Odia News Portal
Yearly Archives

2023

ଆଜି ନିଜ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିବେ ମୁଖ୍ୟମନ୍ତ୍ରୀ, ବିକ୍ରମ ଆରୁଖ, ସୁଦାମ ମାର୍ଣ୍ଡି ଓ ସାରଦା ନାୟକ ହେବେ…

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିବେ । ରାଜ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଗତକାଲି ୩ ବିଧାୟକଙ୍କୁ ଫୋନ୍ ଯାଇଛି । ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ବିକ୍ରମ କେଶରୀ ଆରୁଖ, ବିଧାୟକ ସୁଦାମ ମାର୍‌ଣ୍ଡି ଓ ସାରଦା ନାୟକଙ୍କ ପାଖକୁ ନବୀନ ନିବାସରୁ

 ନୂଆପଡ଼ା ଗସ୍ତରେ ୫ଟି ସଚିବ ଭି.କେ. ପାଣ୍ଡିଆନ୍

 ନୂଆପଡ଼ା ଗସ୍ତରେ ୫ଟି ସଚିବ ଭି.କେ. ପାଣ୍ଡିଆନ୍ । ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି । ୧୩ଟି ସ୍ଥାନ ପରିଦର୍ଶନ କରିବା ସହ ୫ଟି ସ୍ଥାନରେ ସିଧାସଳଖ ଲୋକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଜଳସେଚନ, ଶିକ୍ଷା ସ୍ୱାସ୍ଥ୍ୟ ସେବା, ଗମନାଗମନ ଭଳି ଅନେକ

ହିମାଚଳ ପ୍ରଦେଶରେ ଠାବ ହେଲା ପାକିସ୍ତାନ ବେଲୁନ

ଠାବ ହେଲା ପାକିସ୍ତାନୀ ବେଲୁନ। ହିମାଚଳ ପ୍ରଦେଶର ରାଜଧାନୀ ଶିମଲା ନିକଟରେ ଏକ ପାକିସ୍ତାନୀ ବେଲୁନ୍ ଠାବ କରାଯାଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକ ଏହି ସନ୍ଦିଗ୍ଧ ବେଲୁନକୁ ଦେଖି ଏ ସମ୍ପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଏହି ବେଲୁନକୁ

ରଥଯାତ୍ରାବେଳେ ଲାଇନ୍ କଟିବନି: ଶକ୍ତି ମନ୍ତ୍ରୀ

ରଥଯାତ୍ରାବେଳେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଜାରି ରଖିବାକୁ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଆଜି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ଦିନ ଶକ୍ତି ମନ୍ତ୍ରୀ ଶ୍ରୀ ଦେବଙ୍କ ଅଧ୍ୟକ୍ଷତାରେ ରଥଯାତ୍ରାକୁ ନେଇ ବସିଥିବା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି ଯେ,

ଅଧାରେ ଅଟକିଲା ବନ୍ଦେ ଭାରତ

ଅଧା ବାଟରେ ଅଟକି ରହିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ମଞ୍ଜୁରୀରୋଡ୍ ଷ୍ଟେସନ ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସ ଅଟକି ରହିଛି । ଇଞ୍ଜିନରୁ ବିଦ୍ୟୁତ୍ ତାରକୁ ସଂଯୋଗ କରୁଥିବା ଯନ୍ତ୍ରାଂଶରେ ତ୍ରୁଟି ଥିବାରୁ ବନ୍ଦେ ଭାରତ ଅଟକି ରହିଥିବା ଜଣାପଡ଼ିଛି । ହେଲେ ବନ୍ଦେ ଭାରତରେ ହୋଇଥିବା ଅସୁବିଧା

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅନଙ୍ଗଙ୍କ ବୋହୂ ଅଦ୍ରିଜା

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତୁଣୀ ଅଦ୍ରିଜା ମଞ୍ଜରୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କୁ ଭେଟିଛନ୍ତି। ବାସ୍ତବରେ ଅଦ୍ରିଜା ମଂଜରୀ ହେଉଛନ୍ତି ବରିଷ୍ଠ ରାଜନେତା ଅନଙ୍ଗ ଉଦୟ ସିଂହଦେଓଙ୍କ ସାନ ପୁଅ ଅର୍କେଶଙ୍କ ପତ୍ନୀ । ତେବେ ପରିବାରରେ ଲାଗିଥିବା ଝଗଡା ନେଇ ଅଦ୍ରିଜା ରାଜ

ବୋହୁ ମାଡରେ ଶାଶୁ ମୃତ

ବୋହୂର ମାଡରେ ଶାଶୁର ମୃତ୍ୟୁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭ ଜିଲ୍ଲା ଚାନ୍ଦୁଆ ଥାନା ପୋଡାଡିହା ଗ୍ରମାରେ। ମୃତକ ଜଣକ ହେଲେ ଶେଫାଳି କର। ଘରେ କେହି ନଥିବା ବେଳେ କୌଣସି କାରଣରୁ ଶାଶୁ ଏବଂ ବୋହୂ ସଙ୍ଗୀତା କରଙ୍କ ମଧ୍ୟରେ ଝଗଡାରୁ ଏତେ ବଡ଼ ଘଟଣା ଘଟି ଯାଇଛି। ସୂଚନା ଅନୁସାରେ

ଝଡ଼ବର୍ଷା ଓ ବଜ୍ରପାତ ଆଶଙ୍କା, ୫ ଦିନ ପାଇଁ ଅଧିକାଂଶ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲେ ଏସଆରସି

ଝଡ଼ବର୍ଷା ଓ ବଜ୍ରପାତ ନେଇ ୟେଲୋୱାର୍ଣ୍ଣିଂ ଜାରି କରିଛି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ । ଆସନ୍ତା ୫ ଦିନ ପାଇଁ ଅଧିକାଂଶ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ପାଇଁ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ସବୁ ହେଲା

୨ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ଭରିବାକୁ ପଡିବ ନାହିଁ କୌଣସି ଫର୍ମ

ଯଦି ଆପଣଙ୍କ ପାଖରେ ୨ ହଜାର ଟଙ୍କାର ନୋଟ ଅଛି ଆଉ ଆପଣ ଏହାକୁ ବଦଳାଇବାକୁ ମେ ୨୩ରେ ବ୍ୟାଙ୍କ ଯିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏହି ଖବର ଗୁରୁତ୍ୱପୂର୍ଣ୍ଣ । ଖବର ଏହା ଯେ ଆପଣଙ୍କ ବିନା କୌଣସି ପରିଚୟପତ୍ରରେ ୨ ହଜାର ଟଙ୍କାର ନୋଟକୁ ଅନ୍ୟ ମୂଲ୍ୟର ନୋଟରେ ବଦଳାଇପାରିବେ । ଏଥିପାଇଁ

ଆସନ୍ତାକାଲି ରାଜ୍ୟ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ସମ୍ଭାବନା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ନିଜ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବେ । ଅନ୍ତତଃ ତିନି ନୂଆ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇପାରନ୍ତି । ନବକିଶୋର ଦାସଙ୍କ ହତ୍ୟା ଯୋଗୁ ଗୋଟିଏ ମନ୍ତ୍ରୀପଦ ଖାଲି ପଡ଼ିଛି । କିଛି ଦିନ ତଳେ ବିଦ୍ୟାଳୟ ଓ ଗଣଶିକ୍ଷା