Odia News Portal
Yearly Archives

2023

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା: ଆଜି ଅଭିଯୁକ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ହେବ ନାର୍କୋ ଟେଷ୍ଟ

ଗୋପାଳ ଦାସର ହେଲା ପଲିଗ୍ରାଫ୍‌ ଟେଷ୍ଟ । ପ୍ରଥମ ପର୍ଯ୍ୟାୟ ପଲିଗ୍ରାଫ ଟେଷ୍ଟ ହୋଇଥିବା ବେଳେ ଆଜି ମଧ୍ୟ ଏହା ଜାରି ରହିବ । ଆଜି ଗୋପାଳର ଡାକ୍ତରୀ ମାଇନା ପରେ ହେବ ନାର୍କୋ ଟେଷ୍ଟ । ଗୁଜରାଟ ଗାନ୍ଧୀନଗରରେ DFSSରେ ପଲିଗ୍ରାଫ୍‌ ଟେଷ୍ଟ ହୋଇଛି । ବ୍ରଜରାଜନଗର JMFC କୋର୍ଟଙ୍କ

ଭୁବନେଶ୍ୱରରେ ଚାଞ୍ଚଲ୍ୟ: ଥାନା ପରିସରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ୨ ଅଟକ

ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ଥାନା ପରିସରରେ ଯୁବକଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ । ମୃତକ ହେଲେ ଯାଜପୁର ଜିଲ୍ଲା ବରୀ ଥାନା ରାମଚନ୍ଦ୍ରପୁରର ୪୨ ବର୍ଷିୟ ବିଚିତ୍ର ପଲେଇ । ସେ ମଞ୍ଚେଶ୍ୱର ଥାନା ଗାଡ଼କଣ ଅଞ୍ଚଳରେ ରହୁଥିଲେ । ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ବିଚିତ୍ର ଦୌଡ଼ିକି

ସୂଚନା କମିଶନର ଭାବେ ଦାୟିତ୍ୱ ନେଲେ ସୁଶାନ୍ତ ମହାନ୍ତି; ନିଯୁକ୍ତି ଦେଲେ ରାଜ୍ୟ ସରକାର

ରାଜ୍ୟ ସରକାରଙ୍କ ତରଫରୁ ନୂଆ ସୂଚନା କମିଶନରଙ୍କୁ ନିଯୁକ୍ତି ଦିଆଯାଇଛି । ସୁଶାନ୍ତ କୁମାର ମହାନ୍ତିଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଖୁବଶୀଘ୍ର ଏହି ପଦରେ ସୁଶାନ୍ତ

ସ୍ତ୍ରୀ ଶବକୁ କାନ୍ଧରେ ବୋହି ସ୍ୱାମୀ ଚାଲିଲେ ୩୩ କିମି

ଆଉ ଜଣେ ଦାନ ମାଝୀ । ଆମ୍ବୁଲାନ୍ସ ପାଇଁ ପାଖରେ ଟଙ୍କା ନଥିଲା । ସ୍ତ୍ରୀ ଶବକୁ କାନ୍ଧରେ ବୋହି ସ୍ବାମୀ ଚାଲିଲେ ୩୩ କିମି ବାଟ । ଆନ୍ଧ୍ରରୁ ଆସିଲା ଓଡ଼ିଆ ଶ୍ରମିକ ଦମ୍ପତିଙ୍କ ହୃଦୟ ବିଦାରକ ଦୃଶ୍ୟ । ମିଳିଥିବା ସୂଚନା ଅନୁସାରେ ବାଟରେ ଏମାନଙ୍କୁ ଦେଖି ଆନ୍ଧ୍ର ପୋଲିସ ଆମ୍ବୁଲାନ୍ସ

ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପାଇଁ ଗୁଜରାଟରେ ଗୋପାଳ, ଟେଷ୍ଟ ପ୍ରକ୍ରିୟା ଜାରି

ଗୋପାଳ ଦାସର ନାର୍କୋ ଟେଷ୍ଟ ପ୍ରକ୍ରିୟା ଜାରି ରହିଛି। ସାଙ୍ଗରେ ଅଛନ୍ତି ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୮ଜଣିଆ ଟିମ୍‌ । ନାର୍କୋ ଓ ପଲିଗ୍ରାଫ ଟେଷ୍ଟରୁ ଜଣା ପଡ଼ିବ କେତେ କହିଛି ସତ, କଣ ମିଛ କହିଛି ଜଣା ପଡ଼ିବ । ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପାଇଁ ଗୋପାଳକୁ ଗୁଜରାଟ ଗାନ୍ଧିନଗର

କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ

ପୁଣି କୋଟିଆରେ ପଶିଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନ୍ନା ଦୋରା। । ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପି.ରାଜନ ଦୋରାଙ୍କ କୋଟିଆ ଗସ୍ତ । କୋଟିଆ ପଞ୍ଚାୟତ ଧୂଳିପଦର ଗାଁରେ ରାଜନ ଦୋରାଙ୍କ ଆଲୋଚନା । ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଲୋକଙ୍କୁ ବୁଝାଇଲେ ଉପମୁଖ୍ୟମନ୍ତ୍ରୀ  ।

ଆସନ୍ତୁ ଦେଖିବା ବାଘଟି ରାସ୍ତା ପାର୍ କରିବା ପାଇଁ କରିଛି ଅପେକ୍ଷା

ଏମିତି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଏକ ବ୍ୟସ୍ତବହୁଳ ରାଜପଥ ଅତିକ୍ରମ କରୁଥିବା ଏକ ବାଘର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ବାଘଟି ରାସ୍ତା ପାର୍ କରିବା ପାଇଁ ଅପେକ୍ଷା କରିଛି। ରାସ୍ତାରେ ଟ୍ରକ ଏବଂ ଭାରି ଯାନବାହାନ ଯିବା ଆସିବା କରୁଥିବାରୁ ସେ ଧିରସ୍ଥିର

ବସରୁ ମିଳିଲା ୧୮ ଲକ୍ଷ

ସରକାରୀ ବସରୁ ଜବତ ହେଲା ୧୮ ଲକ୍ଷ ଟଙ୍କା । ବ୍ରହ୍ମପୁର ବାଇପାସ ଲାଞ୍ଜିପଲ୍‌ଲି ନିକଟରେ ଏକ ଟ୍ରଲି ବ୍ୟାଗରୁ ମିଳିଲା ୧୮ ଲକ୍ଷ ଟଙ୍କା । ଗଞ୍ଜେଇ ସନ୍ଦେହରେ ଅବକାରୀ ଗୁଇନ୍ଦା ବିଭାଗର ଚଢାଉ ବେଳେ ଧରାପଡିଥିଲା । ଟଙ୍କା ଧରି ଆସୁଥିବା ବେଳେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । ଏତେ ଟଙ୍କା

ରାଜ୍ୟ ଗାନ୍ଧୀ ନେହେରୁଙ୍କ ଉପନାମ ନେବାରେ କାହିଁକି ଲଜ୍ଜିତ? ରାଜ୍ୟ ସଭାରେ ମୋଦିଙ୍କ ପ୍ରଶ୍ନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ହିନ୍ଦେନବର୍ଗ ରିସର୍ଚ୍ଚ ଦ୍ୱାରା ଉଠାଯାଉଥିବା ଆଦାନୀ ଗୋଷ୍ଠୀ ବିରୋଧରେ ହୋଇଥିବା ଅଭିଯୋଗର ମିଳିତ ସଂସଦୀୟ କମିଟି (ଜେପିସି) ଯାଞ୍ଚ ପାଇଁ ବିରୋଧ କରୁଥିବାବେଳେ ବିରୋଧୀ ଦଳ ଉପରେ ଏକ ପ୍ରଶ୍ନର ଆକ୍ରମଣ କରିଥିଲେ।ରାଷ୍ଟ୍ରପତିଙ୍କ ସମ୍ବୋଧନରେ

ଏସଟିଏଫ କବଜାରେ ବ୍ରାଉନସୁଗର ବେପାରୀ

ଏସଟିଏଫ କବଜାରେ ବ୍ରାଉନସୁଗର ବେପାରୀ | ଆସାମ ପୁଲିସ ସହାୟତାରେ ଗୌହାଟୀରୁ ଏହି ବେପାରୀକୁ ଧରିଛି କ୍ରାଇମବ୍ରାଞ୍ଚ ଏସଟିଏଫ | ଅଭିଯୁକ୍ତର ନାଁ ସଲିମ ଅହମ୍ମଦ ହୋଇଥିବାବେଳେ ସେ ଆସାମର ଗୌହାଟୀରେ ରହୁଥିଲା | ଅଭିଯୁକ୍ତଠାରୁ ୧ କେଜି ୩୩୫ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି |