Odia News Portal
Yearly Archives

2022

ଆରବିଆଇର ବଡ଼ ଘୋଷଣା, ଡିସେମ୍ୱର ୧ରେ ଲଞ୍ଚ ହେବ ଭାରତର ଖୁଚୁରା ଡିଜିଟାଲ ଟଙ୍କା

ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଡିଜିଟାଲ ମୁଦ୍ରା- ଡିଜିଟାଲ ଟଙ୍କା କୁ ନେଇ ବଡ଼ ଘୋଷଣା କରିଛନ୍ତି । ଆରବିଆଇ କହିଛି ଯେ, ଡିସେମ୍ୱର ୧ରେ ଖୁଚୁରା ଡିଜିଟାଲ ଟଙ୍କା ପାଇଁ ପ୍ରଥମ ବ୍ୟାଚ୍ ଲଞ୍ଚ କରିବ । ଏକ ଡଜିଟାଲ ଟୋକନ ରୂପରେ ଲଞ୍ଚ ହେବ । ଏହା ଲିଗଲ ଟେଣ୍ଡରକୁ ମଧ୍ୟ ପ୍ରତିନିଧିତ୍ୱ

ବିଶ୍ୱରେ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ୧ ନମ୍ବର ଏହି ଦେଶ

ଜର୍ମାନୀସ୍ଥିତ ସ୍ୱେଚ୍ଛାସେବୀ ସଙ୍ଗଠନ ଟ୍ରାନ୍ସପରେନ୍ସୀ ଇଣ୍ଟରନ୍ୟାସନାଲ ଭ୍ରଷ୍ଟାଚାରକୁ ‘ ବ୍ୟକ୍ତିଗତ ଫାଇଦା ଲାଗି ମିଳିଥିବା କ୍ଷମତାର ଦୂରୁପଯୋଗ’ ଭାବେ ବ୍ୟାଖ୍ୟା କରେ। କୌଣସି ଦେଶରେ ଭ୍ରଷ୍ଟାଚାର ବଢିଲେ ଦେଶର ବିକାଶ ପ୍ରଭାବିତ ହୋଇଥାଏ। ଏଥିରେ ଟ୍ରାନ୍ସପରେନ୍ସୀ ଇଣ୍ଟରନ୍ୟାସନାଲ

ଏମ୍ସରେ ସାଇବର ଆକ୍ରମଣ: ସର୍ଭର ଠିକ୍ କରିବାକୁ ୨୦୦ କୋଟି ଦାବି କଲେ ହ୍ୟାକର୍

ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ଦିଲ୍ଲୀରେ ସାଇବର ଆକ୍ରମଣ ଘଟଣାରେ ଦୁଇଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଉଭୟେ ନିଲମ୍ବିତ କର୍ମଚାରୀ ହେଉଛନ୍ତି ସିଷ୍ଟମ୍ ଆନାଲିଷ୍ଟ୍ | ଉଭୟଙ୍କୁ ପୂର୍ବରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା | ଉତ୍ତରରେ ସନ୍ତୁଷ୍ଟ ନ

ରାଜ୍ୟରେ ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ପରିବର୍ତ୍ତନ ହେବନି ରାତି ତାପମାତ୍ରା

ରାଜ୍ୟରେ ଶୀତ ଲହରି ଜାରି ରହିଛି। ଅସହ୍ୟ ଥଣ୍ଡା ଯୋଗୁଁ ଲୋକମାନେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ତେବେ ଆଗାମୀ ୪ ରୁ ୫ ଦିନ ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ୧୧ ଡିଗ୍ରୀ ତଳେ ୮ଟି ସ୍ଥାନ ରହିଛି। ଏନେଇ ଭୁବନେଶ୍ଵର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

ଅର୍ଚ୍ଚନା ନାଗ ବ୍ଲାକମେଲ ମାମଲା: ଇଡିରେ ହାଜର ହେଲେ ଆଉ ଜଣେ ଚଳଚ୍ଚିତ୍ର ପ୍ରଯୋଜକ

ଅର୍ଚ୍ଚନା ନାଗ ବ୍ଲାକମେଲ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ବିଲଡର ତଥା ଚଳଚ୍ଚିତ୍ର ପ୍ରଯୋଜକ ପ୍ରମୋଦ ସ୍ୱାଇଁ। ସୂଚନାଯୋଗ୍ୟ ଯେ, ୨୦୧୬ ମସିହାରେ ପ୍ରମୋଦଙ୍କ ଘରେ ରହୁଥିଲେ ଅର୍ଚ୍ଚନା। ୨୦୧୮ରେ ପ୍ରମୋଦଙ୍କ ଘରେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ମଧ୍ୟ ଭଡାରେ

ଆଜି ସଂଧ୍ୟାରେ କ୍ୟାବିନେଟ ବୈଠକ

ଆଜି ସଂଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିବ । ସଂଧ୍ୟା ସାଢ଼େ ୭ଟାରେ ଏହି ବୈଠକ ବସିବାକୁ ଥିବା ବେଳେ, ଏଥିରେ ବିଭାଗୀୟ ମନ୍ତ୍ରୀ ଓ ବିଧାୟକମାନେ ଉପସ୍ଥିତ ରହିବେ । ସୂଚନା ମୁତାବକ ଏହି

ମେକ୍ ଇନ୍ ଓଡିଶା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଆସନ୍ତାକାଲିଠୁ ଡିସେମ୍ବର ୪ ତାରିଖ ଯାଏଁ ‘ମେକ୍‍ ଇନ୍‌ ଓଡ଼ିଶା’ କନକ୍ଲେଭ ଭୁବନେଶ୍ଵରର ଜନତା ମଇଦାନରେ ଆୟୋଜନ କରାଯିବ । ଏହି କନକ୍ଲେଭ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂହ । ବିଭିନ୍ନ ସ୍ଥାନରେ ଟ୍ରାଫିକ ବ୍ୟବସ୍ଥା ସୁଦୃଢ଼

ବଲିଉଡର ନୂଆ ଲଭ ବାର୍ଡ ପ୍ରଭାସ ଓ କ୍ରୀତି ସାନନ୍‌

ବଲିଉଡର ନୂଆ ଲଭ ବାର୍ଡ ପ୍ରଭାସ ଓ କ୍ରୀତି ସାନନ୍‌ । ବାହୁବଲୀ ଫେମ୍‌ ପ୍ରଭାସ କ୍ରୀତିଙ୍କୁ ଡେଟ୍‌ କରୁଥିବା ବିଟାଉନରେ ଚର୍ଚ୍ଚା ଜୋର। ଏକ ଶୋ’ରେ କନଫର୍ମ କରିଛନ୍ତି ବରୁନ ଧଓ୍ଵନ। ଫିଲ୍ମ ‘ଭେଡିଆ’ର ପ୍ରମୋସନ ପାଇଁ ଆସିଥିଲେ ବରୁଣ ଓ କ୍ରୀତି। ଏହି ସମୟରେ ପ୍ରଯୋଜକ କରଣ ଜୋହର

ଏହି ଦେଶରେ କୁକୁରଙ୍କୁ କରାଯାଏ ପୂଜାର୍ଚ୍ଚନା

ହିନ୍ଦୁମାନଙ୍କ ପ୍ରମୁଖ ପର୍ବ ଦୀପାବଳି ଧୁମଧାମରେ ପାଳନ ହୋଇଯାଇଛି । କରୋନା ପରେ ପୁଣିଥରେ ଦେଶ ଖୁସିର ସହ ଆଲୋକର ପର୍ବକୁ ଉପଭୋଗ କରିଛନ୍ତି । ଏହି ସମୟରେ ଲୋକମାନେ ନିଜ ନିଜ ଇଷ୍ଟଦେବୀଙ୍କୁ ପୂଜା କରିଛନ୍ତି । ତେବେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢଙ୍ଗରେ ଏହି ପୂଜା ପାଳନ କରାଯାଇଥାଏ ।

କଂଗ୍ରେସରେ ଯୋଗଦେଲେ ବରିଷ୍ଠ ବିଜେପି ନେତା ଜୟନାରାୟଣ ବ୍ୟାସ

ଗୁଜରାଟର ବରିଷ୍ଠ ବିଜେପି ନେତା ତଥା ଚଳିତ ମାସ ଆରମ୍ଭରେ ବିଜେପି ଛାଡିଥିବା ୪ ଥର ବିଧାୟକ ଜୟନାରାୟଣ ବ୍ୟାସ ତାଙ୍କ ପୁଅ ସମୀର ବ୍ୟାସଙ୍କ ସହ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ଜୟନାରାୟଣ ଏବଂ ତାଙ୍କ ପୁଅ ସମୀରଙ୍କୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଦଳୀୟ ସଦସ୍ୟତା ପ୍ରଦାନ