Odia News Portal
Yearly Archives

2022

ରାଷ୍ଟ୍ରପତି ଙ୍କୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ବିମାନ ବନ୍ଦରରେ କରିବେ ସ୍ୱାଗତ

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି । ଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ୧୨ଟା ୨୫ରେ ବାହାରି ଦୁଇଟା ୪୫ରେ ଭୁବନେଶ୍ୱରରେ ପହଞ୍ଚିବେ । ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିବେ । ରାଜ୍ୟପାଳଙ୍କ ସମେତ ମୁଖ୍ୟ ସଚିବ ସୁରେଶ ମହାପାତ୍ର, ପୋଲିସ ଡିଜି ସୁନୀଲ

ରାଜ୍ୟରେ ହଟିଲା ନାଇଟ କର୍ଫ୍ୟୁ

ରାଜ୍ୟରେ କୋହଳ ହେଲା କରୋନା କଟକଣା । ରାଜ୍ୟରୁ ହଟିଲା ନାଇଟକର୍ଫ୍ୟୁ । ରାଜ୍ୟର ସବୁ ସହରାଞ୍ଚଳରୁ ହଟିଲା ରାତ୍ରିକାଳୀନ କର୍ଫ୍ୟୁ । ଆଜିଠୁ ସାରା ରାଜ୍ୟରେ ଏହି ନିୟମ ଲାଗୁ ହେବ । ନାଇଟ କର୍ଫ୍ୟୁ ହଟିବା ନେଇ ଏସଆରସି ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ କମୁଥିବାରୁ ଏଭଳି

ଭିଜିଲାନ୍ସ ଜାଲରେ ସୁନାବେଡ଼ା ଆସିଷ୍ଟାଣ୍ଟ ଇଞ୍ଜିନିୟର

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ସୁନାବେଡ଼ା ଆସିଷ୍ଟାଣ୍ଟ ଇଞ୍ଜିନିୟର ମନୋଜ କୁମାର ପାତ୍ର । ଖୋର୍ଦ୍ଧା, ଗଜପତି, ଗଞ୍ଜାମ ଓ କୋରାପୁଟ ଜିଲ୍ଲାର ୬ଟି ସ୍ଥାନରେ ରେଡ୍ ଚାଲଇଛି । ଭୁବନେଶ୍ୱର ପୋଖରୀପୁଟ କୋନିକା ଆପାର୍ଟମେଣ୍ଟରେ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର

ସାରା ରାଜ୍ୟରେ ଜାରି ରହିଛି ପଞ୍ଚାୟତ ନିର୍ବାଚନ । ଫେବ୍ରୁଫରୀ ୧୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବାବେଳେ ଆଜି ରାଜ୍ୟରେ ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ସେପଟେ ଆଉ ଦିନକ ପରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ୨୦ ତାରିଖରେ ତୃତୀୟ ପର୍ଯ୍ୟାୟରେ ନେତା

ଓଡ଼ିଶା ପୋଲିସର ଡିଏସପି ଭାବେ ଯୋଗ ଦେଲେ ବିରେନ୍ଦ୍ର ଲାକ୍ରା

କଟକ: ବିଶିଷ୍ଟ ହକି ତାରକା ତଥା ଅଲମ୍ବିଆନ୍ ବିରେନ୍ଦ୍ର ଲାକ୍ରାଙ୍କୁ ମିଳିଲା ନୁଆ ଦାୟୀତ୍ବ । ଓଡ଼ିଶା ପୋଲିସର ଡିଏସପି ଭାବେ ଆଜି ଯୋଗ ଦେଇଛନ୍ତି ବିରେନ୍ଦ୍ର । ଆଜି କଟକ ସ୍ଥିତ ପୋଲିସ ମୁଖ୍ୟାଳୟକୁ ଆସି ସେ କାର୍ୟ୍ୟରେ ଯୋଗ ଦେଇଛନ୍ତି । ଏନେଇ ଟୁଇଟ କରି ଅବଗତ କରାଯାଇଛି । ଆଜି

ନିଜ ବିବାହକୁ ନେଇ ଖୁଲାସା କଲେ ରଶ୍ମିକା

ଚର୍ଚ୍ଚାରେ ସାଉଥ ସୁନ୍ଦରୀ ରଶ୍ମିକା ମନ୍ଦାନା । ତାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’ ରିଲିଜ୍ ହେବା ପରେ ରଶ୍ମିକାଙ୍କ ଡିମାଣ୍ଡ ବଢି ଯାଇଛି ସିନେ ଇଣ୍ଡଷ୍ଟ୍ରିରେ । ତାଙ୍କ ସୁନ୍ଦରତା, ଷ୍ଟାଇଲ୍‌ ଓ ଏକ୍ସପ୍ରେସନ୍‌ ପାଇଁ ଖୁବ୍‌ ଚର୍ଚ୍ଚାରେ ଥାଆନ୍ତି ସେ। ଖୁବ ଶୀଘ୍ର ରଶ୍ମିକା ତାଙ୍କର ପ୍ରଥମ

ଜିଲ୍ଲା ପରିଷଦ ଆଇନରେ ସଂଶୋଧନ

ଜିଲ୍ଲା ପରିଷଦ ଆଇନରେ ସଂଶୋଧନ ହୋଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଚନ ଆଇନରେ ସଂଶୋଧନ କରାଯାଇଛି । ଏଣିକି ଜିଲ୍ଲା ପରିଷଦ ଅଧ୍ୟକ୍ଷ/ଉପାଧ୍ୟକ୍ଷ ନିର୍ବାଚନ ବେଳେ ରାଜନୈତିକ ଦଳ ନିଜର ପ୍ରାଧିକୃତ ପ୍ରତିନିଧି ନିଯୁକ୍ତ କରି ସେମାନଙ୍କ ନାଁ ଦେବେ ।

ହିଜାବ ମାମଲା: ଓକିଲଙ୍କ ଅଜବ ଯୁକ୍ତି

କର୍ଣ୍ଣାଟକରେ ହିଜାବ ବିବାଦ ଥମିବାର ନା ନେଉଁନାହିଁ। ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବାକୁ ମୁସଲମାନ ଛାତ୍ରୀମାନଙ୍କୁ ଅନୁମତି ଦିଆଯାଉ ବୋଲି କୋର୍ଟରେ ଆବେଦନ କରାଯାଇଛି। ମାମଲାରେ କୋର୍ଟରେ ଶୁଣାଣି ଜାରି ରହିଛି। ଏନେଇ ଆବେଦକଙ୍କ ଓକିଲ ବିନୋଦ କୁଲକର୍ଣ୍ଣି କୋର୍ଟରେ କହିଛନ୍ତି ଯେ ହିଜାବ

ୟୁକ୍ରେନ ସୀମାରେ ସୈନିକ ମୁତୟନ କଲା ରୁଷ

ରୁଷ ଓ ୟୁକ୍ରେନ୍‌ ଭିତରେ ଥମିନି ଯୁଦ୍ଧ ବିପଦ। ରୁଷ ପୂର୍ବରୁ ଦାବି କରିଥିଲା ଯେ, ତା’ର ସେନା ୟୁକ୍ରେନ୍‌ର ସୀମାରୁ ପଛକୁ ଫେରିବାରେ ଲାଗିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଏଭଳି ହୋଇନଥିବାର ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ବେଲାରୁସ, କ୍ରିମିୟା ଓ ପଶ୍ଚିମ ରୁଷର ସୀମାରେ ମଧ୍ୟ ଏବେ

ବ୍ରାଜିଲରେ ପ୍ରବଳ ବର୍ଷା, ଭୂସ୍ଖଳନରେ ୭୮ ମୃତ

ବ୍ରାଜିଲରେ ପ୍ରବଳ ବର୍ଷା ଓ ବନ୍ୟା । ଲଗାତାର ତିନି ଦିନ ବର୍ଷା ପରେ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଫଳରେ ଭୂସ୍ଖଳନ ମଧ୍ୟ ହୋଇଛି । ଭୂସ୍ଖଳନରେ ୭୮ ଜଣ ପ୍ରାଣ ହରାଇଥିବାବେଳେ ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ଏବେ ବି ଅନେକ ଲୋକ ମାଟିତଳେ ଚାପି ହୋଇ