Odia News Portal
Yearly Archives

2023

ରାମଚରିତମାନସ ଉପରେ ବିବାଦୀୟ ମନ୍ତବ୍ୟ: ଏସପି ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ଏତଲା

ତୁଳସୀଦାସଙ୍କ ରାମଚରିତମାନସ ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ବରିଷ୍ଠ ଏସପି ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ଚିତ୍ରକୁଟ ଜିଲ୍ଲାର ରାଜପୁର ଥାନାରେ ଏତଲା ଦିଆଯାଇଛି । ଅନୁଜ ହନୁମନ୍ତ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ମୌର୍ଯ୍ୟଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି |

ନୂଆ ଲୁକରେ ନଜର ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆ ଲୁକରେ ନଜର ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରେ ଧଳା ରଙ୍ଗର ଟ୍ରାଉଜର ସାଙ୍ଗକୁ ସବୁଜ ଜର୍ସି ପିନ୍ଧିଛନ୍ତି ମୁଖ୍ୟମନ୍ତ୍ରୀ । ଜର୍ସିକୁ ସୋଭେନିୟର ଭାବେ ବ୍ୟବହାର କରାଯିବ । ଜର୍ସି ପଛରେ ବନ୍ଦେ ଉତ୍କଳ ଜନନୀ ଲେଖାଯାଇଛି । ଓଡ଼ିଶା କ୍ରୀଡ଼ା ପାଇଁ ରାଜ୍ୟବାସୀ

ଓଡ଼ିଶାରୁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲ୍‌

ବିଶିଷ୍ଟ ସେବା ପାଇଁ ଓଡ଼ିଶାରୁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ମେଡାଲ୍‌ । ସିଏମ୍‌ଓ ସ୍ୱତନ୍ତ୍ର ସଚିବ ତଥା ବରିଷ୍ଠ ପୋଲିସ ଅଧିକାରୀ ଡି. ଏସ୍‌. କୁଟ୍ଟେଙ୍କୁ ମିଳିବ ବିଶିଷ୍ଟ ସେବା ପଦକ । ଏହାସହ ସହ ଭିଜିଲାନ୍ସ କନଷ୍ଟେବଳ ପ୍ରହ୍ଲାଦ କୁମାର ରାଉତଙ୍କୁ ବି ମିଳିବ ବିଶିଷ୍ଟ ସେବା

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ଅଣଦେଖା କରାଯାଉଛି : ବିଜେଡି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ଅଣଦେଖା କରାଯାଉଛି ବୋଲି ଅଭିଯୋଗ କରିଛି ବିଜେଡି । ରାଜ୍ୟର ଦାବି ମୁତାବକ କେନ୍ଦ୍ର ସରକାର ଘର ଦେଲେ ନାହିଁ ବୋଲି ପ୍ରେସମିଟରେ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ଓ ଶ୍ରୀମୟୀ ମିଶ୍ର । ରାଜ୍ୟକୁ ୧୫ଲକ୍ଷ ଘର

ପଞ୍ଚଭୂତରେ ବିଲୀନ ହେଲା ସକାଳ ବ୍ରହ୍ମପୁର ସାମ୍ବାଦିକ ଚିରଞ୍ଜିତଙ୍କ ମରଶରୀର

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଆଞ୍ଚଳିକ ସ୍ତରରେ ଜଣାଶୁଣା ଏକ ଚେହେରା ଆଉ ଦେଖିବାକୁ ମିଳିବନି। କାରଣ ବ୍ରହ୍ମପୁରର ଜଣାଶୁଣା ଯୁବ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କ ବୁଧବାର ଭୋରରେ ପରଲୋକ ଘଟିଛି। ଏକାଧାରରେ ଅପରାଧ ଓ ଅଦାଲତ କାର୍ଯ୍ୟର ଖବର ରିପୋର୍ଟିଂରେ ପାରଙ୍ଗମ ଥିବା ସହ ଜଣେ ଯୁବ

ଭୋଟରମାନେ ଗଣତନ୍ତ୍ରର ସଂରକ୍ଷକ : ମୁଖ୍ୟମନ୍ତ୍ରୀ

ଆଜି ହେଉଛି ଜାତୀୟ ଭୋଟର ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୋଟରମାନେ ହେଉଛନ୍ତି ଗଣତନ୍ତ୍ରର ରକ୍ଷକ । ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ସମସ୍ତ ଯୋଗ୍ୟ ଭୋଟର ସକ୍ରିୟ ଭାବେ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇ ଦାୟିତ୍ଵପୂର୍ଣ୍ଣ ଭାବେ ମତଦାନ କରିବା

ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତଙ୍କ ପରଲୋକ

ଗତବର୍ଷ ଦିବଙ୍ଗତ ଅଭିନେତା ମିହିର ଦାସଙ୍କ ପରଲୋକ ଘଟିଥିଲା । ତେବେ ଏହା ମଧ୍ୟରେ ମିହିରଙ୍କ ପରିବାରକୁ ପୁଣି ମାଡ଼ି ଆସିଛି ଆଉ ଏକ ବଡ଼ ଦୁଃଖ ଖବର । ମିହିରଙ୍କ ସାନ ପୁଅ ଅକ୍ଲାନ୍ତଙ୍କ ପରଲୋକ ଘଟିଛି । ଲିଭର ଜନିତ ସମସ୍ୟା କାରଣରୁ ସେ କିଛିଦିନ ଧରି ଏମ୍ସରେ ଚିକିତ୍ସିତ ଥିଲେ । ଗତକାଲି

ମହିଳା ଯାତ୍ରୀଙ୍କ କମ୍ବଳରେ ପରିସ୍ରା ଘଟଣା ପାଇଁ ଏୟାର ଇଣ୍ଡିଆକୁ ୧୦ ଲକ୍ଷ ଟଙ୍କା ଜରିମାନା

ପ୍ୟାରିସ-ଦିଲ୍ଲୀ ବିମାନରେ ଜଣେ ମହିଳା ଯାତ୍ରୀଙ୍କ କମ୍ବଳରେ ପରିସ୍ରା ଘଟଣା ପାଇଁ ଏୟାର ଇଣ୍ଡିଆ ଉପରେ ପୁଣି ଜରିମାନା ଲାଗିଛି । ୬ ଡିସେମ୍ବର ୨୦୨୨ରେ ଘଟିଥିବା ଏହି ଘଟଣା ରିପୋର୍ଟ କରିନଥିବାରୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏୟାର ଇଣ୍ଡିଆ ଉପରେ ୧୦ ଲକ୍ଷ ଟଙ୍କା

ଭାରତରେ ଏମିତି ଏକ ମନ୍ଦିର ଯେଉଁଠି ପୂଜା ହେଉଛି ବିଲେଇ

ଯେମିତି ଭଗବାନ ଗଣେଶଙ୍କ ବାହନ ମୂଷା। ଆପଣ ଅନେକ ଜାଗାରେ ଦେଖିଥିବେ ଯେ ମୂଷାକୁ ପୂଜା କରାଯାଏ। ଠିକ ସେହିପରି ଲକ୍ଷ୍ମୀଙ୍କ ବାହନ ପେଚାକୁ ବି ପବିତ୍ର ବୋଲି ଧରନ୍ତି ଲୋକେ। ମା ଦୁର୍ଗାଙ୍କ ବାହନ ସିଂହ, ତେଣୁ ସିଂହର ମୂର୍ତ୍ତିବି ମନ୍ଦିର ବାହାରେ ସ୍ଥାପନା କରାଯାଇଥାଏ। କିନ୍ତୁ ବିଲେଇ

ଖୋଲିଲା ଶ୍ରୀମନ୍ଦିର ସମ୍ମୁଖ ରାସ୍ତା, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଖୁସି

ଖୋଲିଲା ଶ୍ରୀମନ୍ଦିର ସମ୍ମୁଖ ରାସ୍ତା । ୧୭ ଦିନ ପରେ ଶ୍ରୀମନ୍ଦିର ସମ୍ମୁଖ ରାସ୍ତା ଖୋଲାଯାଇଛି । ଏହାପରେ ଖୁସି ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ । ଏହି ରାସ୍ତା ଦେଇ କୌଣସି ଯାନବାହାନ ଯିବ ନାହିଁ । କେବଳ ଜନସାଧାରଣ ଭକ୍ତ ଚାଲି ଚାଲି ଯିବାର ବ୍ୟବସ୍ଥା କରାଯାଇଛି ।