟକାରୀ ହୋଇଛି | ଏହି ବୃଦ୍ଧି ପରେ

ରେଳଧାରଣାରୁ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ, ଜିଆରପିର ତଦନ୍ତ ଜାରି

ବୁର୍ଲା ଥାନା ଅଞ୍ଚଳରେ ଠାବ ହୋଇଛି ମୃତଦେହ । ଜିଆର୍‌ପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଗୁରୁବାର ସକାଳ ସମୟରେ ବୁର୍ଲା ଆ.କଟାପାଲି ନିକଟସ୍ଥ ରେଲଓ୍ୱେ ଓଭରବ୍ରିଜ୍‌ ନିକଟରେ ପ୍ରେମୀଯୁଗଳଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି । ଉଭୟ ଆତ୍ମହତ୍ୟା

ମାହାଙ୍ଗା ଗଣହତ୍ୟା ଘଟଣା : ସତ ଲୁଚାଉଛି କି ଅଭିଯୁକ୍ତ

ମାହାଙ୍ଗା କୁସୁପୁର ଗଣହତ୍ୟା ସସପେନ୍ସ ଉପରୁ ପରଦା ହଟିବ । ସତ ଲୁଚାଉଛି କି ଅଭିଯୁକ୍ତ ଶିବ ସାହୁ ? ତାକୁ ରିମାଣ୍ଡରେ ନେଇ ତଥ୍ୟ ବାହାର କରିବ ପୋଲିସ । ଆଜିଠୁ ୩ ଦିନିଆ ରିମାଣ୍ଡରେ ଗଲା ଶିବ। ରିମାଣ୍ଡରେ ନେଇ ଶିବ ମୁହଁରୁ ହତ୍ୟାକାଣ୍ଡ ନେଇ ଅନେକ କଥା ବାହାର କରିବ ମାହାଙ୍ଗା ପୋଲିସ ।

ନନ୍ଦନକାନନରେ ପୁଣି ଆଉ ଏକ ବାଘ ଛୁଆର ମୃତ୍ୟୁ

ନନ୍ଦନକାନନରେ ପୁଣି ଏକ ବାଘ ଛୁଆ ବିବେକର ମୃତ୍ୟୁ । ଧଳା ବାଘୁଣୀ ରୂପାର , ଆଉ ଏକ ନାଲି ମାଇ ଛୁଆ ଆଖି ବୁଜିଛି। ମୃତ ଛୁଆଟି ଜନ୍ମ ହେବା ଦିନଠାରୁ ତାକୁ ମାଆ ଠାରୁ ଅଲଗା ରଖାଯାଇଥିଲା। କର୍ତ୍ତୁପକ୍ଷ ଛୁଆକୁ ଭେଟେନାରୀରେ ରଖି ନିଜ ହେପାଜତରେ ପାଳନ କରୁଥିଲେ। ତେବେ କେଉଁ କାରଣରୁ ତାର

ଓଡ଼ିଆ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ। ପଣାରେ ମହକୁଛି ପୁରଠୁ ପଲ୍ଲୀ। ଆଜି ରାଜ୍ୟରେ ବିଭିନ୍ନ ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ବିଭିନ୍ନ ସ୍ଥାନରେ ଝାମୁ ଯାତ୍ରା ଅନୁଷ୍ଠିତ ହେଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି।

ତିନି ବର୍ଷ ପୁଅର ଗଳାକାଟି ହତ୍ୟା କଲା ମାଆ

ପୁଅର ଗଳାକାଟି ହତ୍ୟା କଲା ମାଆ । କୋରାପୁଟ ସଦର ଥାନା ପୋଡାଗଡ ପଞ୍ଚାୟତ ଲୁକୁମାରି ଗାଁରେ ମାଆ ପୁଅକୁ ଗଳା କାଟି ହତ୍ୟା କରିଥିବା ଅଭିଯୋଗ। ତିନି ବର୍ଷର ପୁଅକୁ ହତ୍ୟା କରିଥିବା ଅଭିଯୋଗ। ଅତ୍ୟଧିକ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ କିମ୍ବା କିଛି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା

ଆନ୍ଧ୍ରପ୍ରଦେଶ କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ୬ ମୃତ, ୧୨ ଗୁରୁତର

ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲାର ଅକ୍କିରେଡ୍ଡିଗୁଡେମରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏହି ଘଟଣାରେ ୬ ଜଣ ମୃତ୍ୟୁବରଣ କରିଥିବା ବେଳେ ୧୨ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ

ପୂର୍ବତନ ଡିଜିପି ଅଭୟଙ୍କୁ ମିଳିଲା ନୂଆ ଦାୟିତ୍ୱ

ପୂର୍ବତନ ଡିଜିପିଙ୍କୁ ନୂଆ ଦାୟିତ୍ୱ ଦେଲେ ରାଜ୍ୟ ସରକାର । ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିସନର ଅଧ୍ୟକ୍ଷ ହେଲେ ଅଭୟ । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି । ତେବେ ଆଗାମୀ ୫ ବର୍ଷ କିମ୍ବା ୬୨ ବର୍ଷ ହେଲା ପର୍ଯ୍ୟନ୍ତ ଅଭୟ