Odia News Portal
Yearly Archives

2023

ଇଟାଲୀରେ ପ୍ରଳୟଙ୍କାରୀ ବନ୍ୟା , ଗଲାଣି ୧୨ରୁ ଅଧିକ ଲୋକଙ୍କ ଜୀବନ

ଯେଉଁଆଡ଼େ ଚାହିଁବ ପାଣି ଆଉ ପାଣି । ଘର ବାଡ଼ି , ରାସ୍ତାଘାଟ ସବୁଆଡ଼େ ଘେରି ରହିଛି ପାଣି । ଇଟାଲୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପ୍ରଳୟଙ୍କାରୀ ରୂପ ନେଇଛି । ଉତର ଇଟାଲୀର ଏମିଲିଆ ରୋମାନରେ ଭୟଙ୍କର ବନ୍ୟା ଯୋଗୁଁ ହଜାର ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । ଆଉ ଏହି ବନ୍ୟାରେ ପ୍ରଭାବିତ

ଆଇଆଇସିଙ୍କ ଘରେ ଭିଜିଲାନ୍ସ ଚଢାଉ

ବରଗଡ଼ ଜିଲ୍ଲା ଗାଇସିଲେଟ ଆଇଆଇସି ବୀରବର ଭଗତଙ୍କ ବିପୁଳ ପରିମାଣର ଆୟ ବହିର୍ଭୂତ ସଂପତ୍ତି ଠାବ କରିଛି ଭିଜିଲାନ୍ସ। ବିଭିନ୍ନ ଠିକଣାରେ ଚଢ଼ାଉ ବେଳେ ଭଗତ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ସଂପତ୍ତି ଠାବ କରାଯାଇଛି। ଅଇଁଠାପାଲିରେ ଦୁଇ ମହଲା କୋଠା, କବ୍ରାପାଲିରେ ଏକ ଫାର୍ମ ହାଉସ,

ଆସନ୍ତା କାଲିଠାରୁ ଚନ୍ଦ୍ର ପାଖରେ ଦିଶିବ ଶୁକ୍ର

କାଲିଠୁ ଜୁନ ୧୫ ତାରିଖ ଯାଏଁ ଚନ୍ଦ୍ରର ଅତି ନିକଟରୁ ଦେଖାଯିବ ଶୁକ୍ର । ପ୍ରତିଦିନ ସନ୍ଧ୍ୟାରେ ପ୍ରାୟେ ୨ ଘଣ୍ଟା ଶୁକ୍ରକୁ ପଶ୍ଚିମ ଆକାଶରେ ଦେଖାହେବ । ଆକାଶ ନିର୍ମଳ ଥିଲେ ସନ୍ଧ୍ୟା ୬ଟା ୩୦ରୁ ୯ଟା ୧୫ ଯାଏଁ ଦେଖାହେବ । ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ପ୍ଲାନେଟୋରିୟମ ପକ୍ଷରୁ ବ୍ୟବସ୍ଥା

୪୦ମିନିଟ୍ ରେ ଜଳିଗଲା ୪୦ଦିନର କାର୍

୪୦ମିନିଟ୍ ରେ ଜଳିଗଲା ୪୦ଦିନର କାର୍ । ଗାଡ଼ିର ତେଲ ଟାଙ୍କିରେ ଲାଗିଗଲା ନିଆଁ, ଏକସଙ୍ଗେ ଜଳିଗଲା ଦୁଇଟି କାର୍ । ଭୁବନେଶ୍ବର ନୀଳାଦ୍ରି ବିହାର ଅଞ୍ଚଳରେ ରାତି ୩ଟା ସମୟରେ ଘଟିଛି ଏଭଳି ଘଟଣା । ନିଆଁ ଲାଗି ଦୁଇଟି କାର୍ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ସ୍ଥାନୀୟ ଲୋକେ ଏବଂ କାର୍ ମାଲିକ ଏ

ଝାରପଡା ଜେଲରେ ମହିଳା କଏଦୀଙ୍କ ଆତ୍ମହତ୍ୟା

ଝାରପଡା ଜେଲରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ମହିଳା କଏଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ହତ୍ୟା ମାମଲାରେ ଗିରଫ ମହିଳା ବିଚାରଧୀନ ବନ୍ଦୀ ସୁକାନ୍ତି ଦାସ । ଆତ୍ମହତ୍ୟା ଉଦ୍ୟମ କରିଥିବା ସୁକାନ୍ତିଙ୍କୁ ହସ୍ତିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଚିକିତ୍ସାଧିନ ଥିବା ବେଳେ

ଭୁବନେଶ୍ୱରରେ ୟୁପି ଗ୍ୟାଙ୍ଗ

ଭୁବନେଶ୍ୱରରେ ଧରାପଡିଲେ ଉତ୍ତରପ୍ରଦେଶର ୪ ଅପରାଧୀ । ବାୱରିୟା ଗ୍ୟାଙ୍ଗର ୪ ଅପରାଧୀଙ୍କୁ ଧରିଲା ସ୍ପେଶାଲ ସ୍କ୍ୱାଡ୍ । ହାଇୱେ ରାହାଜାନୀ, ଘରେ ପଶି ଡକାୟତିରେ ସଂପୃକ୍ତି ଥିଲା ଗ୍ୟାଙ୍ଗ । କଟକ, ଭୁବନେଶ୍ୱର, ବାଲେଶ୍ୱରରେ ଗ୍ୟାଙ୍ଗ ନାଁରେ ମାମଲା ହୋଇଥିବା ସୂଚନା । ଗିରଫ ହୋଇଥିବା ୪

ସମ୍ବଲପୁରରେ ଭୟାବହ ଅଗ୍ନିକାଣ୍ଡ

ସମ୍ବଲପୁରରେ ଭୟାବହ ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା ଗୁଣ୍ଡେରପୁରରେ ଥିବା ପାଇପ ଗୋଦାମ । କୌଣସି କାରଣରୁ ସକାଳ ୯ଟା ୩୦ରେ ହଠାତ୍ ନିଆଁ ଲାଗିଥିଲା । ଚାହୁଁ ଚାହୁଁ ପୂରା ଗୋଦାମକୁ ନିଆଁ ବ୍ୟାପିଯାଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ, ପୂରା ଅଞ୍ଚଳ ଧୂଆଁମୟ ହୋଇ ଉଠିଥିଲା । ନିଆଁକୁ

ନୂଆପଡ଼ାରେ ୫-ଟି ସଚିବଙ୍କ ପ୍ରକଳ୍ପ ସମୀକ୍ଷା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ନୂଆପଡ଼ା ଗସ୍ତରେ ଯାଇଥିବା ୫-ଟି ସଚିବ ଭି.କେ. ପାଣ୍ଡିଆନ ରବିବାର ନୂଆପଡ଼ା, ସିନାପାଲି, ଖରିଆର, ବୋଡେନ, କୋମନା ଆଦି ବ୍ଲକ ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଥମେ ଗଡ଼ରମାଲଠାରେ ବୃହତ୍ ଉଠା

ଶପଥ ଗ୍ରହଣ ପରେ କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ବିଭାଗ

ଆଜି ଶପଥ ଗ୍ରହଣ ପରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିକ୍ରମ ଆରୁଖଙ୍କୁ ମିଳିଲା ଅର୍ଥ ବିଭାଗ ଦାୟିତ୍ୱସୁଦାମ ମାର୍ଣ୍ଡି ହେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀସାରଦା ନାୟକଙ୍କୁ ଶ୍ରମ ବିଭାଗ ଦାୟିତ୍ୱ ରାଜ୍ୟର ତିନି ଜଣ ନୂଆ

ନବୀନ ମନ୍ତ୍ରିମଣ୍ଡଳରେ ତିନି ନୂଆ ସଦସ୍ୟ

ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ସାରଦା ନାୟକ ଆଜି ରାଜ୍ୟ ମନ୍ତ୍ରିମଣ୍ଡଳରେ ନୂଆ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତିନି ବିଧାୟକ ନିଜ ନିଜ ଅଞ୍ଚଳର ଟାଣୁଆ ଓ ପ୍ରଭାବଶାଳୀ ନେତା ଭାବେ ଜଣାଶୁଣା। ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧିତ୍ଵ କରୁଥିବା ବିକ୍ରମ କେଶରୀ ଆରୁଖ ଲଗାତାର ୬ ଥର