ନିର୍ବାଚନ ପ୍ରସ୍ତୁତି: ଆଜି ବ୍ରହ୍ମପୁର ଓ ଆସ୍କା ସଂସଦୀୟ କ୍ଷେତ୍ର ବିଜେଡି ନେତାଙ୍କ ସହ ନବୀନଙ୍କ ଆଲୋଚନା
ଆଗାମୀ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ବିଭିନ୍ନ ରଣନୀତି ପ୍ରସ୍ତୁତି ପାଇଁ ତତ୍ପରତା ପ୍ରକାଶ ପାଇଛି । ଗତ ତିନି ଦିନ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂସଦୀୟ କ୍ଷେତ୍ର ଅନୁସାରେ ଦଳର ସ୍ଥିତି ଓ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରୁଛନ୍ତି । ଏ କ୍ରମରେ ଆଜି!-->…
