Odia News Portal
Yearly Archives

2023

ନବ ଦାସ ହତ୍ୟା ମାମଲା,ତଦନ୍ତକୁ ସମୟ ଲାଗିବ:ଡିଜିପି ସୁନୀଲ ବଂଶଲ

ନବ ଦାସଙ୍କ ହତ୍ୟା ମାମଲାରେ ତଦନ୍ତ ଅନୁଧ୍ୟାନ ପରେ ଡିଜିପି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ତଦନ୍ତକୁ ଆଉ ଟିକେ ସମୟ ଲାଗିବ ବୋଲି କହିଛନ୍ତି ଡିଜିପି ସୁନୀଲ ବଂଶଲ । ଗୋପାଳର ରିମାଣ୍‌ଡ ଅବଧି ବଢାଇବାକୁ କୋର୍ଟରେ ଆବେଦନ ହେବ । ତଦନ୍ତ କାଳରେ ସବୁ ଆଙ୍ଗଲକୁ ଆମେ ଦୃଷ୍ଟି

ନବ ଦାସ ହତ୍ୟା ମାମଲା: ଗୋପାଳର ହେବ ନାର୍କୋ ଟେଷ୍ଟ

ପୁଣି ୫ ଦିନ ରିମାଣ୍ଡରେ ଯିବ ନବ ଦାସଙ୍କ ହତ୍ୟାକାରୀ ଗୋପାଳ । ତୃତୀୟ ଦଫାରେ ୫ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦିଆଯାଇଛି । ନାର୍କୋ ଟେଷ୍ଟ ଓ ପଲିଗ୍ରାଫ ଟେଷ୍ଟ ପାଇଁ ମଧ୍ୟ ଅନୁମତି ଦିଆଯାଇଛି । ଉଭୟ ଟେଷ୍ଟ ପାଇଁ ସହମତ ଥିବା କୋର୍ଟରେ କହିଲା ଗୋପାଳ । ୫ ଦିନ ରିମାଣ୍ଡ ଓ ଟେଷ୍ଟ ଅନୁମତି

ଶେଷ ହେଲା ଯୋରନ୍ଦା ମାଘ ମେଳା

ସରିଲା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । କରୋନା କଟକଣା ପାଇଁ ଏହି ମାଘମେଳା ଅନୁଷ୍ଠିତ ୨ବର୍ଷ ପାଇଁ ଅନୁଷ୍ଠିତ ହୋଇପାରିନଥିଲା । କିନ୍ତୁ ଏବର୍ଷ ବହୁତ ଭଲରେ ଏବଂ ଧୁମଧାମରେ ଏହି ମାଘ ମେଳାଟି ଅନୁଷ୍ଠିତ ହୋଇଥିଲା । ମହିମା ସାଧୁ ଓ ଭକ୍ତଙ୍କ ଭିତରେ ବେଶ ଉତ୍ସାହ ଧେଖିବାକୁ ମିଳିଥିଲା

ଭାରସାମ୍ୟ ହରାଇ ଓଲଟିଲା ପିକଅପ୍, ୧୫ ଶ୍ରମିକ ଗୁରୁତର ଆହତ

ବରଗଡ଼ ଜିଲ୍ଲା ବିଜେପୁର – ବରଗଡ ରାସ୍ତାରେ ଏକ ପିକଅପ୍ ( ଓଡ଼ି ୦୩ ଡ଼ବ୍ଲୁ ୪୧୦୦) ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ବସିଥିବା ୧୫ରୁ ଅଧିକ କୃଷି ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରି ବିଜେପୁର ଓ ପରେ ବରଗଡ଼ ଜିଲ୍ଲା ମୁଖ୍ୟ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବର୍ଷିଲେ ରାହୁଲ

ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆଦାନୀ ଗ୍ରୁପ୍‌ ବିବାଦ ନେଇ ମଙ୍ଗଳବାର ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି। ବଜେଟ୍ ଅଧିବେଶନରେ ସେ ତାଙ୍କ ଭାଷଣ ଭାରତ ଯୋଡୋ ଯାତ୍ରାରୁ ଆରମ୍ଭ କରି ଆଦାନୀଙ୍କ ନାମ ନେଇ ପ୍ରଧାନମନ୍ତ୍ରୀ

ଝାରସୁଗୁଡା ଗଲେ ଜଷ୍ଟିସ ଜେ.ପି ଦାସ; ନବ ଦାସ ହତ୍ୟା ମାମଲାର ହେବ ଖୁଲାସା

ନବକିଶୋର ଦାସ ହତ୍ୟା ମାମଲାରେ ଏକ ନୂଆ ଖବର ସାମନାକୁ ଆସିଛି । ଘଟଣାର ତଦନ୍ତ ରିପୋର୍ଟ ବିଷୟରେ ଅପଡେଟ ପାଇଁ ଝାରସୁଗୁଡାରେ ପହଞ୍ଚିଛନ୍ତି ଜଷ୍ଟିସ ଜେ.ପି ଦାସ । ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ସେ ଝାରସୁଗୁଡା ଅଭିମୁଖେ ବାହାରିଛନ୍ତି । ତଦନ୍ତ ନେଇ ବିରୋଧୀ ଉଠାଇଥିବା ପ୍ରଶ୍ନ

ରାଜକୀୟ ଷ୍ଟାଇଲରେ ବାହାରିବ ସିଦ୍ଧାର୍ଥଙ୍କ ବରଯାତ୍ରୀ

ବଲିଉଡ୍‌ ପ୍ରେମୀଙ୍କ ପାଇଁ ଆଜି ଏକ ଖାସ୍‌ ଦିନ। କାରଣ, ଆଜି ହେଉଛି ବଲିଉଡ୍‌ ଷ୍ଟାର୍ସ ସିଦ୍ଧାର୍ଥ ମଲହୋତ୍ରା ଓ କିୟାରା ଆଡ୍‌ଭାଣୀଙ୍କ ବିବାହ। ଦୁହିଁଙ୍କ ଫ୍ୟାନ୍‌ମାନେ ସକାଳୁ ବରକନ୍ୟାଙ୍କ ପ୍ରଥମ ଝଲକ ପାଇବାକୁ ଅପେକ୍ଷା କରିଛନ୍ତି। ଜୈସଲମେରର ସୂର୍ଯ୍ୟଗଡ଼ ପ୍ୟାଲେସରେ ସକାଳୁ ବଲିଉଡ୍‌ରୁ

ଆସନ୍ତୁ ଜାଣିବା ମୃତ୍ୟୁ ପରେ ମଣିଷର ଶରୀର ନଷ୍ଟ ହୋଇଥାଏ କିପରି

ମଣିଷ ଏ ଦୁନିଆରେ ଏକା ଆସିଛି ଏବଂ ଏକା ହିଁ ଯିବ । ଅର୍ଥାତ ଖାଲି ହାତରେ ମଣିଷ ଏ ଦୁନିଆକୁ ଆସିଛି ଏବଂ ଗଲା ବେଳକୁ ମଧ୍ୟ କାଲି ହାତରେ ହିଁ ଯିବ । ଏବେ ଆସନ୍ତୁ ଜାଣିବା ମଣିଷର ମୃତ୍ୟୁ ପରେ ମଣିଷର ଶରୀର କିପରି ନଷ୍ଟ ହୋଇଥାଏ । ସୂଚନା ଅନୁଯାୟୀ, କଣିଷର ମୃତ୍ୟୁର ୩ ଦିନ ପରେ ପ୍ରଥମେ

ମାଛ ସମେତ ଏହି ଖାଦ୍ୟ ଖାଇବା ଉଚିତ ନୁହେଁ ନଚେତ ହୋଇପାରେ ଏଭଳି ରୋଗ

ଶରୀର ସମତେ ମସ୍ତିଷ୍କର ଯତ୍ନ ନେବା ମଧ୍ୟ ନିତ୍ୟାନ୍ତ ଜରୁରୀ । ନଚେତ୍ ପରବର୍ତ୍ତି ସମୟରେ ସ୍ୱାସ୍ଥ୍ୟ ଉପରେ ଖାଦ୍ୟପେୟର ସିଧା ପ୍ରଭାବ ପଡିବ । ବାଦାମ ଏବଂ ଅଖରୋଟ ଭଳି ଜିନିଷ ଖାଇବା ଦ୍ୱାରା ମସ୍ତିଷ୍କ ବିକାଶ ହୋଇଥାଏ । ସେହିପରି କିଛି ଖାଦ୍ୟ ଏପରି ଅଛି, ଯାହା ମସ୍ତିଷ୍କକୁ କ୍ଷତି

ତୁର୍କୀ ଭୁକମ୍ପକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ, ବଢାଇଲେ ସହାୟତାର ହାତ

ଭାରତୀୟ ଜନତା ପାର୍ଟି ସଂସଦୀୟ ଦଳର ବୈଠକରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ତୁର୍କୀରେ ଘଟିଥିବା ଭୟଙ୍କର ଭୂକମ୍ପ ବିଷୟରେ ଉଲ୍ଲେଖ କରି ଭାବପ୍ରବଣ ହୋଇଯାଇଥିଲେ । ଗୁଜୁରାଟରେ କୁଚ୍ ଭୂକମ୍ପକୁ ମନେ ପକାଇ ପ୍ରଧାନମନ୍ତ୍ରୀ