Odia News Portal
Yearly Archives

2024

ନୀଳଗିରିରୁ ଲଢ଼ିପାରନ୍ତି ଶ୍ରୀମୟୀ ମିଶ୍ର

ନୀଳଗିରିରୁ ଲଢ଼ିବେ ବିଜେଡିର ନାରୀନେତ୍ରୀ ଶ୍ରୀମୟୀ ମିଶ୍ର । ଏଭଳି ତଥ୍ୟ ସାମାଜିକ ଗଣମାଧ୍ୟମରେ ଆସିବା ପରେ ନୀଳଗିରିର ରାଜନୈତିକ ତାତି ବୈଶାଖକୁ ଟପି ଯାଇଛି । ଦୁଇ ଜଣଙ୍କ କଳିରୁ ତୃତୀୟ ଜଣଙ୍କ ଲାଭ ହେବ କି ବୋଲି ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି । ନୀଳଗିରି ନିର୍ବାଚନମଣ୍ଡଳୀରେ

ଡବଲ ମର୍ଡର: ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

୫ ବର୍ଷ ତଳେ ଅତି ବୀଭତ୍ସ ଭାବେ ଦୁଇ ଜଣଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ। ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ଆଜି ପ୍ରକାଶ ପାଇଛି ରାୟ। ଆଉ ଅଭିଯୁକ୍ତଙ୍କୁ ମିଳିଛି ଫାଶୀ ଦଣ୍ଡାଦେଶ। ନୟାଗଡ଼ ଜିଲ୍ଲା ଓଡଗାଁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଏକ ହତ୍ୟା ମାମଲାର ଶୁଣାଣି କରି ଏହି ରାୟ

ମେ 8 ଯାଏ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ବୃଦ୍ଧି

ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ କୋର୍ଟ ବୃଦ୍ଧି କରିଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ଲିକର ପଲିସି ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ମନୀଷ ସିସୋଡିଆ ପୁଣି ଥରେ

ମୟୂରଭଞ୍ଜରେ ସରଗରମ ନିର୍ବାଚନୀ ମାହୋଲ; ବିଜେଡିର ଆଶୀର୍ବାଦ ସମାରୋହ

ମୟୂରଭଞ୍ଜ ଜିଲ୍ଲାରେ ସରଗରମ ହୋଇ ଉଠିଛି ନିର୍ବାଚନୀ ମାହୋଲ। ବିଭିନ୍ନ ରାଜନୈତିକ ଦଳ ତରଫରୁ ପ୍ରଚାର ପ୍ରସାର ଜୋର ଧରିଥିବାବେଳେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ ମଧ୍ୟ ଉଠୁଛି ପଡୁଛି। ଆଜି ବିଜେଡି ତରଫରୁ ଆଶୀର୍ବାଦ ସମାରୋହ ନାମରେ ଏକ ବିରାଟ କର୍ମୀ ସମ୍ମିଲଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ଉମରକୋଟ ଓ ଝରିଗାଁରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର

ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଉମରକୋଟ ଓ ଝରିଆଁରେ ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଛନ୍ତି । ବହୁସଂଖ୍ୟାରେ ଆସି ଭୋଟ ଦେଇ

EVM ଭୋଟକୁ ସୁପ୍ରିମକୋର୍ଟଙ୍କ ମୋହର

ନିର୍ବାଚନରେ ବାଲାଟ ପେପର ବ୍ୟବସ୍ଥା ଫେରାଇ ଆଣିବାକୁ ହୋଇଥିବା ଆବେଦନ ଖାରଜ। ଆଜି ସର୍ବୋଚ୍ଚ ଅଦାଲତ ଏ ଉପରେ ଶୁଣାଣି କରି ଆବେଦନକୁ ଖାରଜ କରିବା ସହ EVM ଜରିଆରେ ହିଁ ଭୋଟିଂ ହେବ ବୋଲି କହିଛନ୍ତି। ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରାଏଲ୍ (VVPAT) ସ୍ଲିପ୍ ସହିତ

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ: ସ୍ତ୍ରୀଙ୍କ ସମ୍ପତ୍ତିରେ ସ୍ୱାମୀଙ୍କ ନିୟନ୍ତ୍ରଣ ନାହିଁ

ବିବାହିତ ମହିଳାଙ୍କ ଧନ/ସମ୍ପତ୍ତି ଉପରେ ସେମାନଙ୍କ ଅଧିକାରକୁ ଅଧିକ ମଜଭୁତ କରିଛନ୍ତି ସୁପ୍ରିମକୋର୍ଟ । ବୁଧବାର ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, 'ସ୍ତ୍ରୀଧନ' ଦମ୍ପତ୍ତିଙ୍କ ଯୁଗ୍ମ ସମ୍ପତ୍ତି ହୋଇପାରିବ ନାହିଁ । ନିଜ ସ୍ତ୍ରୀଙ୍କ ସମ୍ପତ୍ତି ଉପରେ ସ୍ୱାମୀଙ୍କର

ସବୁଠୁ ମହଙ୍ଗା ହେବ ୨୦୨୪ ଲୋକସଭା ନିର୍ବାଚନ, ୧.୩୫ ଲକ୍ଷ କୋଟି ଟପିବ ଖର୍ଚ୍ଚ

ଭାରତରେ ୧୮ ତମ ଲୋକସଭା ନିର୍ବାଚନର ଖର୍ଚ୍ଚ ଏକ ନୂଆ ରେକର୍ଡ କରିବାକୁ ଯାଉଛି । ସାରା ବିଶ୍ୱରେ ସବୁଠୁ ବଡ଼ ଗଣତାନ୍ତ୍ରିକ ଦେଶ ଭାରତରେ ସାଧାରଣ ନିର୍ବାଚନୀ ଖର୍ଚ୍ଚ ୧.୩୫ ଲକ୍ଷ କୋଟି ଟଙ୍କା ଟପିବ ବୋଲି ସେଣ୍ଟର ଫର୍ ମିଡିଆ ଷ୍ଟଡିଜ୍ (ସିଏମ୍ଏସ୍) ଏନ୍ଜିଓ ଏକ ରିପୋର୍ଟରେ ଦାବି କରିଛି ।

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ଶୁକ୍ରବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରୁ ୧୩ ଲୋକ ସଭା ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଆରମ୍ଭ ହୋଇଛି ମତଦାନ। ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହେଉଥିବା ବେଳେ ୧୨୦୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଏହି ପ୍ରାର୍ଥୀଙ୍କ

ଛତିଶଗଡ ମଦ ଦୁର୍ନୀତି ମାମଲାରେ ଇଡିର ଆଉ ଏକ ବଡ କାର୍ଯ୍ୟାନୁଷ୍ଠାନ

ଛତିଶଗଡ ମଦ ଦୁର୍ନୀତି ମାମଲାରେ ଇଡି ଆଉ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶନିବାର ଇଡି ଏହି ମାମଲାରେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଅନିଲ ତୁଟେଜାଙ୍କୁ ଗିରଫ କରିଛି । ପାଖାପାଖି ୨ହଜାର କୋଟିରୁ ଅଧିକ ଟଙ୍କା ମୂଲ୍ୟର ଏହି ମଦ ଦୁର୍ନୀତିରେ ଇଡି ଏପ୍ରିଲ ୮ ରେ ଏକ ଚାର୍ଜସିଟ ଦାଖଲ