ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷା ହ୍ରାସ, Z+ରୁ ମିଳିଲା Y କ୍ୟାଟେଗୋରୀ ସୁରକ୍ଷା
ପଶ୍ଚିମବଙ୍ଗରେ ନୂଆ ସରକାର ଗଠନ ପରେ ଭାରତୀୟ କ୍ରିକେଟ୍ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିଛି। ରାଜ୍ୟ ସରକାର ତାଙ୍କ ସୁରକ୍ଷାକୁ Z+ ଶ୍ରେଣୀରୁ ହଟାଇ Y ଶ୍ରେଣୀକୁ ଖସାଇ ଦେଇଛନ୍ତି। ସୌରଭ ଗାଙ୍ଗୁଲି ବର୍ତ୍ତମାନ ପଶ୍ଚିମବଙ୍ଗ କ୍ରିକେଟ୍…
