ରାଜ୍ୟରେ ୮ ହଜାର ଟପିଛି କୋଭିଡ ସଂକ୍ରମଣ
ଓଡିଶାରେ ୮ ହଜାର ଟପିଛି କୋଭିଡ ସଂକ୍ରମଣ । । ରାଜ୍ୟରେ ଆଜି ୮୭୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୫୦୯୬ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୩୬୮୨ । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କର୍ମ ବର୍ଗର ୭୯୨ ଜଣ ଅଛନ୍ତି । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ!-->…
