ହକି ବିଶ୍ୱକପ : ଆଜି କ୍ୱାର୍ଟରରେ ଅଷ୍ଟ୍ରେଲିଆ -ସ୍ପେନ ଏବଂ ବେଲଜିୟମ – ନ୍ୟୁଜିଲାଣ୍ଡ ମୁକାବିଲା
ହକି ବିଶ୍ବକପରେ ଆଜିଠାରୁ କ୍ବାର୍ଟର ଫାଇନାଲ ପର୍ଯ୍ୟାୟ ଆରମ୍ଭ ହେଉଛି । ଆଜି ଦୁଇଟି କ୍ୱାର୍ଟର ଫାଇନାଲ ଖେଳାଯିବ । କଳିଙ୍ଗ ଷ୍ଟାଡିୟମରେ ଅପରାହ୍ନ ୪ଟା ୩୦ମିନିଟରେ ଅଷ୍ଟ୍ରେଲିଆ ଓ ସ୍ପେନ ମଧ୍ୟରେ ଖେଳାଯିବ ପ୍ରଥମ କ୍ବାର୍ଟର ଫାଇନାଲ । ଅଷ୍ଟ୍ରେଲିଆ ଗ୍ରୁପ ‘ଏ ‘ ଟପ୍ପର ଭାବେ ସିଧାସଳଖ!-->…
