Odia News Portal
Yearly Archives

2023

ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ହାଇକୋର୍ଟ, ଚିତ୍ରା ରାମକୃଷ୍ଣଙ୍କୁ ଜାମିନ ପ୍ରଦାନ କରିଛନ୍ତି

ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ପୂର୍ବତନ ସିଇଓ ତଥା କାର୍ୟ୍ୟକାରୀ ଅଧିକାରୀ ଚିତ୍ରା ରାମକୃଷ୍ଣଙ୍କୁ ମିଳାଲା ଜାମିନ। ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଚିତ୍ରାଙ୍କ ଦିଲ୍ଲୀ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ଏହାପୂର୍ବରୁ ତାଙ୍କୁ ଏନ୍ଏସ୍ଇ କର୍ମଚାରୀଙ୍କ ଫୋନ୍ ଟ୍ୟାପିଂ ମାମଲାରେ

ମନ ଖୋଲି ହସିଲେ ଗୋପାଳ ଦାସ

ନବ ଦାସ ହତ୍ୟାକାଣ୍ଡ ଅଭିଯୁକ୍ତଙ୍କ ଅଜବ କାରନାମା। ଅଭିଯୁକ୍ତ ଗୋପାଳ ଦାସଙ୍କ ଆଚରଣକୁ ନେଇ ଚର୍ଚ୍ଚା। ନିଜ ଖବର ପଢ଼ି ହସିଲେ ଗୋପାଳ ଦାସ। ଝାରସୁଗୁଡ଼ା ବିମାନ ବନ୍ଦରରେ ଦେଖିବାକୁ ମିଳିଲା ଏଭଳି ଦୃଶ୍ୟ। ନ୍ୟୁଜ ୧୮ କ୍ୟାମେରାରେ କଏଦ ହୋଇଛି ଏହି EXCLUSIVE ଭିଜୁଆଲ। ଭଲ କରି ଦେଖନ୍ତୁ,

ସୁପରଷ୍ଟାର ଶ୍ରୀଦେବୀଙ୍କ ଅଫିସିଆଲ୍ ଜୀବନୀ ପ୍ରକାଶ କରିବ ୱେଷ୍ଟଲ୍ୟାଣ୍ଡ ବୁକ୍

ଲାଇଫ୍ ଅଫ୍ କିମ୍ବଦନ୍ତୀ, ଏହି ପୁସ୍ତକ ଅଭିନେତ୍ରୀଙ୍କର ସମ୍ପୂର୍ଣ୍ଣ ଜୀବନ ଚିତ୍ର ଆଙ୍କିଛି, ଯିଏ କି ୮୦ ଦଶକ ଏବଂ ୯୦ ଦଶକରେ ସିନେମା ଜଗତର ହାଓା୍ୱ ହାଓା୍ୱଇ ଗର୍ଲ ଭାବେ ସାରା ଭାରତର ହୃଦୟରେ ରାଜ କରିଥିଲେ । ଏହା ଡେବ୍ୟୁଟାଣ୍ଟ ଲେଖକ ଧୀରଜ କୁମାରଙ୍କ ଦ୍ୱାରା ଲିଖିତ ଏବଂ ଚଳିତ ବର୍ଷ

ଟ୍ୱିଟରର ନୂଆ ନିୟମ : ୟୁଜର୍ସ ଦେବେ ସର୍ଭିସ ଚାର୍ଜ

ଏଣିକି ଟ୍ୱିଟର ପାଇଁ ଗଣିବାକୁ ପଡ଼ିବ ଟଙ୍କା। ଟ୍ୱିଟରର ବ୍ଲୁ -ଟିକ୍ ପାଇଁ ୟୁଜର୍ସ ମାସକୁ ମାସ ନିଜ ପକେଟ୍ରୁ ଖର୍ଚ୍ଚ କରିବେ। ଭାରତରେ ମାଇକ୍ରୋ ବ୍ଲଗିଂ ଫ୍ଲାଟଫର୍ମ ଟ୍ୱିଟର ତା'ର ବ୍ଲୁ ଟିକ୍ ପାଇଁ ସବ୍‌ସ୍କ୍ରିପସନ ସେବା ଆରମ୍ଭ କରିଦେଇଛି। ପୂର୍ବରୁ ବ୍ଲୁ ଟିକ୍ ପାଇଥିବା ୟୁଜର୍ସଙ୍କୁ

ସ୍ୱର୍ଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସ୍ମୃତିସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ସ୍ୱର୍ଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସ୍ମୃତିସଭାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଝାରସୁଗୁଡା ସରବାହାଲଠାରେ ଚାଲିଥିବା ସ୍ମୃତିସଭାରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ଦାସଙ୍କ ସ୍ତ୍ରୀ, ପୁଅ, ଝିଅଙ୍କ ସହ କଥା ହୋଇ

ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବି ମାମଲା ଖାରଜ

ନବ ଦାସ ହତ୍ୟା ମାମଲା ଘଟଣାର ସିବିଆଇ ତଦନ୍ତ ଦାବି ନେଇ ମାମଲା ପ୍ରସଙ୍ଗ ଖାରଜ । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର ମାମଲାକୁ ଖାରଜ କଲେ ହାଇକୋର୍ଟ । ଠୁ ୟର୍ଲି ବୋଲି ମନ୍ତବ୍ୟ ଦେଇ ଆବେଦନ ଖାରଜ କଲେ ହାଇକୋର୍ଟ ।

ଦରଦାମର ନିୟନ୍ତ୍ରଣ ପାଇଁ ୬.୫% କୁ ବୃଦ୍ଧି ହେଲା ସୁଧହାର

ଆହୁରି ବଢିଲା ରେପୋରେଟ । ଲଗାତାର ଷଷ୍ଠ ଥର ପାଇଁ ବଢିଲା ରେପୋରେଟ । ତେବେ ଏ ରେପୋରେଟ କଣ, କାହିଁକି ଏ ଲଗାତାର ବଢି ଚାଲିଛି ସାଧାରଣ ଜନତାଙ୍କ ମନରେ ଏ ପ୍ରଶ୍ନ ତ ନିହାତି ଉଙ୍କି ମାରୁଥିବ । ତେବେ ଏନେଇ ଆପାଣ ନିହାତି ଶୁଣିଥିବେ ଯେ ଆରବିଆଇ ତାର ରେପୋରେଟ ବଢାଇ ଦେଇଛି କି ଘଟାଇ ଦେଇଛି,

ଶିମିଳିପାଳରେ ପୁଣି ଏକ ଦନ୍ତାହାତୀର ମୃତଦେହ ଠାବ

ଶିମିଳିପାଳରେ ପୁଣି ଏକ ଦନ୍ତାହାତୀର ମୃତଦେହ ଠାବ । ପିଠାବଟା ରେଞ୍ଜ୍ ର ଗୋପୀନାଥପୁର ବିଟ୍ ଅଧୀନ ଜଙ୍ଗଲରେ ପାଟ୍ରୋଲିଂ ବେଳେ ବନକର୍ମଚାରୀ ହାତୀ ମୃତଦେହ ଦେଖି ଉପର ଅଧିକାରୀଙ୍କୁ ଜଣାଇଥିଲେ । ଆଜି ସକାଳେ ପ୍ରାଣୀ ଚିକିତ୍ସକଙ୍କୁ ସାଙ୍ଗରେ ନେଇ ବନ ବିଭାଗ ଟିମ ଘଟଣାସ୍ଥଳକୁ ଯାଇଛନ୍ତି ।

କଣ ଆପଣ ଜାଣିଛନ୍ତି କି ଆପଣଙ୍କ ଚହିତେଦାର ସେଲିବ୍ରିଟିଙ୍କ ଶିକ୍ଷାଗତ ଯୋଗ୍ୟତା?

ବଲିଉଡର କ୍ୟୁଟ କପଲ କୁହାଯାଉଥିବା କିଆରା ଅଡଭାନି ଓ ସିଦ୍ଧାର୍ଥ ମଲହୋତ୍ରା ଫାଇନାଲି ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ଦୁଇଜଣ ଅଗ୍ନିକୁ ସାକ୍ଷୀ ରଖି ୭ ଫେବୃୟାରୀ ରେ ରାଜସ୍ଥାନ ସ୍ଥିତ ଜୟସାଲମେରର ସୂର୍ଯ୍ୟଗଡ ପ୍ୟାଲେସଠାରେ ଦୁହେଁ ଦୁହିଁଙ୍କର ହୋଇସାରିଛନ୍ତି । ହେଲେ ଆପଣ

ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ୍ ଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନ

ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍ ଗଶେଶ୍ୱର ପତି ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରିଛନ୍ତି । ଉପଯୁକ୍ତ ସାକ୍ଷ୍ୟ ପ୍ରମାମକୁ ଭିତ୍ତି କରି ପାଟପୁର ଥାନା ଅଞ୍ଚଳର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ତଥା ଅଭିଯୁକ୍ତ ମୃତ୍ୟୁଞ୍ଜୟ ଦାସ(୬୦)ଙ୍କୁ ଜଜ ୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ