ସୁଟକେଶରେ ମୃତଦେହ ମିଳିବା ଘଟଣାରେ ସ୍ତ୍ରୀଙ୍କ ସମେତ ୩ ଗିରଫ
ସୁଟକେଶରେ ଭର୍ତ୍ତି ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ପୁଲିସ ୩ଜଣଙ୍କୁ ଗିରଫ କରିଥିବାର ଖବର ମିଳିଛି। ତିନି ଅଭିଯୁକ୍ତ ହେଲେ ମୃତ ଯୁବକଙ୍କ ସ୍ତ୍ରୀ, ସଂପର୍କୀୟ ଭାଇ ଓ ଅନ୍ୟ ଜଣେ। ଆଜି ଏମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି।ସୂଚନାଯୋଗ୍ୟ, ଗତକାଲି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ!-->…
