ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ବିମାନ’ ଇଞ୍ଜିନ୍ରେ ନିଆଁ
ଆଜି ଆବୁଧାବିରୁ କାଲିକଟ୍ ଆସୁଥିବା ଗୋଟାଏ ‘ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ବିମାନ’ ଇଞ୍ଜିନ୍ରେ ନିଆଁ ଲାଗିଯିବାରୁ ତାହା ପୁନର୍ବାର ଆବୁଧାବି ବିମାନ ବନ୍ଦରକୁ ଫେରିଯାଇ ଜରୁରୀକାଳୀନ ଅବତରଣ କରିଥିବା କଥା ‘ଏଏନ୍ଆଇ’ ରିପୋର୍ଟ କରିଛି।
ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ବିମାନ!-->!-->!-->…
