Odia News Portal
Yearly Archives

2023

ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଗିଆପଡ଼ା ଫାଣ୍ଡି ନିକଟ ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳେ ସେଠାରେ ଜଣେ ଯୁବକ ଓ ଜଣେ ଯୁବତୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଘଟଣା ସଂପର୍କରେ ଖବର ପାଇ ବଗିଆପଡ଼ା ଫାଣ୍ଡି ଘଟଣସ୍ଥଳରେ ପହଞ୍ଚି ଝୁଲନ୍ତା ମୃତଦେହ ଉଦ୍ଧାର କରି ଜିଲ୍ଲା

ତୁର୍କୀରେ ଶକ୍ତିଶାଳୀ ଭୂକମ୍ପ

ଶକ୍ତିଶାଳୀ ଭୂକମ୍ପର ଦୋହଲି ଉଠିଛି ତୁର୍କୀ । ସୋମବାର ଭୋରରେ ଦେଶର ନୁରଦାଗି ଠାରୁ ୨୩ କିଲୋମିଟର ପୂର୍ବରେ ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୮ ରେକର୍ଡ କରାଯାଇଛି । ଦକ୍ଷିଣ ତୁର୍କୀର ଗାଜିଏନଟେପ୍ ସହରରେ ଏହି ଭୂକମ୍ପ ଘଟିଛି। ଏଯାବତ୍ ୧୫ ଜଣଙ୍କ ମୃତ୍ୟୁ ସୂଚନା

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତିଙ୍କ ଶପଥ

ଶପଥ ନେଲେ ସୁପ୍ରିମକୋର୍ଟର ନୂଆ ବିଚାରପତି । ଶପଥପାଠ କରାଇଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି । ଏବେ ସୁପ୍ରିମକୋର୍ଟରେ ନୂଆ ବିଚାରପତିଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଥିବା ସୂଚନା ।

ବୋମାମାଡ଼ କରି ଟିଏମ୍‌ସିର ନେତାଙ୍କୁ ହତ୍ୟା

ପଶ୍ଚିମବଙ୍ଗର ବୀରଭୂମିରେ ବୋମାମାଡ଼ କରି ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି)ର ନେତାଙ୍କୁ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏଥିରେ ଅନ୍ୟ ୨ ଜଣ ବି ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଗୁରୁତରଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

୬ ତାରିଖରେ ହେବନି ସିଦ୍ଧାର୍ଥ ଏବଂ କିଆରାଙ୍କ ବିବାହ

ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ବିବାହ ଉତ୍ସବ ଆଜିଠାରୁ ଆରମ୍ଭ ହେଉଛି । ରାଜସ୍ଥାନର ଜୈସଲମେରର ସୂର୍ଯ୍ୟଗଢ ପ୍ୟାଲେସ ହୋଟେଲରେ ବିବାହ ଉତ୍ସବ ସବୁ ସେଲିବ୍ରେସନ କରାଯିବ । ବିବାହ ପାଇଁ ସିଦ୍ଧାର୍ଥ ଏବଂ କିଆରାଙ୍କ ଡ୍ରେସ ମନୀଷ ମଲହୋତ୍ରା ଡିଜାଇନ କରିଛନ୍ତି । ବିବାହରେ କେବଳ

ମହୁମାଛି ଆକ୍ରମଣରେ ୨ ଗୁରୁତର

ମହୁମାଛି ଆକ୍ରମଣରେ ୨ ଗୁରୁତର ଆହତ। କେନ୍ଦୁଝର ଜିଲ୍ଲା କାଳିଆହତା ଗ୍ରାମର ମାଟା ମୁଣ୍ଡା ଓ ରିତେଶ ନାୟକ ମହୁମାଛି ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେମାନଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି।ସୂଚନା ମୁତାବକ, କାଳିଆହତା ଗ୍ରାମର ମାଟା ମୁଣ୍ଡା ଓ ରିତେଶ ନାୟକ ରବିବାର ସକାଳ

ରାଉରକେଲାରେ ଡବଲ ମର୍ଡର ଘଟଣାରେ ପୋଲିସ ହାତରେ ବଡ଼ ସୁରାକ

ରାଉରକେଲାରେ ଡବଲ ମର୍ଡର ଘଟଣାରେ ପୋଲିସ ହାତରେ ବଡ଼ ସୁରାକ। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ହତ୍ୟାକାଣ୍ଡରେ ଗଞ୍ଜୁ ଓ ତାଙ୍କ ପତ୍ନୀଙ୍କ ସହ ୪ରୁ ଅଧିକ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ଧାରୁଆ ଅସ୍ତ୍ରରେ

ଗୋପାଳର ସତ ପରୀକ୍ଷା କରିବ ମନସ୍ତତ୍ତ୍ୱବିତଙ୍କ ଟିମ୍

ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ତଦନ୍ତ ବେଳେ ସତ ନା ମିଛ କହୁଛି, ତାହା ଜାଣିବାକୁ ଝାରସୁଗୁଡାରେ ଏସସିବିର ୪ ଜଣିଆ ମନସ୍ତତ୍ୱବିତ୍ ପହଞ୍ଚିଛନ୍ତି । ଗୋପାଳର ମାନସିକ ସ୍ଥିତି ଜାଣିବାକୁ ଗଠନ ହୋଇଥିବା ମେଡିକାଲ ବୋର୍ଡ ଅଭିଯୁକ୍ତଙ୍କ ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ କରିବେ ।

ଏମ୍‌ସରେ ହେବ ଅବିବାହିତ ଛାତ୍ରୀଙ୍କ ପ୍ରସବ, ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ୨୯ ସପ୍ତାହରୁ ଅଧିକ ସମୟ ହୋଇଥିବା ଜଣେ ଅବିବାହିତ ଛାତ୍ରୀଙ୍କ ଗର୍ଭନଷ୍ଟ କରିବା ଆବେଦନ ଉପରେ ରାୟ ଶୁଣାଇଛନ୍ତି । ଏଥିପାଇଁ ଗୁରୁବାର ପ୍ରଧାନ ବିଚାରପତି ନିଜ ଚାମ୍ବରରେ ଅନ୍ୟ ବିଚାରପତିମାନଙ୍କ ସହ ୪୦ ମିନିଟ୍ ଧରି ଆଲୋଚନା କରିଥିଲେ । ପରେ ଏମ୍ସର ଡାକ୍ତରଙ୍କ

ଦୁର୍ଘଟଣାର ଶିକାର ହେଲେ ଉର୍ବଶୀ ଢୋଲକିଆ

ଛୋଟ ପରଦାର ଜଣାଶୁଣ ଅଭିନେତ୍ରୀ ଉର୍ବଶୀ ଢୋଲକିଆ । ବର୍ତ୍ତମାନ ତାଙ୍କୁ ନେଇ ଏକ ବଡ ଖବର ଆସୁଛି । ମିଳିଥିବା ସୂଚନା ଅନୁଯାୟୀ, ଉର୍ବଶୀଙ୍କର ମୁମ୍ବାଇରେ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ହେଲେ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇନାହାଁନ୍ତି। ଏହା ଜଣା ଯେ ଉର୍ବଶୀ ସୁପରଷ୍ଟାର