ଯୁବତୀଙ୍କ ଅର୍ଦ୍ଧ ନଗ୍ନ କ୍ଷତାକ୍ତ ମୃତଦେହ ଉଦ୍ଧାର
ଯୁବତୀଙ୍କ ଅର୍ଦ୍ଧ ନଗ୍ନ ଓ କ୍ଷତାକ୍ତ ମୃତଦେହ ଉଦ୍ଧାର। ଯୁବତୀଙ୍କୁ ଗଳା କାଟି ହତ୍ୟା ସନ୍ଦେହ। ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଜର୍ଜଗଡ଼ ଅଞ୍ଚଳର ଘଟଣା। ଯୁବତୀ ଜଣକ ଜର୍ଜଗଡ ଅଞ୍ଚଳର ହୋଇଥିବା ବେଳେ!-->…
