Odia News Portal
Monthly Archives

June 2026

ଓଡ଼ିଶା ପାରା ବ୍ୟାଡ୍‌ମିଣ୍ଟନ୍ ଖେଳାଳିଙ୍କ କମାଲ: ବିଶ୍ୱ ଯୁବ କ୍ରୀଡ଼ାରେ ଜିତିଲେ ୬ ପଦକ

ଭୁବନେଶ୍ୱର: ବିଶ୍ୱ କ୍ରୀଡ଼ା ମଞ୍ଚରେ ପୁଣି ଉଡ଼ିଲା ଓଡ଼ିଶାର ବିଜୟ ବାନା। ସୁଦୂର ବିଦେଶ ମାଟିରେ ଆୟୋଜିତ ବିଶ୍ବ ଆବିଲିଟିସ୍ପୋର୍ଟ ଯୁବ କ୍ରୀଡ଼ାରେ ଓଡ଼ିଶାର ଦୁଇ ପ୍ରତିଭାବାନ ପାରା ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ଆକାଶ ରଞ୍ଜନ ମୁଣ୍ଡ ଏବଂ ବିଭାସିନ୍ଧୁ ବାରିକ ଚମତ୍କାର ପ୍ରଦର୍ଶନ କରିଛନ୍ତି।…

ଧାରା ୩୭୦ ଉଚ୍ଛେଦ ଦ୍ୱାରା ଡଃ ମୁଖାର୍ଜୀଙ୍କ ‘ଅଖଣ୍ଡ ଭାରତ’ର ସ୍ୱପ୍ନ ସାକାର ହୋଇଛି

ଭାରତ ମାତାର ମହାନ ସୁପୁତ୍ର ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 'ରାଷ୍ଟ୍ର ପ୍ରଥମ' (Nation First) ନୀତିରେ ଅନୁପ୍ରାଣିତ ହୋଇ ପବିତ୍ର ଓଡ଼ିଶା ମାଟି ତଥା ସମଗ୍ର ଭାରତବର୍ଷକୁ ସଶକ୍ତ, ସମୃଦ୍ଧ ଓ ଏକତାର ସୂତ୍ରରେ ବାନ୍ଧି ରଖିବା ପାଇଁ କାର୍ଯ୍ୟ କରିବାକୁ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି ।…

ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗରେ ବିଜେଡିକୁ ଝଟକା

ବିଜେଡିରୁ ନିଲମ୍ବିତ ୮ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ ହେବ ନାହିଁ। ବିଜେଡିର ଅଯୋଗ୍ୟତା ଆବେଦନକୁ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ। ଦଳୀୟ ହୁଇପ ଅମାନ୍ୟ, ସର୍ବସାଧାରଣରେ ଦଳ ବିରୋଧରେ ମନ୍ତବ୍ୟ ଦେବା ଅଭିଯୋଗରେ ୮ ଜଣ ବିଧାୟକଙ୍କ ପଦ ରଦ୍ଦ କରିବା ପାଇଁ ବାଚସ୍ପତିଙ୍କ ନିକଟରେ ପିଟିସନ ଦାୟର…

ରୁଷିଆରୁ ଭାରତର ଅଶୋଧିତ ତୈଳ ଆମଦାନୀରେ ରେକର୍ଡ ବୃଦ୍ଧି

ମଧ୍ୟପ୍ରାଚ୍ୟରେ ତୈଳ ଯୋଗାଣ ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ନ ହେବା ପୂର୍ବରୁ ଭାରତ ରୁଷିଆରୁ ଅଶୋଧିତ ତୈଳ ଆମଦାନୀକୁ ବଡ଼ ମାତ୍ରାରେ ବଢ଼ାଇଛି। ସାମୁଦ୍ରିକ ଗୋଇନ୍ଦା ସଂସ୍ଥା ‘କେପ୍ଲର’ର ତଥ୍ୟ ଅନୁଯାୟୀ, ଚଳିତ ଜୁନ୍ ୧ରୁ ୧୯ ତାରିଖ ମଧ୍ୟରେ ଭାରତ ପ୍ରତିଦିନ ହାରାହାରି ୨୬.୬ ଲକ୍ଷ…

ଯୁବଶକ୍ତି ଫାଉଣ୍ଡେସନ ପକ୍ଷରୁ ମହାସମାରୋହରେ ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ

ରାଜଧାନୀ ଭୁବନେଶ୍ୱରରେ ଯୁବଶକ୍ତି ଫାଉଣ୍ଡେସନ ଆନୁକୂଲ୍ୟରେ ମହାସମାରୋହରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମର ଟ୍ୟାଗ୍ ଲାଇନ୍ ରହିଥିଲା Yoga for one earth one health. ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୁବଶକ୍ତି ଫାଉଣ୍ଡେସନର ପ୍ରତିଷ୍ଠାତା…

କଲ୍ୟାଣସିଂହପୁରରେ ଭିଡ଼ ହିଂସା ମାମଲା, ୧୬ ଜଣ ଗିରଫ କୋର୍ଟ ଚାଲାଣ

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଇନ୍ତାଲିଗୁଡ଼ା ଗ୍ରାମ ନିକଟରେ ପିଲାଚୋର ସନ୍ଦେହରେ ଏକ ଯୁବକ ଓ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ସମ୍ପୃକ୍ତ ଥିବା ୧୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ଗିରଫ କରି…

ଇଂଲଣ୍ଡ ବିପକ୍ଷ ଦିନିକିଆ ଲାଗି ଭାରତୀୟ ଦଳ ଘୋଷିତ

ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଲାଗି ରବିବାର ଭାରତୀୟ ଦଳ ଘୋଷିତ ହୋଇଛି। ଏହି ଦଳରେ ତାରକା ବ୍ୟାଟର୍‌ ବିରାଟ କୋହଲିଙ୍କୁ ସର୍ତ୍ତମୂଳକ ଭାବେ ସାମିଲ କରାଯାଇଛି। ଯଦି ସେ ସମ୍ପୂର୍ଣ୍ଣ ସୁସ୍ଥ ହୁଅନ୍ତି ତେବେ ଦଳ ସହ ୟୁକେ ଗସ୍ତ କରିବେ। ଅନ୍ୟପକ୍ଷରେ ୨ ବର୍ଷ ପରେ…

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଯୋଗାଭ୍ୟାସ

ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୬ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗକୁ ଶାରୀରିକ, ବୌଦ୍ଧିକ ଓ ଆଧ୍ୟାତ୍ମିକତାର ଏକ ଅପୂର୍ବ ସଙ୍ଗମ ଭାବେ ଅଭିହିତ କରିଛନ୍ତି।…

ମାନସିକ ଶାନ୍ତି ବିଗାଡୁଛି ସ୍ମାର୍ଟଫୋନ୍ ନିଶା, ଇଟାରେ ଛେଚିଲେ ଗାଁ ଲୋକ

ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ୍ ଲୋକଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଛି । ସକାଳେ ଆଖି ଖୋଲିବା ପରଠୁ ବିଛଣାକୁ ଯିବା ପର୍ଯ୍ୟନ୍ତ ସ୍ମାର୍ଟଫୋନ୍‌କୁ ଲୋକେ ଛାତିରେ ଲଗାଇ ରଖୁଛନ୍ତି । ସୋସିଆଲ ମିଡିଆ, ଅନ୍‌ଲାଇନ୍ ଗେମ୍ ଓ ଇଣ୍ଟରନେଟ୍ ଲୋକଙ୍କ ଧ୍ୟାନ ଏଭଳି ଆକର୍ଷିତ କରିଛି ଯେ ଏହାର…

ଦୁଆର ମୁଁହରେ ଚିକିତ୍ସା ସୁବିଧା ଯୋଗାଉଛି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌, ମେରାମଣ୍ଡଳୀର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା

କଥାରେ ଅଛି ସ୍ଵାସ୍ଥ୍ୟ ହିଁ ସମ୍ପଦ । ଗୋଟିଏ ସୁସ୍ଥ ପରିବାର ଏବଂ ସୁସ୍ଥ ଗାଁ ହିଁ ଏକ ସୁଦୃଢ଼ ସମାଜର ମୂଳଦୁଆ । ଏଥିପାଇଁ ଆଗେଇ ଆସିଛି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍, ମେରାମଣ୍ଡଳୀ । ‘ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା’ (mPHU) ମାଧ୍ୟମରେ ଆଜି ଟାଟା ଷ୍ଟିଲ…