୧୫ ହଜାର ମେଧାବୀଙ୍କୁ ମିଳିବ ଲାପ୍ଟପ୍
ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ୨୦୨୧ ଶିକ୍ଷାବର୍ଷରେ ଲାପଟପ୍ କିଣିବାରେ ଆର୍ଥିକ ସହାୟତା ପାଇବା ପାଇଁ ଆବେଦନ ଅବଧିକୁ ଆସନ୍ତା ୨୦ ତାରିଖକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଗତ ୧୦ ତାରିଖ ଆବେଦନର ଶେଷ ସମୟ ଥିଲା । କିନ୍ତୁ ଏପର୍ଯ୍ୟନ୍ତ ଆହୁରି ଅନେକ ଛାତ୍ରଛାତ୍ରୀ ଆବେଦନ!-->…
