Odia News Portal
Yearly Archives

2023

‘ବାବା’ ପରେ ‘ଦାଦା’; ଗାଙ୍ଗୁଲିଙ୍କ ବାୟୋପିକରେ ରଣବୀର କପୂର

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଜୀବନ କାହାଣୀ ପରଦାକୁ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି। ଏମଏସ ଧୋନୀ, ସଚିନ ତେନ୍ଦୁଲକରଙ୍କ ଭଳି ପ୍ରତିଷ୍ଠିତ ଖେଳାଳିଙ୍କ ପରେ ବଲିଉଡ଼ ଏବେ ଭାରତୀୟ କ୍ରିକେଟ୍ ଦଳର ‘ଦାଦା’ ଅର୍ଥାତ୍ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍ ନିର୍ମାଣ

ବିଧାନସଭାରେ ଲୋୟର ପିଏମଜି ତାତି : ହଟ୍ଟଗୋଳ ଯୋଗୁଁ ଗୃହ ୪ଟା ଯାଏଁ ମୁଲତବୀ

ବିଧାନସଭାରେ ଲୋୟର ପିଏମଜି ତାତି । ଲୋୟର ପିଏମଜିରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିରୋଧୀ ହଙ୍ଗାମା କରିବାରୁ ଗୃହ କାର୍ଯ୍ୟ ଚାଲିପାରୁନାହିଁ । ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଗୃହକାର୍ଯ୍ୟ ଆରମ୍ଭରୁ ବାଚସ୍ପତିଙ୍କ ପୋଡ଼ିୟମ

ଅମ୍ବାନୀଙ୍କୁ ଜେଡପ୍ଲସ୍ ସୁରକ୍ଷା ଦେବା ଲାଗି ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି ଓ ତାଙ୍କ ପରିବାରକୁ କେବଳ ମୁମ୍ବାଇରେ ନୁହେଁ, ସମଗ୍ର ଦେଶ ଓ ବିଦେଶରେ ମଧ୍ୟ ଜେଡ୍‌ ପ୍ଲସ୍‌ ସୁରକ୍ଷା ଦେବା ଲାଗି ସୁପ୍ରିମ୍‌କୋର୍ଟ ନିର୍ଦେଶ ଦେଇଛନ୍ତି। ସେ ବାବଦରେ ହେବାକୁ ଥିବା ଖର୍ଚ୍ଚକୁ ଅମ୍ବାନି ବହନ କରିବେ ବୋଲି କୋର୍ଟ ସ୍ପଷ୍ଟ

ବଢ଼ିବ ତାତି

ରାଜ୍ୟରେ ଗତ ୪ ମାସ ହେବ ବର୍ଷା ନାହିଁ। ଗତ କିଛିଦିନ ହେବ ସମୁଦ୍ରଆଡୁ ରାଜ୍ୟକୁ ପ୍ରବାହିତ ବାୟୁ ଯୋଗୁ ତାତି ନିୟନ୍ତ୍ରଣରେ ରହିଛି। ତେବେ ଆସନ୍ତା ସପ୍ତାହରେ ରାଜ୍ୟରେ ପାରଦ ଉପରମୁହାଁ ହେବାର ସମ୍ଭାବନା ରହିଛି। ଏପରିକି ପାରଦ ୪୦ ଡିଗ୍ରୀ ସେଲ୍‌ସିୟସ ଉପରକୁ ଟପିଯିବା ନେଇ ପାଣିପାଗ ବିଭାଗ

ବଢିବ ଏୟାରଟେଲର ସେବା ମୂଲ୍ୟ, ଆଗୁଆ ସଙ୍କେତ ଦେଲେ ଅଧ୍ୟକ୍ଷ ମିତ୍ତଲ

ଦରମା ବଢ଼ୁଛି, ଘରଭଡ଼ା ବଢ଼ୁଛି, କିନ୍ତୁ ଗୋଟିଏ ଜିନିଷର ମୂଲ୍ୟ ବଢ଼ୁନାହିଁ। କାହାର କିଛି ଆପତ୍ତି ନାହିଁ। ଲୋକମାନେ ନାମମାତ୍ର ଟଙ୍କା ଦେଇ ୩୦ ଜିବି ଡାଟା ବ୍ୟବହାର କରୁଛନ୍ତି ବୋଲି ଏୟାରଟେଲ୍‌ର ଅଧ୍ୟକ୍ଷ ସୁନୀଲ ମିତ୍ତଲ କହିବା ସହ କିଛି ମାସ ପରେ ମୋବାଇଲ୍‌ କଲ୍‌ ଓ ଡାଟା ମୂଲ୍ୟ

ଦିଲ୍ଲୀରେ ବୃଦ୍ଧି ପାଇଲା ‘ଏଲପିଜି’ ସିଲିଣ୍ଡର ମୂଲ୍ୟ

ଆଜିଠାରୁ ଦିଲ୍ଲୀରେ ଘରୋଇ ଓ ବ୍ୟାବସାୟିକ କ୍ଷେତ୍ରରେ ବ୍ୟବହାର କରାଯାଉଥିବା ‘ଏଲ୍‌ପିଜି’ ସିଲିଣ୍ଡର୍‌ର ମୂଲ୍ୟ ବୃଦ୍ଧି କରାଯାଇଥିବା କଥା ‘ଅଏଲ୍‌ ମାର୍କେଟିଙ୍ଗ୍‌ କମ୍ପାନି’ମାନେ ଘୋଷଣା କରିଛନ୍ତି। ‘ଏଏନ୍‌ଆଇ’ ରିପୋର୍ଟ ଅନୁସାରେ, ଦିଲ୍ଲୀରେ ଘରୋଇ ରନ୍ଧନ ନିମନ୍ତେ ବ୍ୟବହୃତ ୧୪.୨

୩୮କୁ ଖସିଲା ଆଦାନୀ ଷ୍ଟକ, ପୁଣି ନମ୍ବର ୱାନରେ ଏଲନ ମସ୍କ

ଫୋର୍ବସ୍‌ ବିଶ୍ବ ଧନୀ ତାଲିକାରେ ପରିବର୍ତ୍ତନ ଘଟିଛି। ଗତ କିଛି ମାସ ଧରି ଏକ ନମ୍ବର ସ୍ଥାନରୁ ଖସିଯାଇଥିବା ଟେସ୍‌ଲାର ମୁଖ୍ୟ ଏଲନ୍‌ ମସ୍କ ପୁଣି ଥରେ ଶୀର୍ଷ ସ୍ଥାନକୁ ଫେରିଛନ୍ତି। ଇଲେକ୍ଟ୍ରିକ୍ କାର୍‌ ନିର୍ମାଣ କରୁଥିବା ତାଙ୍କ କଂପାନି ଟେସ୍‌ଲାର ସେୟାର ମୂଲ୍ୟରେ ୧୦୦% ବୃଦ୍ଧି ହେବାରୁ

ଦିଲ୍ଲୀ, ଲକ୍ଷ୍ନୌରୁ ଆସୁଛି ନକଲି ମେଡିସିନ

ପୁରୀଘାଟ ଥାନା ଅଧୀନ ଟାଉନହଲ୍‌ ରୋଡ୍‌ସ୍ଥିତ ଶ୍ରୀ ଡିଷ୍ଟ୍ରିବ୍ୟୁଟର ନାମକ ଏକ ଗୋଦାମରେ ସୋମବାର ଡ୍ରଗ୍ସ କଣ୍ଟ୍ରୋଲ ଅଧିକାରୀମାନେ ଚଢ଼ାଉ କରି ପର୍ଯ୍ୟାପ୍ତ ପରିମାଣର ନକଲି ଓ-୨ ମେଡିସିନ ଜବତ କରିଥିଲେ। ଏହି କାରବାର ସହ ଜଡ଼ିତ ଡିଷ୍ଟ୍ରିବ୍ୟୁଟର ବିଜୟ ଅଗ୍ରଓ୍ବାଲଙ୍କୁ ପୋଲିସ ଗିରଫ କରି

୫୦ତମ ଜନ୍ମଦିନରେ ସଚିନଙ୍କୁ ମିଳିଲା ସ୍ୱତନ୍ତ୍ର ଉପହାର, ୱାଙ୍ଖଡେରେ ସ୍ଥାପନ ହେବ ପ୍ରତିମୂର୍ତ୍ତି

ବିଶ୍ବ କ୍ରିକେଟ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏକ ବଡ଼ ନାଁ। ୨୦୧୩ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିବା ତେନ୍ଦୁଲକରଙ୍କ ସାରା ବିଶ୍ବରେ ଅନେକ ପ୍ରଶଂସକ ଥିଲା ବେଳେ ଭାରତରେ ‌ପୂଜା ପାଆନ୍ତି। ‌ସେ ୧୦୦ ଶତକ ସହ ୩୪,୦୦୦ରୁ ଊର୍ଦ୍ଧ୍ବ ଅନ୍ତର୍ଜାତୀୟ ରନ୍‌ କରିଥିଲା ବେଳେ

କାର୍ଯ୍ୟରତ ଡାକୋଟା ପୁନଃନିର୍ମାଣ, ମାର୍ଚ୍ଚ ୫ରେ ହେବ ଉଦ୍ଘାଟନ

ଆସନ୍ତା ୫ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଡାକୋଟା ବିମାନକୁ ସର୍ବସାଧାରଣ ପ୍ରଦର୍ଶନ ପାଇଁ ଯୋଜନା କରାଯାଇଛି। ଇତିହାସ ବର୍ଣ୍ଣିତ ଏହି ଡାକୋଟାରେ ପାଇଲଟ ଓ ଯାତ୍ରୀ କ୍ୟାବିନ୍ ଲଗାଯିବ। ଏଣୁ ଡାକୋଟାକୁ ହାଙ୍ଗରରୁ ବାହାରି କରାଯାଇ ଟର୍ମିନାଲ ୧