Odia News Portal
Monthly Archives

November 2026

ପାଣି ଉପରେ ଭାସୁଛି ରହସ୍ୟମୟ ହିନ୍ଦୁ ମନ୍ଦିର!

ଦୁନିଆରେ ଏମିତି ଏକ ମନ୍ଦିର ଅଛି, ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଚାରିପଟେ ସମୁଦ୍ର ପାଣି, ମଝିରେ ଏକ ବିଶାଳ ପଥର ଉପରେ ରହିଛି ହିନ୍ଦୁ ମନ୍ଦିର। ଆଉ ସବୁଠାରୁ ରୋଚକ କଥା ହେଉଛି, ଏହି ମନ୍ଦିରକୁ ସୁରକ୍ଷା ଦେଉଛନ୍ତି ବିଷଧର ସାପ! ଏମିତି କି ଜୁଆର ସମୟରେ ମନ୍ଦିରଟି ପାଣି…

କୋଟିଆ ସୀମାରେ ଯୁଦ୍ଧ ପରିସ୍ଥତି!

ଦିନକ ପରେ ଆନ୍ଧ୍ର ସରକାର ଓଡ଼ିଶାର କୋଟିଆ ଅଞ୍ଚଳରେ ଅନୁପ୍ରବେଶ କରି ପଞ୍ଚାୟତ ନିର୍ବାଚନ କରିବାକୁ ଉଦ୍ୟମ ଜାରି ରଖିଛି । ଏଥିରେ ଆନ୍ଧ୍ର ସଫଳ ହେଲେ କୋଟିଆକୁ ଓଡ଼ିଶାରୁ ଛଡ଼େଇ ନେବା ପାଇଁ ଆନ୍ଧ୍ରକୁ ସହଜ ହେବ ଭାବି ଆନ୍ଧ୍ର ସରକାର ଆପ୍ରାଣ ଉଦ୍ୟମ କରୁଛି । ଯାହାଫଳରେ କୋଟିଆ ସୀମାନ୍ତରେ…

କଡ଼ା ସୁରକ୍ଷା ବଳୟରେ ବିଗ ବି

ଅମିତାଭ ବଚ୍ଚନ ଯାହାଙ୍କୁ ଆମେ ବଲଉଡ଼ର ବିଗ୍ ବି ବୋଲି କହିଥାଉ। ବିଗ ବିଙ୍କ ଟିକିଏ ଝଲକ ପାଇବା ପାଇଁ ପ୍ରଶଂସକମାନେ ପାଗଳ ଭଳି ହୁଅନ୍ତି । ଅମିତବାଙ୍କୁ ଦେଖା କରିବାକୁ ତାଙ୍କର ଜାଲସା ବଙ୍ଗଳାରେ ପ୍ରତି ରବିବାର ଅସଂଖ୍ୟ ଭିଡ଼ ଜମେ । ପ୍ରତେକ ରବିବାର ବିଗ୍ ବି ନିଜ ଫ୍ୟାନଙ୍କୁ ଭେଟି ଥାଆନ୍ତି…

ସ୍ମୃତିରେ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର

ବିଶିଷ୍ଟ ସ୍ନାୟୁ ଶଲ୍ୟ ଚିକିତ୍ସକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ପ୍ରଫେସର ଡା ଅଶୋକ କୁମାର ମହାପାତ୍ର ଦିଲ୍ଲୀ ଏମ୍‌ସରେ ପରଲୋକ ଘଟିଛି। ଡା ମହାପାତ୍ର ମସ୍ତିଷ୍କ କର୍କଟରେ ଆକ୍ରାନ୍ତ ଥିଲେ। ସେପ୍ଟେମ୍ବର ୨୭ତାରିଖରେ ତାଙ୍କୁ ନୂଆଦିଲ୍ଲୀ ଏମ୍‌ସକୁ ଚିକିତ୍ସା ପାଇଁ ନିଆଯାଇଥିଲା ।ସେଠାରେ…

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଜେଲ୍‌ ଗଲେ ବିଦ୍ୟାଭାରତୀ

ପାଞ୍ଚ ବର୍ଷ ଧରି ରାଜ୍ୟବ୍ୟାପୀ ଚର୍ଚ୍ଚାରେ ଥିବା ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଆଜି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। କୋର୍ଟ ଜାମିନ ଆବେଦନକୁ ଖାରଜ କରିବା ପରେ ତାଙ୍କୁ ୧୩ ଦିନିଆ…

ପଞ୍ଜାବରେ ଆପ୍‌କୁ ବଡ଼ ଝଟ୍‌କା; ବିଜେପିରେ ମିଶିଲେ ୩ ବିଧାୟକ

ପଞ୍ଜାବରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି (ଆପ୍‌)କୁ ଶକ୍ତ ଧକ୍କା ଲାଗିଛି। ଦଳର ତିନି ଜଣ ବିଧାୟକ ଇସ୍ତଫା ଦେବାର କିଛି ଘଣ୍ଟା ପରେ ସୋମବାର ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ଏହି ଘଟଣା ପଞ୍ଜାବ ରାଜନୀତିକୁ ସରଗରମ କରିବା ସହ ଶାସକ ଦଳର…

ବନ୍ୟା କ୍ଷତିପୂରଣ ଘୋଷଣା କଲେ ସରକାର

ବାତ୍ୟା ଅର୍ଣ୍ଣବ ଦ୍ବାରା ପ୍ରଭାବିତ ପ୍ରତ୍ୟେକ ପରିବାରକୁ ୫୦ କିଲୋଗ୍ରାମ ଚାଉଳ ସହିତ ୨୫୦୦ ଟଙ୍କା ଅନୁଗ୍ରହ ମୂଳକ ସହାୟତା ପ୍ରଦାନ କରାଯିବ। ସେହିପରି ବିଭିନ୍ନ ପ୍ରକାର ଫସଲ ନଷ୍ଟ ପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ। ଯେଉଁଠାରେ ୩୩% କିମ୍ବା ତା’ଠାରୁ ଅଧିକ ଫସଲ ହାନି…

ଦିଲ୍ଲୀରେ INDIA ମେଣ୍ଟର ମହାସମାବେଶ

ନିର୍ବାଚନ କମିଶନଙ୍କ ବିରୋଧରେ ଏକାଠି ହେବେ ବିରୋଧୀ ଦଳ! SIR ଏବଂ ଭୋଟର ତାଲିକାରେ ଅନିୟମିତତା ଅଭିଯୋଗକୁ ନେଇ ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ କରିବ INDIA ମେଣ୍ଟ। ଏଥିପାଇଁ ଐତିହାସିକ ରାମଲୀଳା ମୈଦାନରେ ଆୟୋଜନ ହେଉଛି ବିଶାଳ ମହାସମାବେଶ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ…

ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ନେଇ ବଢ଼ିଲା ଚିନ୍ତା

ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ନେଇ ବଢ଼ିଲା ଚିନ୍ତା। ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଏବେ ଧୀରେ ଧୀରେ ଅଧିକ ସକ୍ରିୟ ହେବାରେ ଲାଗିଛି। ଘଣ୍ଟା ପ୍ରତି ପ୍ରାୟ ୨୩ କିଲୋମିଟର ବେଗରେ ଆଗକୁ ବଢ଼ୁଥିବା ଏହି ଅବପାତ ଆଗାମୀ ସମୟରେ ବାତ୍ୟାର ରୂପ ନେବା ନେଇ ଆଶଙ୍କା ବଢ଼ିଛି। ପାଣିପାଗ ସମ୍ବନ୍ଧୀୟ…