Odia News Portal
Yearly Archives

2022

ପବିତ୍ର ମକର ସଂକ୍ରାନ୍ତିରେ ସାରା ଓଡିଶା ବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା

ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ସୁଖ ଓ ସମୃଦ୍ଧ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ

ଦେଶରେ ୨୪ ଘଣ୍ଟାରେ ୨ ଲକ୍ଷ ୬୪ ହଜାରରୁ ଅଧିକ ପଜିଟିଭ ଚିହ୍ନଟ

ସାରା ଦେଶରେ କରୋନା ଆତଙ୍କ ଖେଳାଇଛି । ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୬୪ ହଜାର ୨୦୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ଭାରତରେ ଦୈନିକ ପଜିଟିଭିଟି ରେଟ୍ ୧୪.୭୮ ପ୍ରତିଶତ ରହିଛି । ଯଦି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କହିବା ତାହାଲେ ବର୍ତ୍ତମାନ ସୁଦ୍ଧା ଦେଶରେ ୫ ହଜାର ୭୫୩ ଓମିକ୍ରନ

ଭିତରକନିକାରେ ସରିଲା ପକ୍ଷୀ ଗଣନା

ପୂର୍ବ ଅପେକ୍ଷା ଭିତରକନିକାରେ ବଢ଼ିଛି ପକ୍ଷୀ ସଂଖ୍ୟା। ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ ଚଳିତବର୍ଷର ବିଦେଶାଗତ ପକ୍ଷୀ ଗଣନା ସରିଛି । ମୋଟ ୧ଲକ୍ଷ ୩୮ ହଜାର ୧୦୭ଟି ପକ୍ଷୀ ଗଣନା କରାଯାଇଛି । ଗତବର୍ଷ ୧୨୧ ପ୍ରଜାତିର ୧ ଲକ୍ଷ ୩୬ ହଜାର ୯୨ଟି ପକ୍ଷୀ ଆସିଥିଲେ । ପୂର୍ବ ବର୍ଷ

ବନ୍ଦ ରହିଲା ଏମବିବିଏସ୍ ପରୀକ୍ଷା

ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଲଗାତର ଦୁଇ ଦିନ ଧରି ଓଡିଶାରେ କରୋନା ସଂକ୍ରମଣ ୧୦ ହଜାର ଉପରେ ରହିଛି । ୨୪ ଘଣ୍ଟାରେ ଓଡିଶାରେ ୧୦ ହଜାର ୨୭୩ କରୋନା ଆକ୍ରାନ୍ତ ସଂଖ୍ୟା ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବୁର୍ଲା ଭିମସାର

ବିକାନେର ଏକ୍ସପ୍ରେସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୯ କୁ ବୃଦ୍ଧି

ବିକାନେର-ଗୁଆହାଟି ଏକ୍ସପ୍ରେସ ଦୁର୍ଘଟଣାରେ ଘଟଣାରେ ଆଜି ସରିଲା ଉଦ୍ଧାର କାର୍ୟ୍ୟ । ଏହି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ପାଇଛି । ଏଥିସହ ୩୬ ଆହତଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି । ଟ୍ରେନରେ ଥିବା ବାକି ଯାତ୍ରୀଙ୍କୁ ସ୍ୱତନ୍ତ୍ର ଟ୍ରେନରେ ଗୁଆହାଟି ସ୍ଥାନାନ୍ତର

ଆଜି ଓଡିଶାରେ ପ୍ରବଳ ବର୍ଷା

୧୫ ପର୍ୟ୍ୟନ୍ତ ଓଡିଶାରେ ଜାରି ରହିବ ବର୍ଷା । ନିମ୍ନ ଚାପ ରେଖା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୁଆପଥର ମାଡ଼ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୫ତାରିଖ ସକାଳ ପର୍ୟ୍ୟନ୍ତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଏଥିପାଇଁ ଜଗତସିଂହପୁର, କଟକ, ନୟାଗଡ଼, ଖୋର୍ଦ୍ଧା

ଆଜି ଶ୍ରୀମନ୍ଦୀରରେ ପାଳିତ ହୋଇଛି ମକର ସଂକ୍ରନ୍ତି

ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଶ୍ରୀମନ୍ଦିରରେ ପାଳନ ହେଉଛି ମହାପ୍ରଭୁଙ୍କ ମକର ନୀତି । ଆଜି ସକାଳୁ ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ ମହାପ୍ରଭୁଙ୍କ ଆଳତି ଓ ଅବକାଶ ନୀତି ବଢିବ ପରେ ଶ୍ରୀଜିଉମାନଙ୍କ ପଟା ପହରଣ ଲାଗି କରାଯିବା ସହ ତ୍ରିମୁଣ୍ଡିରେ ମକରଚୂଳ ଲାଗି କରିବାର ପରମ୍ପରା

ଆଜି ରାଜ୍ୟରେ ୧୦ ହଜାର ୨୭୩ କରୋନା ଆକ୍ରନ୍ତ ଚିହ୍ନଟ

ଓଡିଶାରେ ୨୪ ଘଣ୍ଟାରେ ଆଉ ୧୦ହଜାର ୨୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତକାଲି ସଂକ୍ରମିତ ହୋଇଥିଲେ ୧୦ ହଜାର ୫୯ । ଖୋର୍ଦ୍ଧାରୁ ସର୍ବାଧିକ ୩ହଜାର ୪୯୬ ନୂଆ କେସ୍ ରହିଛି । ସେଥି ମଧ୍ୟରୁ ସଙ୍ଗରୋଧରୁ ୫୯୬୨ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୩୧୧ ଜଣ । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସ୍କ

ଅଧିକ ଶକ୍ତିଶାଳୀ ହେଲା ଭାରତୀୟ ପାସପୋର୍ଟ

ଭାରତୀୟ ପାସ୍ପୋର୍ଟ ଏବେ ପୂର୍ବ ତୁଳନାରେ ଆହୁରି ଅଧିକ ଶକ୍ତିଶାଳୀ ହୋଇଯାଇଛି। ସାରା ବିଶ୍ୱରେ ଭାରତୀୟ ପାସ୍ପୋର୍ଟର ଶକ୍ତି ପୂର୍ବାପେକ୍ଷା ଆହୁରି ଅଧିକ ବଢ଼ିଯାଇଛି। ଦୁନିଆର ସବୁଠୁ ଶକ୍ତିଶାଳୀ ପାସପୋର୍ଟର ର୍ୟାଙ୍କିଂ ରେ ଭାରତୀୟ ପାସପୋର୍ଟ ଏବେ ୮୩ ତମ ସ୍ଥାନରେ ପହଞ୍ଚିଛି। ସୂଚନାଯୋଗ୍ୟ

ବିକାନେର ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ଏହି ସ୍ପଷ୍ଟ

ଦୁର୍ଘଟଣାଗ୍ରସ୍ତ ବିକାନେର ଏକ୍ସପ୍ରେସ୍ । ପାଟନାରୁ ଆସାମ ଯାଉଥିବାବେଳେ ହୋଇଛି ଦୁର୍ଘଟଣାଗ୍ରସ୍ତ । ସୂଚନା ମୁତାବକ ବର୍ତ୍ତମାନ ଟ୍ରେନର ୬ଟି ବଗି ଲାଇନ୍ଚ୍ୟୁତ୍ ହୋଇଛି । ଏ ସମସ୍ତ ବଗିରେ ସାଧାରଣ ଯାତ୍ରୀ ରହିଥିଲେ । ଦୁର୍ଘଟଣା ଫଳରେ ଅଧିକାଂଶ ଯାତ୍ରୀ ମୃତାହତ ହୋଇଥିବା ଜଣା ପଡିଛି