ବାଚସ୍ପତିଙ୍କ ଚେୟାରକୁ ସମ୍ମାନ ଦିଅ: ସୁର ରାଉତରାୟ
ବିଧାନସଭାରେ ବିଜେପିର ହୀନ ଆଚରଣକୁ ସମାଲୋଚନା କଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସୁରେଶ କହିଛନ୍ତି ବାଚସ୍ପତିଙ୍କ ଚେୟାରକୁ ଅସମ୍ମାନ କରିଛି ବିଜେପି । ଚେୟାର ଉପରକୁ ଡାଲି ଫୋପାଡ଼ିବା ଠିକ ନୁହେଁ । ଏପରି ଆଚରଣ ଦେଖାଇ ଗୃହର ମର୍ଯ୍ୟାଦା ହାନୀ କରିଛନ୍ତି ବିଜେପି ବିଧାୟକ ।!-->…