Odia News Portal
Yearly Archives

2023

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ବଢିଲା ଅଡୁଆ

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ବାନ୍ଧବୀ ସୋମାଲିକା ଦାଶଙ୍କ ବିବାହ ବିବାଦ ମାମଲାରେ ବିଧାୟକଙ୍କ ପାଇଁ ବଢ଼ିଲା ଅଡ଼ୁଆ ।ବାନ୍ଧବୀ ସୋମାଲିକାଙ୍କ ଏତଲା ପଞ୍ଜିକୃତ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ସୋମାଲିକା ଯେଉଁ ଥାନାରେ ଏତଲା ଦେବେ ତାଙ୍କ ଏତଲାକୁ ପଞ୍ଜିକରଣ କରିବାକୁ

ପରିତ୍ୟକ୍ତ ଅଖାରୁ ନର କଙ୍କାଳ ଉଦ୍ଧାର

କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ମୁକ୍ତିଆମ୍ବ ନିକଟରୁ ଏକ ନର କଙ୍କାଳ ଉଦ୍ଧାର କରାଯାଇଛି। ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଏକ ବସ୍ତାରେ ନର କଙ୍କାଳ ଉଦ୍ଧାର କରାଯାଇଛି। ନର କଙ୍କାଳଟି ସମ୍ପୂର୍ଣ୍ଣ ଶରୀରର ହୋଇଥିବାରୁ ମୃତ ଦେହକୁ ବସ୍ତାରେ ଭର୍ତ୍ତି କରି ୩/୪ ମାସ ହେବ ଫୋପଡ଼ା

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ହାଇଓ୍ବାକୁ ଧକ୍କା ଦେଲା ବସ ;୫ଗୁରୁତର ୨୦ ଆହାତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ହାଇଓ୍ବାକୁ ଧକ୍କା ଦେଲା ବସ , ୫ଗୁରୁତର ୨୦ ଆହାତ । ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର କରଞ୍ଜିଆ ଗ୍ରୀଡ଼ ନିକଟରେ। ଆଜି ଦିନ ପ୍ରାୟ ୧୧ ଟା ସମୟରେ କଲ୍ୟାଣି ନାମକ ଘରୋଇ ବସ ଏକ

କଲେଜରେ ଏକ ଅତ୍ୟାଧୁନିକ ଅଡିଟୋରିଅମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

କୋରାପୁଟ : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜୟପୁରର ବିକ୍ରମଦେବ ସ୍ବୟଂଶାସିତ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତକାଲି ମୁଖ୍ୟମନ୍ତ୍ରୀ ବିକ୍ରମଦେବ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଗଲା ବୋଲି ଘୋଷଣା କରିଥିଲେ । ଆଜି

ଏସ୍‌ଟିଏଫ୍ ଜାଲରେ ନକଲି ନୋଟ୍ କାରବାର ବ୍ୟବସାୟୀ, ୩୧ ଲକ୍ଷ ୨୭ ହଜାର ୫୦୦ ଟଙ୍କା ଜବତ

ଏସ୍‌ଟିଏଫ୍ ଜାଲରେ ନକଲି ନୋଟ କାରବାର କରୁଥିବା ବ୍ୟବସାୟୀ। ୩୧ ଲକ୍ଷ ୨୭ ହଜାର ୫୦୦ ଟଙ୍କା ଜବତ ଏସ୍‌ଟିଏଫ୍ ଟିମ୍। ନିର୍ଭରଯୋଗ୍ୟ ସୂଚନାକୁ ଆଧାର କରି ସ୍ପେଶାଲ ଟାସ୍କଫୋର୍ସ ନକଲି ନୋଟ୍ କାରବାର କରୁଥିବା ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ

ରାଇସ ମିଲ୍ ଉପରେ ଜିଲ୍ଲା ପ୍ରଶାସନର ଚଢ଼ାଉ

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବେଳପଡା ରାସ୍ତା ଚଟୁଅନକାରେ ଥିବା ବଂଶଲ ରାଇସ ମିଲ୍ ଉପରେ ଜିଲ୍ଲା ପ୍ରଶାସନର ଚଢ଼ାଉ। ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ କଣ୍ଟାବାଞ୍ଜି ଅଭିମୁଖେ ଯାଉଥିବା ବେଳେ ଏକ ଧାନ ଗାଡିକୁ ଅଟକ ରଖି ଯାଞ୍ଚ୍ କରିଥିଲେ । ଏହି ଧାନ ଗାଡିଟି ବଂଶଲ ରାଇସ ମିଲକୁ

ଆଜି ହିନ୍ଦୀରେ ରିଲିଜ ହେବ ‘ଦମନ’: ୫୦୦ ହଲରେ ଫିଲ୍ମ ଦେଖିବେ ଦର୍ଶକ

ଆଜି ଦେଶବ୍ୟାପୀ ୫୦୦ ସିନେମା ହଲ୍‌ରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ହିନ୍ଦୀ ରୂପାନ୍ତର। ସେଥିପାଇଁ ପୂରା ଟିମ୍ ମୁମ୍ବାଇ ଗସ୍ତରେ ଥିବା ବେଳେ ଆଜି ମୁମ୍ବାଇ ପିଭିଆର୍ ହଲ୍‌ରେ ଏହାର ବିଶାଳ ପ୍ରିମିୟର ସୋ’ ଅନୁଷ୍ଠିତ ହେବ। ଏଥିରେ ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ବାବୁସାନ

ଆମେରିକା ଆକାଶରେ ଉଡୁଛି ‘ସ୍ପାଏ ବେଲୁନ୍‌’

ବେଲୁନ ଜରିଆରେ ଚୀନର ଗୁଇନ୍ଦାଗିରି। ସନ୍ଦେହରେ ବେଲୁନ୍‌କୁ ଟ୍ରାକ୍‌ କରୁଛି ଆମେରିକା। ପଶ୍ଚିମ ଆମେରିକାରେ ମୋଣ୍ଟାନାର ଉଚ୍ଚ ଆକାଶରେ ବେଶ କିଛି ଦିନ ହେଲା ସର୍ଭିଲେନ୍‌ସ ବେଲୁନ (ସ୍ପାଏ ବେଲୁନ୍‌) ଠାବ ହୋଇଛି। ମୋଣ୍ଟାନାରେ ରହିଛି ଆମେରିକାର ତାର ସମ୍ବେଦନଶୀଳ ଆଣବିକ ମିଶାଇଲର ରଖିଛି।

ଆସନ୍ତା ୪ ଦିନ ଥଣ୍ଡାରେ ଥରିବ ଓଡ଼ିଶା

ଫେରିବ ଶୀତ । ଥଣ୍ଡାରେ ଥରିବ ଆଭ୍ୟନ୍ତରୀଣ ଓଡ଼ିଶା । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଶୀତ ଲହରୀ ଅନୁଭତ ହେବ । ରାତିର ତାପମାତ୍ରା ସ୍ବାଭାବିକଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ । ବିଶେଷ କରି ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ରେ ଶୀତ ଲହରୀ ପାଇଁ ଚେତାବନୀ ଦେଇଛି ଆଞ୍ଚଳିକ

ବିବିସି ଡକ୍ୟୁମେଣ୍ଟାରୀ ବିବାଦ: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ବିବିସି ଡକ୍ୟୁମେଣ୍ଟାରୀ ନିଷିଦ୍ଧ କରିବା ନିଷ୍ପତ୍ତି ବିରୋଧରେ ହୋଇଥିବା ଆବେଦନ ଉପରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହେବ । ଗୁଜରାଟ ଦଙ୍ଗା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ନିର୍ମିତ ଏହି ବିବିସି ଡକ୍ୟୁମେଣ୍ଟାରୀକୁ କେନ୍ଦ୍ର ସରକାର ବ୍ୟାନ୍ କରିଛନ୍ତି ।