Odia News Portal
Yearly Archives

2022

ଅର୍ଚ୍ଚନା ନାଗ ମାମଲା: ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା ଓ ଅକ୍ଷୟ ପରିଜା

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ସୋମବାର ଇଡି ସମନ ଜାରି କରିଥିଲା। ଆଜି ଜେରା ପାଇଁ ଇଡି ଅଫିସ୍‌ରେ ପହଞ୍ଚିଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା। ଶ୍ରଦ୍ଧାଞ୍ଜଳିଙ୍କ ପରେ ପରେ ଇଡି ଅଫିସ୍‌ରେ ପ୍ରଯୋଜକ ଅକ୍ଷୟ ପରିଜା ବି ପହଞ୍ଚିଛନ୍ତି। ମଙ୍ଗଳବାର ଦିନ

ମାଲକାନଗିରିରେ ୨୫ କୋଟି ଟଙ୍କାର ୬ଟି ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି ଜିଲ୍ଲା ପାଇଁ ୬ଟି ଗୁରୁତ୍ୱପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହିସବୁ ପ୍ରକଳ୍ପଗୁଡିକ ଜିଲ୍ଲାର ସାମାଜିକ ଓ ଆର୍ôଥକ

୫ଦିନ କୋରେଇରେ ରହିବନି ଟ୍ରେନ୍‌

୧୫ ଘଣ୍ଟା ପରେ ଯାଜପୁର କୋରେଇ ରେଳ ଷ୍ଟେସନରେ ସ୍ୱାଭାବିକ ହୋଇଛି ରେଳ ଚଳାଚଳ । ଅପ ଏବଂ ଡାଉନ୍ ଉଭୟ ଲାଇନରେ ଚଳାଚଳ କରୁଛି ଟ୍ରେନ୍ । କୋରେଇ ଷ୍ଟେସନରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ୪ଟି ଟ୍ରେନର ରହଣିକୁ ବାତିଲ କରାଯାଇଛି । ଯାଜପୁର-କେନ୍ଦୁଝର ରୋଡ-ଭଦ୍ରକ । କଟକ-ଭଦ୍ରକ ପାସେଞ୍ଜର,

ଟି-୨୦ ସିରିଜ୍ ଜିତିଲା ଭାରତ

ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ୍ ଜିତିଲା ଭାରତ । ଆଜି ଭାରତ-ନ୍ୟୁଜିଲାଣ୍ଡ ଭିତରେ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା । ହେଲେ ବର୍ଷା କାରଣରୁ ଏହି ମ୍ୟାଚର ଫଳାଫଳ ବାହାରି ପାରିନଥିଲା । ତେଣୁ ପ୍ରଥମ ଓ ଶେଷ ଟି-୨୦ ବର୍ଷାରେ ଧୋଇଯିବା ପରେ ଦ୍ୱିତୀୟ ମ୍ୟାଚରେ ଟିମ୍

ଶ୍ରଦ୍ଧା ହତ୍ୟା ମାମଲା:ସିବିଆଇକୁ ତଦନ୍ତ ହସ୍ତାନ୍ତର ନେଇ ଆବେଦନ ଖାରଜ

ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱାଲକର ହତ୍ୟା ମାମଲାର ତଦନ୍ତ ଦିଲ୍ଲୀ ପୋଲିସରୁ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରି ଦାୟର ଏକ ଜନସ୍ବାର୍ଥ ମାମଲାକୁ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି। କୋର୍ଟ ମଧ୍ୟ ଆବେଦନକାରୀଙ୍କ ଉପରେ ଜରିମାନା ଲଗାଇଛନ୍ତି, ଯଦିଓ ଜରିମାନା ରାଶି କେତେ

ପଦ୍ମପୁର ଉପ ନିର୍ବାଚନରେ ୧୦ ପ୍ରାର୍ଥୀ: ମାଓ ପ୍ରଭାବିତ ଅଞ୍ଚଳରେ ୭୪ ବୁଥ୍‌

ପଦ୍ମପୁର ଉପନିର୍ବାଚନ ପାଇଁ ୧୦ ପ୍ରାର୍ଥୀ ମୈଦାନରେ ଅଛନ୍ତି । ଏହାବ୍ୟତୀତ ମାଓ ପ୍ରଭାବିତ ଅଞ୍ଚଳରେ ୭୪ ବୁଥ୍ ଥିବା ବେଳେ ୭୮ ବୁଥ୍‌କୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି । ଗଣମାଧ୍ୟମକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍ ଲୋହାନୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପଦ୍ମପୁର ଉପ

କାଲିଠୁ ଦଶମ ଶ୍ରେଣୀ ସମ୍ମେଟିଭ-୧ ପରୀକ୍ଷା

ଆସନ୍ତାକାଲିଠୁ ଦଶମ ସମ୍ମେଟିଭ-୧ ପରୀକ୍ଷା । ଦିନ ୧୦ଟାରୁ ଆରମ୍ଭ ହେବ ପରୀକ୍ଷା । ପ୍ରଥମ ଦିନ ଇଂରାଜୀ, ୨୫ରେ ଗଣିତ ଓ ୨୬ ତାରିଖରେ ମାତୃଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସେହିପରି ୨୭ ତାରିଖରେ ପ୍ରାକ୍ଟିକାଲ, ୨୮ରେ ସାଧାରଣ ବିଜ୍ଞାନ, ୨୯ରେ ସାମାଜିକ ବିଜ୍ଞାନ ଏବଂ ୩୦ ତାରିଖରେ

ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର ଓ ବ୍ୟାଂକକ୍‍କୁ ଉଡ଼ିବ ବିମାନ

କୋଭିଡ୍‍ ମହାମାରୀ ପ୍ରକୋପ ହ୍ରାସ ପାଇବା ପରେ ଦେଶର ବିଭିନ୍ନ ରାଜ୍ୟରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ ହୋଇଛି; କିନ୍ତୁ ଭୁବନେଶ୍ୱରରୁ ନୂଆ ସ୍ଥାନକୁ ଉଡ଼ାଣ ଆରମ୍ଭ ହେବା ଦୂରର କଥା ଏ ପର୍ଯ୍ୟନ୍ତ ପୁରୁଣା ସ୍ଥାନକୁ ଅନ୍ତର୍ଜାତୀୟ ଉଡ଼ାଣ କଥା ବିଚାରକୁ ନିଆଯାଇ ନାହିଁଁ। ଏପରି ଅବସ୍ଥାରେ

ଶୀତ ପ୍ରବାହ ସାମାନ୍ୟ ହ୍ରାସ,୨୩ରୁ ପୁଣି ବଢିବ

ରାଜ୍ୟର ଶୀତ ଲହରୀରେ ସାମାନ୍ୟ ଥମିଛି । ରାଜ୍ୟରେ ରାତିରେ ପାରଦ ବୃଦ୍ଧି ପାଇଛି। କୋରାପୁଟର ସର୍ବନିମ୍ନ ତାପମାତ୍ରା ୧୧.୨ ଡିଗ୍ରୀ ରେକର୍ଡ ହୋଇଥିଲା । ଏଥିସହ ରାଜ୍ୟର ଥଣ୍ଡା ସହର ପାଲଟିଥିଲା କୋରାପୁଟ । ଫୁଲବାଣୀରେ ରାତି ତାପମାତ୍ରା ୧୨.୨ ଡିଗ୍ରୀ ଓ ଦାରିଙ୍ଗବାଡ଼ିରେ ୧୨.୫ ଡିଗ୍ରୀ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା କେନ୍ଦୁ ପତ୍ର କର୍ମଚାରୀ ସଂଘ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଓଡ଼ିଶା କେନ୍ଦୁ ପତ୍ର କର୍ମଚାରୀ ସଂଘ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୧୨ ଦଫା ଦାବି ପତ୍ର ଦେଇଛି ସଂଘ । ଏଥିରେ ମୁଖ୍ୟତଃ ଜିଏସଟି ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । କାରଣ