Odia News Portal
Yearly Archives

2022

ହାଇକୋର୍ଟ ବିଚାରପତିଙ୍କୁ ମାଇଁ ଲର୍ଡ କହିବା ମନା

ଏଣିକି ହାଇକୋଟ ବିଚାରପତିଙ୍କୁ ମାଇ ଲର୍ଡ ବଦଳରେ କୁହାଯିବ ସାର୍ । ପ୍ରକାଶିତ ସାପ୍ତାହିକ ମାମଲା ତାଲିକାରେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ପାଇଁ ପ୍ରକାଶିତ ତାଲିକାରେ ବିଚାରପତିଙ୍କୁ ମାଇଁ ଲର୍ଡ, ଇୟୋର୍ ଲର୍ଡସିପ୍ ସମ୍ବୋଧନ ନ କରିବାକୁ କୁହାଯାଇଛି । ଏହି ଖଣ୍ଡପୀଠର ବିଚାରପତିଙ୍କୁ ଏଣିକି

କଟକରୁ ଡୁପ୍ଲିକେଟ ସିମେଣ୍ଟ କାରଖାନା ଠାବ

କଟକ: କଟକରେ ପୁଣି ଡୁପ୍ଲିକେଟ ସାମଗ୍ରୀ ଜବତ। ଲୋଗୋ ଅସଲି କିନ୍ତୁ ଜିନିଷ ନକଲି । ପୀରବଜାର ଅଞ୍ଚଳରୁ ନକଲି ସିମେଣ୍ଟ ତିଆରି କାରଖାନା ଠାବ କରିଛି ପୋଲିସ। ଜବତ ହୋଇଛି ବସ୍ତା ବସ୍ତା ସିମେଣ୍ଟ। ବିଭିନ୍ନ କମ୍ପାନୀ ନାଁରେ ଅପମିଶ୍ରଣ କରାଯାଇ ବିକ୍ରି ହେଉଥିବା ଅଭିଯୋଗ ହୋଇଛି।

ବଢିଲା କନିଷ୍ଠ ଶିକ୍ଷକଙ୍କ ଦରମା

କନିଷ୍ଠ ଶିକ୍ଷକଙ୍କର ଦରମା ୫୦ପ୍ରତିଶତ ବୃଦ୍ଧି ପାଇଛି । ୨୦୨୨ ଜାନୁଆରୀ ପହିଲାରୁ ଏହି ବର୍ଦ୍ଧିତ ଦରମା ଲାଗୁ ହେବ । ୩୩ ହଜାର ୩୮ ଶିକ୍ଷକ ଉପକୃତ ହେବେ । ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଦରମା ୭ ହଜାର ୪ ଶହ ରୁ ୧୧ ହଜାରକୁ ବୃଦ୍ଧି ପାଇଛି । କନିଷ୍ଠ ଶିକ୍ଷକଙ୍କ ଦରମା ୯ହଜାର ୨ ଶହରୁ ୧୩

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ମହମ୍ମଦ ହାଫିଜ

ପାକିସ୍ତାନର ଭେଟେରାନ ଅଲରାଉଣ୍ଡର ମହମ୍ମଦ ହାଫିଜ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି । ୪୧ ବର୍ଷୀୟ ହାଫିଜ୍ ଜଣେ ବହୁତ ଭଲ ବ୍ୟାଟ୍ସମ୍ୟାନ୍ ଏବଂ ଅଫ୍ ସ୍ପିନ୍ ବୋଲର ଜ୍ଝ ପାକିସ୍ତାନର ସଫଳ କ୍ରିକେଟରଙ୍କ ମଧ୍ୟରୁ ଜଣେ ହାଫିଜ । ତାଙ୍କ ଶେଷ ଟୁର୍ନାମେଣ୍ଟ ଥିଲା ୨୦୨୧ର ଟି-୨୦ ବିଶ୍ୱକପ

ମାଆ ହତ୍ୟା କଲା ଶିଶୁ ପୁତ୍ର କୁ

କେନ୍ଦ୍ରାପଡା: ଘରୋଇ କଳିରୁ ଘଟିଛି ଏକ ଅଭାବନୀୟ ଘଟଣା । ମାଆ ସାଜିଲା ରାକ୍ଷାସୀ । ମାତ୍ର ଦେଢ ମାସର ଶିଶୁ ପୁତ୍ରକୁ ହତ୍ୟା କଲା ମାଆ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା କାନପୁର ଗାଁରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଶିଶୁ ପୁତ୍ରକୁ କୂଅରେ ପକାଇ ଦେଇଥିଲା

ଓମିକ୍ରନ ସଂକ୍ରମଣ ଅଧିକ କରିବ କିନ୍ତୁ ଗୁରୁତର ନୁହେଁ ବୋଲି କହିଲେ ସ୍ୱାସ୍ଥ୍ୟ ବିଭାଗ

ବିଦେଶ ଫେରନ୍ତା ବ୍ୟାକ୍ତିଙ୍କର ଓମିକ୍ରନ ଟେଷ୍ଟ ହେଉଛି । ପଜିଟିଭ୍ ଆସିଲା ପରେ ଜିନମ୍ ସିକ୍ୟୁଏନ୍ସି କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।ସେ କହିଛନ୍ତି ଯେ, ରବିବାର ୨୩ ଜଣ ଓମିକ୍ରନ ଭିତରୁ ୧୯ ଜଣଙ୍କ ଲକ୍ଷଣ ନାହିଁ। ବହୁତ କମ୍ ଲୋକଙ୍କ ଠାରେ ସିମ୍ଟମ୍

ରାଜ୍ୟରେ ୪୨୪ କରୋନା ଆକ୍ରନ୍ତ ଚିହ୍ନଟ

ରାଜ୍ୟରେ ହୁ ହୁ ହୋଇ ବଢ଼ିଲା କରୋନା ସଂକ୍ରମଣ ସଂଖ୍ୟା । ଦିନକରେ ଚିହ୍ନଟ ହୋଇଛନ୍ତି ୪୨୪ କରୋନା ସଂକ୍ରମିତ । ୧ ରୁ ୧୮ ବର୍ଷ ବୟସର ୪୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୨୪୬ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୧୭୮ । ଖୋର୍ଦ୍ଧାରୁ ସର୍ବାଧିକ ୧୫୧ ଜଣ ଆକ୍ରାନ୍ତ

୨୪ ଘଂଣ୍ଟାରେ ଦେଶରେ ୩୩ ହଜାର ୭୫୦ କରୋନା ସଂକ୍ରମିତ

ଦେଶରେ ୨୪ ଘଂଣ୍ଟାରେ ୩୩ ହଜାର ୭୫୦ କରୋନା ସଂକ୍ରମିତ । ଦିନକରେ ୧୨୩ ଜଣଙ୍କ ମୃତ୍ୟୁ ହୋଇଛି। ଗୋଟିଏ ଦିନରେ ୨୨.୫ ପ୍ରତିଶତ ବଢିଛି କରୋନା ସଂକ୍ରମଣ। ଆକ୍ଟିଭ କେସ୍ ୧ଲକ୍ଷ ୪୫ହଜାର ୫୮୨ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ୪ଲକ୍ଷ ୮୧ ହଜାର ୮୯୩ରେ ପହଞ୍ଚିଛି। କରୋନାରୁ ସୁସ୍ଥ ହୋଇଛନ୍ତି ୧୦ହଜାର

ଆଇଏଏସ ସ୍ତରରେ ଅଦଳ ବଦଳ

ଆଜି ଆଇଏଏସ୍ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର ରାଜକୁମାର ଶର୍ମାଙ୍କୁ ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ଦାୟିତ୍ବ ଦେଇଛନ୍ତି। ସତ୍ୟବ୍ରତ ସାହୁଙ୍କୁ ରାଜସ୍ବ ସଚିବ ଭାବେ

ପ୍ରେମ ପାଇଁ ଜୀବନ ହାରିଲେ ପ୍ରେମୀ ଯୁଗଳ

ପ୍ରେମୀ ଯୁଗଳଙ୍କ ମୃତଦେହ ଝୁଲୁଛି ଗଛରେ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦୁଦୁରାଣ୍ଟ ପଞ୍ଚାୟତ କୁଅଁର ସାହିରେ ଘଟିଛି ଏହି ଅଭାବନୀୟ ଘଟଣା । ଏବେ ଯାଏଁ ଆତ୍ମହତ୍ୟାର କାରଣ ଜଣାପଡିନାହିଁ । ସୁଚନାନୁଯୀୟୀ, ମଙ୍ଗଳପୁର ଥାନା କୁଅଁର ସାହି ଗାଁରେ ଥିବା ଏକ ଗଛରେ ଯୁବକ-ଯୁବତୀଙ୍କ ମୃତଦେହ