୩୦ ଜିଲାରେ ପୌର ଭୋଟ ଗଣତି ଶେଷ : ବିଜେଡି ହାତେଇଲା ୭୩ ପୌରାଧ୍ୟକ୍ଷ ପଦ
ରାଜ୍ୟର ୩୦ ଜିଲ୍ଳାରେ ପୌର ଭୋଟ ଗଣତି ଶେଷ ହୋଇଛି। ପୌରାଧ୍ୟକ୍ଷ ଫଳାଫଳ ପ୍ରକାଶ ପାଇଛି। ଏଥିରେ ଅଧିକ ଆସନ ବିଜେଡି ହାତେଇଛି। ମୋଟ ଫଳାଫଳ ପ୍ରକାଶ ପାଇଥିବା ୧୦୫ଟି ପୌରାଧ୍ୟକ୍ଷ ଆସନରୁ ବିଜେଡି ହାତେଇଛି ସର୍ବାଧିକ ୭୩ଟି ପୌରାଧ୍ୟକ୍ଷ ପଦ। ସେହିପରି ବିଜେପି ୧୬ଟି ପୌରାଧ୍ୟକ୍ଷ ଆସନରେ!-->…
