Odia News Portal
Yearly Archives

2023

‘ଡିଫେନ୍ସ କରିଡର’ର ପ୍ରଶଂସା କଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ

ଉତ୍ତର ପ୍ରଦେଶରେ ନିର୍ମିତ ତୋପ ଗର୍ଜିଲେ ଦୁନିଆରୁ ପାକିସ୍ତାନ ଆପଣାଛାଏଁ ନିଶ୍ଚିହ୍ନ ହୋଇଯିବ ବୋଲି ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ହେବାକୁ ଥିବା ‘ଡିଫେନ୍‌ସ୍‌ କରିଡର୍‌’ର ପ୍ରଶଂସା କରି କହିଛନ୍ତି। ବୁନ୍ଦେଲ୍‌ଖଣ୍ଡ ଅଞ୍ଚଳର ବାନ୍ଦା ନଗରୀରେ ଆୟୋଜିତ

ବ୍ରହ୍ମାକୁମାରୀମାନଙ୍କ ଦ୍ୱାରା ‘ଜଳ-ଜନ ଅଭିଯାନ’ର ଶୁଭାରମ୍ଭରେ ମୋଦିଙ୍କ ବାର୍ତ୍ତା

ଜଳ-ଜନ ଅଭିଯାନ’ ଏମିତି ସମୟରେ ଆରମ୍ଭ କରାଯାଉଛି, ଯେଉଁ ସମୟରେ ସମଗ୍ର ବିଶ୍ୱରେ ଜଳର ଅଭାବ ଭବିଷ୍ୟତର ସଙ୍କଟ ଭାବରେ ଦେଖାଯାଉଛି । ଏକବିଂଶ ଶତାବ୍ଦୀର ପୃଥିବୀରେ ସୀମିତ ଉତ୍ସଗୁଡ଼ିକର ଗମ୍ଭୀରତାକୁ ଅନୁଭବ କରୁଛି । ଆମର ବିଶାଳ ଜନସଂଖ୍ୟା କାରଣରୁ ଭାରତ ପାଇଁ ମଧ୍ୟ ଜଳ ସୁରକ୍ଷା ଏକ

ଶେଷ ପର୍ଯ୍ୟାୟରେ ରେଳ ନିର୍ମାଣ କାର୍ଯ୍ୟ : ଖୁବଶ୍ରୀଘ୍ର ଗଡିବ ନୀଳଗିରି ରେ ଯାତ୍ରୀବାହୀ ରେଳ

ଦୀର୍ଘବର୍ଷ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଖୁବ୍‌ଶୀଘ୍ର ବାଲେଶ୍ବର ଜିଲ୍ଲା ଅଧୀନ ନୀଳଗିରି ଅଞ୍ଚଳକୁ ଯାତ୍ରୀବାହୀ ଟ୍ରେନ୍‌ ଗଡ଼ିବ। ସାଂସଦ ପ୍ରତାପ ଷଡ଼ଙ୍ଗୀ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟି ଏସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଅଞ୍ଚଳବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି

ୟୁଟ୍ୟୁବର ମୁଖ୍ୟ ହେଲେ ଜଣେ ଭାରତୀୟ

ଭାରତୀୟ ବଂଶୋଦ୍ଭବ ଏବେ ସାରା ବିଶ୍ୱରେ ବହୁ ବଡ ପଦ ପଦବୀରେ ରହିଛନ୍ତି । ଅନେକ ବୈଶ୍ୱିକ କମ୍ପାନୀ ବା ଅନ୍ତର୍ଜାତୀୟ କମ୍ପାନୀର ମୁଖ୍ୟ ଭାବେ ଏମାନେ ଅବସ୍ଥାପିତ । ଗୁଗୁଲର ମୁଖ୍ୟ ସୁନ୍ଦର ପିଚାଇଙ୍କୁ ଅନେକ ଜାଣନ୍ତି । ମାଇକ୍ରୋସଫ୍ଟର ମୁଖ୍ୟ ଭାବେ ସତ୍ୟ ନାଦେଲ୍ କାର୍ଯ୍ୟ ତୁଲାଇଛନ୍ତି

ଗ୍ୱାଲିୟରରେ ପହଞ୍ଚିଲେ ୧୨ ଚିତା

ଆଜି ଦକ୍ଷିଣଆଫ୍ରିକାରୁ ଏକ ସ୍ୱତନ୍ତ୍ର ବିମାନ ଦ୍ୱାରା ଗ୍ୱାଲିୟରରେ ଆସି ପହଞ୍ଚିଛନ୍ତି ଆଉ ନୂତନ ୧୨ ଆଫ୍ରିକୀୟ ଚିତା । ସେମାନଙ୍କୁ ବାୟୁସେନା ସି-୧୭ ଗ୍ଲୋବ ମାଷ୍ଟର ବିମାନରେ ଦ୍ୱାରା ଭାରତକୁ ଅଣାଯାଇଛି । ପ୍ରଥମେ ଏହି ବିମାନ ଗ୍ୱାଲିୟର ବାୟୁସେନା ଘାଟିରେ ପହଞ୍ଚିଛି, ପରେ ସେଠାରୁ ଏକ

ଜାଗର ଉପଲକ୍ଷେ ଉତ୍ସବମୁଖର ସାରା ସହର, ଶୈବ ପୀଠମାନଙ୍କରେ ଭକ୍ତଙ୍କ ଭିଡ

ଆଜି ମହାଶିବରାତ୍ରି। ଏହି ଉପଲକ୍ଷେ ସାରା ରାଜ୍ୟର ପ୍ରମୁଖ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି। ରାଜଧାନୀର ଲିଙ୍ଗରାଜ ମନ୍ଦିର, କଟକର ଧବଳେଶ୍ବର, ଗଡ଼ଗଡ଼େଶ୍ବର ପୀଠ, ଭଦ୍ରକର ଆଖଣ୍ଡଳମଣି, ଢେଙ୍କାନାଳର କପିଳାସ, ନୟାଗଡ଼ର ଲଡ଼ୁବାବା ପୀଠ, ସମ୍ବଲପୁରର ପ୍ରସିଦ୍ଧ ଶୈବ ପୀଠ ହୁମା ବିମଳେଶ୍ବର

 ଜଣେ ଓଡ଼ିଆ ପୁଅକୁ ମିଳିବ BCCI ର ମୁଖ୍ୟ ଚୟନକର୍ତ୍ତା ଦାୟିତ୍ୱ

ଚେତନ ଶର୍ମା ନିଜ ପଦରୁ ଇସ୍ତଫା ଦେବା ପରେ ଚାରିଜଣିଆ ଚୟନ କମିଟିରେ ଉପସ୍ଥିତ ଥିବା ଓଡ଼ିଆ ପୁଅ ଶିବ ସୁନ୍ଦର ଦାସଙ୍କୁ ବର୍ତ୍ତମାନ ଅନ୍ତରୀଣ ମୁଖ୍ୟ ଚୟନ କର୍ତ୍ତା କରାଯିବାକୁ ଯୋଜନା କରାଯାଉଛି  । ସେ ମଧ୍ୟ ବିସିସିଆଇର ନୂତନ ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତି ପାଇପାରନ୍ତି । କାରଣ

କମିଶନରେଟ୍‌ ପୋଲିସ ପରେ ଏବେ ଫିଟ୍ ହେବେ ଭିଜିଲାନ୍‌ସ କର୍ମଚାରୀ

କମିଶନରେଟ୍‌ ପୋଲିସ ପରେ ଭିଜିଲାନ୍‌ସ କର୍ମଚାରୀଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା। ଭିଜିଲାନ୍ସ ମୁଖ୍ୟାଳୟ ଓ ସମସ୍ତ ଜିଲ୍ଲାରେ କାର୍ଯ୍ୟରତ ୩୫ ବର୍ଷରୁ ଅଧିକ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଏନେଇ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖାଯିବା ପରେ

ସମ୍ ହସ୍ପିଟାଲ୍‌କୁ ଆଇସିଆଇସିଆଇ ଫାଉଣ୍ଡେସନ୍ ପକ୍ଷରୁ ୭ଟି ଡାଏଲିସିସ୍ ମେସିନ୍ ପ୍ରଦାନ

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସହଯୋଗର ହାତ ବଢ଼ାଇବା ଲକ୍ଷ୍ୟରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ଆଇସିଆଇସିଆଇ ଫାଉଣ୍ଡେସନ୍ ପକ୍ଷରୁ ଗୁରୁବାର ୭ଟି ଡାଏଲିସିସ୍ ମେସିନ ଗୁରୁବାର ପ୍ରଦାନ କରାଯାଇଛି । ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଉପସ୍ଥିତିରେ

କ୍ଷମା ଓ ଇସ୍ତଫା ଦାବିରେ ଜୟ ନାରାୟଣଙ୍କ ଘର ଘେରିଲେ କିନ୍ନର

କ୍ଷମା ଓ ଇସ୍ତଫା ଦାବିରେ ବିରୋଧୀ ଦଳ ନେତା ଜୟ ନାରାୟଣଙ୍କ ଘର ଘେରିଲେ କିନ୍ନର। ବହୁ ସଂଖ୍ୟାରେ କିନ୍ନର ଭୁବନେଶ୍ୱର ସ୍ଥିତ ତାଙ୍କ କ୍ୱାର୍ଟର ସାମ୍ନାରେ ଘେରାଉ କରିବା ଜୟ ନାରାୟଣଙ୍କ ବିରୋଧରେ ନରବାଜି କରିଥିଲେ। ସମ୍ପୃକ୍ତ ମହିଳା ଆଇଆଇସିଙ୍କୁ କ୍ଷମା ମାଗିବା ସହ ବିରୋଧୀ ଦଳ ନେତା ପଦରୁ