Odia News Portal
Yearly Archives

2022

ସୁମିତ ତପସ୍ୱିନୀ ଙ୍କ ବିବାଦର ଅନ୍ତ

ବହୁଚର୍ଚ୍ଚିତ ସୁମିତ୍ ଓ ତପସ୍ୱିନୀ ବୈବାହିକ ଜୀବନରେ ବିବାଦ ମାମଲାରେ ରାୟ ଶୁଣାଇଛନ୍ତି ଛତ୍ରପୁର ଜିଲ୍ଲା କୋର୍ଟ । ସ୍ୱାମୀ ସୁମିତଙ୍କ ବ୍ରହ୍ମାନଗର ସ୍ଥିତ ଘରେ ରହିବେ ଡିମ୍ପଲ୍ । ମାସିକ ଡିମ୍ପଲଙ୍କୁ ୧୭ ହଜାର ଟଙ୍କା ଦେବେ ସ୍ୱାମୀ ସୁମିତ୍ । ଏନେଇ ଡିମ୍ପଲଙ୍କ ଓକିଲ ପ୍ରଦୀପ ବେହେରା

ନାଇଜରରେ ୩୧ ପଜିଟିଭ୍

ଖୋର୍ଦ୍ଧା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚରୁ ୩୧ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପଜିଟିଭ୍ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଚିହ୍ନଟ ୩୧ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ଆଇସୋଲେସନରେ ରଖାଯାଇଛି । ଖୋର୍ଦ୍ଧା ଜିଲ୍ଲା

ଆଜି ଓଡିଶାରେ ୬୮୦ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ୧ ପ୍ରତିଶତ ଉପରେ ସଂକ୍ରମଣ । ୨୪ ଘଣ୍ଟାରେ ୬୮୦ କରୋନା ପଜିଟିଭ୍ ଚିହ୍ନଟ । ଆଜି ପଜିଟିଭ୍ ରେଟ୍ ରହିଛି ୧.୩୧ ପ୍ରତିଶତ । ଯାହାକି ଗତକାଲି ଥିଲା ୦.୭୭ ପ୍ରତିଶତ । ଗତ ୨୪ ଘଣ୍ଟାରେ ୫୧ ହଜାର ୭୪୫ ଟେଷ୍ଟିଂ ହୋଇଛି । ଯାହା ଗତକାଲିଠାରୁ ୩ ହଜାର ୪୮ କମ୍ । ଗତକାଲି ୫୪ହଜାର ୭୯୩

ଓଡିଶାରେ ବୁଲୁଛି ଚାଇନା ପାରା

ରାଉରକେଲା: ରାଉରକେଲା କାଂଶବାହାଲରେ ଗତ ୨ ତାରିଖ ଅପରାହ୍ନରେ ଏକ ପାରା ଉଦ୍ଧାର ହୋଇଛି। ଏହି ପାରାର ଆକାର ସାଧାରଣ ପାରାଠାରୁ ସାମାନ୍ୟ ବଡ଼। ତେବେ ଏହି ପାରା ଗୋଡ଼ରେ ଚୀନ ଭାଷାରେ ଲିଖିତ ଏକ ଟ୍ୟାଗ୍ ରହିଛି। ଟ୍ୟାଗ୍ ଭିତରେ ପାରା ଗୋଡ଼ରେ ଲାଗିଛି ଅଜଣା ଯନ୍ତ୍ର। ଉକ୍ତ ଟ୍ୟାଗ୍ ରେ

ଡିସିପି ଅଫିସ ସିଲ କଲା ବିଏମସି

ଭୁବନେଶ୍ୱର: ଭୁବନେଶ୍ୱର ବାଣୀବିହାର ସ୍ଥିତ ଡିସିପି ଅଫିସକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି । ଦକ୍ଷିଣ ପୂର୍ବ ଜୋନ୍ ଜେଡିସି ମହେନ୍ଦ୍ର ବଢେଇ ଡିସିପି ଅଫିସ୍କୁ ସିଲ୍ କରିଛନ୍ତି । ଡିସିପି ଅଫିସରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସଂକ୍ରମଣ ରୋକିବା ଲାଗି ପଦକ୍ଷେପ

ଆଜି ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା

ରାଜ୍ୟରେ ବଢ଼ିବାରେ ଲାଗିଛି କୋଭିଡ ସଂକ୍ରମଣ ମାମଲା । କୋଭିଡ୍ ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ସ୍ଥିତିର ମୁକାବିଲା ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଅପରାହ୍ଣ ୫ଟାରେ କୋଭିଡ୍ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ବସିବ ବୈଠକ ।

ମୁମ୍ବାଇ ରେ ବନ୍ଦ ହେଲା ସ୍କୁଲ

ରାଜ୍ୟରେ କରୋନା ହୁ ହୁ ହୋଇ ବୃଦ୍ଧି ପାଉଥିବା ବେଳେ ମହାରାଷ୍ଟ୍ର ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହା ବ୍ୟତୀତ ଓମିକ୍ରନ୍ ଭାରିଆଣ୍ଟର ମାମଲା ମଧ୍ୟ ରାଜ୍ୟରେ

୨ ଦିନ ଧରି ପ୍ରବଳ ଶୀତର ସମ୍ଭାବନା

ଖସୁଛି ପାରଦ ବଢୁଛି ଜାଡ ଆସନ୍ତା ୨ ଦିନ ଧରି ୪ ଜିଲ୍ଲାରେ ପ୍ରବଳ ଶୀତ ସମ୍ଭାବନା ରହିଛି। ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼ ଓ ବଲାଙ୍ଗିରରେ ଶୀତ ଲହରୀ ସତର୍କତା ଜାରି କରାଯାଇଛି। ପାଣିପାଗ ବଭାଗ ଏହାକୁ ଦୃଷ୍ଟିରେ ରଖି ୪ ଜିଲ୍ଲାକୁ ଶୀତ ଜନିତ କୋଲ୍ଡ ୱେଭ୍ ସ୍ଥିତି ଜାରି କରିଛି। ରାତିର

ଆଦିବାସୀଙ୍କ ମହାମେଳି

ପଞ୍ଚାୟତ ନିର୍ବାଚନରେ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷିତ ସରପଞ୍ଚ ପଦବୀ ଏବଂ ବ୍ଲକ ଚେୟାରମ୍ୟାନ ପଦବୀ ଗୁଡିକୁ ଉଛେଦ କରିଦେଇଥିବା ଅଭିଯୋଗରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଅଫିସ ଘେରାଉ । ସଂରକ୍ଷଣ ଆଇନ ଲାଗୁ କରିବା ଦାବିରେ ବଲାଙ୍ଗିର ଜ଼ିଲ୍ଲାପାଳ ଅଫିସ ଆଗରେ ଧାରଣା ଦେବେ ଆଦିବାସୀ ସଂଘ ।

ଅଭିନେତା ଜନଆବ୍ରାହମ ଓ ତାଙ୍କ ପତ୍ନୀଙ୍କୁ କରୋନା

ଅଭିନେତା ଜନ୍ ଆବ୍ରାହମ୍ ଓ ତାଙ୍କ ପତ୍ନୀ ପ୍ରିୟା କରୋନା ସଂକ୍ରମିତ ହୋଇଛନ୍ତି ବୋଲି ଜନ୍ ଆବ୍ରାହମ୍ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସେ ଓ ତାଙ୍କ ପତ୍ନୀ ଉଭୟ କରୋନା ଟିକା ନେଇଥିଲେ । ତଥାପି ସେମାନେ କରୋନାରେ ସଂକ୍ରମିତ ହୋଇଛନ୍ତି ।ଜନଆବ୍ରାହମ ଓ ତାଙ୍କ ପତ୍ନୀ ଘରେ