ହୋଟେଲରୁ ପର୍ଯ୍ୟଟକ ନିଖୋଜ
ପୁରୀ ସମୁଦ୍ର କୂଳ ଥାନା ଚକ୍ରତୀର୍ଥ ରୋଡରେ ଥିବା ହୋଟେଲ ଶାନ୍ତି ପ୍ୟାଲେସରୁ ଜଣେ ୧୮ ବର୍ଷୀୟା ଯୁବତୀ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଗତକାଲି ସକାଳେ ଯୁବତୀ ଜଣକ ହୋଟେଲ ବାହାରକୁ ଆସିଥିବା ବେଳେ ଆଉ ରୁମକୁ ଫେରିନଥିବା ଅଭିଯୋଗ ହୋଇଛି। ନିଖୋଜ ଯୁବତୀ ଜଣକ ହେଲେ ମଧ୍ୟପ୍ରଦେଶ!-->…