ଅଟୋ -ଭ୍ୟାନ ମୁହାଁମୁହିଁ ଧକ୍କା, ୩ ମୃତ, ୨ ଆହତ
ମୟୂରଭଞ୍ଜ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାରିପଦା- ଦେଉଳି ରାସ୍ତାର ସିନାଧୁଆ ଛକ ନିକଟରେ ଏକ ଅଟୋ ଓ ପିକ୍ଅପ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଅଟୋରେ ବସିଥିବା ୩ ଜଣଙ୍କର ମୃତ୍ୟୁ ହୋଇଛି । ସେମାନେ ସମସ୍ତେ ଶୁଳିଆପଦା ଥାନା ଚୁହାଟ ଗାଁର ବୋଲି ଜଣାପଡିଛି । ଉଭୟ ଅଟୋ!-->…
