Odia News Portal
Monthly Archives

March 2024

‘ନୋଟାରେ ଦେବୁ ପଛେ ଅପରାଜିତାଙ୍କୁ ନୁହଁ’

ଭୁବନେଶ୍ୱରରୁ ବେଗୁନିଆ ଏବେ ସବୁଠି ଭାଜପାର ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରାଯାଉଛି। ଭାଜପା ପକ୍ଷରୁ ଲୋକ ସଭା ପ୍ରଥମ ପର୍ଯ୍ୟାୟ ତାଲିକାରେ ଭୁବନେଶ୍ୱର ଆସନରୁ ଅପରାଜିତା ଟିକେଟ ପାଇବା ପରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଯାଇଥିଲେ। ସେଠାରେ ଲିଙ୍ଗରାଜ ମନ୍ଦିର…

 ପୁଣି ଛଅଟି ଆସନର ପ୍ରାର୍ଥୀ ଘୋଷଣା 

ବିଜେଡି ଆଜି ପୁଣି ବାକିଥିବା ଲୋକସଭା ଆସନର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଯେଉଁ ଛଅଟି ଆସନର ପ୍ରାର୍ଥୀ ଘୋଷଣା ହୋଇଛି ସେମାନେ ହେଲେ.. ପୁରୀ- ଅରୂପ ପଟ୍ଟନାୟକ କନ୍ଧମାଳ- ଅଚ୍ୟୁତ ସାମନ୍ତ କଟକ-…

ରାଇରଙ୍ଗପୁର ଅଞ୍ଚଳରୁ ଜଣେ ନାବାଳିକା ଉଦ୍ଧାର

ଖୁଣ୍ଟା ପୋଲିସ ଦ୍ବାରା ରାଇରଙ୍ଗପୁର ଅଞ୍ଚଳରୁ ଜଣେ ନାବାଳିକା ଉଦ୍ଧାର | ସୂଚନା ଅନୁସାରେ ଖୁଣ୍ଟା ଅଞ୍ଚଳର ଜଣେ ନିଖୋଜ ଥିବା ନାବାଳିକାଙ୍କୁ ଉଦ୍ଧାର କରାଯାଇଛି | ଖୁଣ୍ଟା ପୋଲିସ ଦ୍ବାରା ନାବାଳିକା ରାଇରଙ୍ଗପୁର ଉଦ୍ଧାର ହୋଇଥିବା ସୂଚନା ମିଳିଛି। ତେବେ ନାବାଳିକା ନିଖୋଜ ନେଇ ଖୁଣ୍ଟା…

ପିଲାମାନଙ୍କ ବ୍ରେନ୍ ପାୱାର ବଢାଇବାକୁ ଦିଅନ୍ତୁ ଏହି ସବୁ ଖାଦ୍ୟ

ପିଲାମାନଙ୍କ ବ୍ରେନ୍ ଉପରେ ପ୍ରଭାବ ପକାଏ ଏକ ସ୍ଵାସ୍ଥ୍ୟକର ଡାଇଟ୍। ଶରୀରକୁ ଜରୁରୀ ପୋଷଣ ଏବଂ ଭିଟାମିନ୍ ମିଳିବା ଦ୍ଵାରା ବ୍ରେନ୍ ଠିକ୍ ଭାବରେ କାମ କରିଥାଏ। ତେଣୁ ପିଲାମାନଙ୍କ ବ୍ରେନ୍‌କୁ ଅଧିକ ସାର୍ପ କରିବା ପାଇଁ ଆପଣଙ୍କ ପିଲାମାନଙ୍କୁ ଦିଅନ୍ତୁ ଭିଟାମିନ୍ ଓ ପୋଷଣଯୁକ୍ତ ଖାଦ୍ୟ। …

ସମ୍ବଲପୁରରେ ଧର୍ମେନ୍ଦ୍ର ବନାମ ପ୍ରଣବ

ନିର୍ବାଚନୀ ମାହୋଲ ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବିଜେଡି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେଡି ପକ୍ଷରୁ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ…

କୋରାପୁଟକୁ ଛାଡି ସବୁଠି ବଦଳିଲେ ପ୍ରାର୍ଥୀ 

୯ ଲୋକସଭା ପ୍ରାର୍ଥୀଙ୍କ ଭିତରୁ ୮ ନୂଆ ମୁହଁ । ବୁଧବାର ବିଜେଡି ଘୋଷଣା କରିଥିବା ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ କେବଳ କୋରାପୁଟ ପ୍ରାର୍ଥିନୀ କୌଶଲ୍ୟା ହିକ୍କକାଙ୍କୁ ଛାଡିଦେଲେ, ସମସ୍ତ ଆସନରେ ପ୍ରାର୍ଥୀ ବଦଳାଇଛି ବିଜୁ ଜନତା ଦଳ । ୯ ଆସନରୁ ୮ ସ୍ଥାନରେ ଦଳ ନୂଆ ମୁହଁଙ୍କୁ ଭରସା କରି…

ଆସିଲା ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନିଜ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଖୋଦ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ଉଭୟ ବିଧାନସଭା ଓ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ସୋନପୁରରୁ ଦଳ ନିରଞ୍ଜନ ପୂଜାରୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ପାଟଣାଗଡ଼ରୁ ସରୋଜ ମେହର,ବଲାଙ୍ଗୀରରୁ କଳିକେଶ…

 ବିଜେଡିରେ ସାମିଲ ହୋଇଛନ୍ତି ମନ୍ମଥ ରାଉତରାୟ

ବିଜେଡିରେ ସାମିଲ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ଆଜି ଭୁବନେଶ୍ୱରରେ ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ ପାଇଲଟ ମନ୍ମଥ ରାଉତରାୟ। ସେ ପାଇଲଟ ଚାକିରି…

ଆଜି ପ୍ରଥମ ପର୍ୟ୍ୟାୟ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନର ଶେଷ ଦିନ

ଦେଶରେ ପ୍ରଥମ ପର୍ୟ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ନାମାଙ୍କନର ଶେଷ ଦିନ। ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ସଂସଦୀୟ କ୍ଷେତ୍ରରେ ଗତ ୨୦ ତାରିଖରୁ ନୋମିନେସେନ ଆରମ୍ଭ ହୋଇଥିବାବେଳେ ଆଜି ପ୍ରାର୍ଥୀଙ୍କ ପାଇଁ ଶେଷ ସୁଯୋଗ ରହିଛି। କାଲି ପ୍ରାର୍ଥିପତ୍ର ଯାଞ୍ଚ ପରେ ଚୂଡ଼ାନ୍ତ…

ଆରମ୍ଭ ହେଲା ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ଯାତ୍ରା

ଲୋକକଳାର ଭୂମି ଗଞ୍ଜାମ ଜିଲ୍ଲା ଯେଉଁଠି କୋଣ ଅନୁକୋଣରେ ବିବିଧ ଲୋକନୃତ୍ୟ ଓ ସଙ୍ଗୀତର ସମାହାର ଦେଖିବାକୁ ମିଳେ। ଏଠିକାର ଲୋକ ସଂସ୍କୃତିର ପରମ୍ପରା ବେଶ୍ ପ୍ରାଚୀନ, ବିବିଧତା ସମ୍ପନ୍ନ, ଐତିହ୍ୟପୂର୍ଣ୍ଣ। ସେଥିରୁ ଅନ୍ୟତମ ଲୋକପ୍ରିୟ ଲୋକକଳା ହେଉଛି ଦଣ୍ଡ ଯାତ୍ରା। ଏହାର ଅବଧି ୨୧ ଦିନିଆ,…