Odia News Portal
Yearly Archives

2026

୨୦୨୬ ହକି ବିଶ୍ୱକପ୍ ସୂଚୀ ଘୋଷଣା ୧୯ ଅଗଷ୍ଟରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ହକି ପ୍ରେମୀଙ୍କ ପାଇଁ ବଡ଼ ଖବର। ୨୦୨୬ ପୁରୁଷ ଓ ମହିଳା ହକି ବିଶ୍ୱକପ୍ ପାଇଁ ଅନ୍ତର୍ଜାତୀୟ ହକି ମହାସଂଘ (FIH) ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ନେଦରଲାଣ୍ଡ ଏବଂ ବେଲଜିୟମର ମିଳିତ ଆନୁକୂଲ୍ୟରେ ଅଗଷ୍ଟ ୧୫ରୁ ୩୦ ଯାଏଁ ଏହି ମହାକୁମ୍ଭ ଅନୁଷ୍ଠିତ ହେବ। ତେବେ ସବୁଠାରୁ ଚର୍ଚ୍ଚିତ…

ଉଦଘାଟିତ ହେଲା ୨୪ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍

ଓଡ଼ିଶାର କ୍ରୀଡ଼ା ପ୍ରାଣକେନ୍ଦ୍ର କଳିଙ୍ଗ ଷ୍ଟାଡିୟମ ବର୍ତ୍ତମାନ ପାରା-ଆଥଲେଟମାନଙ୍କ ସାହସ ଏବଂ ସଂଘର୍ଷର କାହାଣୀରେ କମ୍ପୁଛି। ଭାରତୀୟ ପାରାଲିମ୍ପିକ୍ କମିଟି, ଓଡ଼ିଶା ସରକାର ଏବଂ ଓଡ଼ିଶା ପାରା ସ୍ପୋର୍ଟସ ଆସୋସିଏସନର ମିଳିତ ପ୍ରୟାସରେ ୨୪ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍-୨୦୨୬…

ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡିଲା କଂଗ୍ରେସ

ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଡାକ୍ତର ଦତ୍ତ୍ୱେଶ୍ୱର ହୋତାଙ୍କୁ ଭୋଟ ନଦେଇ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ କଂଗ୍ରେସ ଦାଶରଥୀ ଗମାଙ୍ଗୋ ଓ ସୋଫିଆ ଫିର୍ଦ୍ଦୋସ କ୍ରସ ଭୋଟ ଦେଇଥିଲେ l ଯାହା ଦଳୀୟ ଶୃଙ୍ଖଳାର ଘୋର ଅବମାନନା ସହ ସାମ୍ବିଧାନିକ ନିୟମର…

ଜୁନ୍ 30 ସୁଦ୍ଧା SCBର ନୂଆ କ୍ଲିନିକାଲ୍ ୟୁନିଟ୍ ବିଲ୍ଡିଂ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ

ଏମ୍ସ ପ୍ଲସ ଢାଞ୍ଚାରେ ନିର୍ମାଣ ହେଉଥିବା ଏସସିବି ସମ୍ପ୍ରସାରଣ କାର୍ଯ୍ୟ ବୁଲି ସମୀକ୍ଷା କରିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଚଳିତବର୍ଷ ଜୁନ ୩୦ ସୁଦ୍ଧା ଏହି କୋଠା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ । ଚଳିତ ମାସରେ ନିର୍ମାଣ କାର୍ଯ୍ୟ ଶେଷ ହେବ ଏବଂ ଏସସିବିର ନୂଆ କ୍ଲିନିକାଲ…

ଜବତ ହେବ ଅବୈଧ ବନ୍ଧୁକ, କଡ଼ା ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଲାଇସେନ୍ସ ଅବଧି ଶେଷ ହେବା ପରେ ମଧ୍ୟ କିଛି ଲୋକ ବର୍ଷବର୍ଷ ଧରି ପାଖରେ ବନ୍ଧୁକ ରଖିଥିଲେ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୧୩୩ ଜଣ ପୂର୍ବ ଲାଇସେନ୍ସ ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ତାଲିକା ସଂଲଗ୍ନ କରି ବନ୍ଧୁକ ଫେରାଇବା କିମ୍ବା ଲାଇସେନ୍ସ…

ଆଜିଠାରୁ ଚୈତ୍ର ନବରାତ୍ରି ଆରମ୍ଭ

ଗୁରୁବାରଠାରୁ ପବିତ୍ର ଚୈତ୍ର ନବରାତ୍ରି ପର୍ବ ଆରମ୍ଭ ହେଉଛି। ଏଥିପାଇଁ ଦେବୀ ମନ୍ଦିରଗୁଡ଼ିକୁ ମହାସମାରୋହରେ ସଜାଯାଇଛି। ମାତା ବୈଷ୍ଣୋ ଦେବୀ ମନ୍ଦିରକୁ ମଧ୍ୟ ସୁନ୍ଦର ଭାବରେ ସଜାଯାଇଛି। ଭକ୍ତମାନେ ନଅ ଦିନ ଧରି ମାତାଙ୍କ ନଅଟି ରୂପକୁ ପୂଜା କରିବେ ଏବଂ ଆଶୀର୍ବାଦ ପାଇବେ। ଏହା ସହିତ…

କାତାର ଶକ୍ତି କେନ୍ଦ୍ର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ

ବୁଧବାର ଦିନ ଇସ୍ରାଏଲ ଇରାନରେ ବିଶ୍ୱର ସର୍ବବୃହତ ଗ୍ୟାସ କ୍ଷେତ୍ର ଉପରେ ଆକ୍ରମଣ କରିଛି। ଦକ୍ଷିଣ ପାର୍ସ ଗ୍ୟାସ କ୍ଷେତ୍ର ଉପରେ ଆକ୍ରମଣରେ କ୍ରୋଧିତ ଇରାନ ଉପସାଗରୀୟ ଅଞ୍ଚଳରେ ତୈଳ ଏବଂ ଗ୍ୟାସ କ୍ଷେତ୍ର ଉପରେ ଆକ୍ରମଣ କରି ପ୍ରତିଶୋଧ ନେଇଛି। କାତାରର ରାଷ୍ଟ୍ରାୟତ୍ତ ଶକ୍ତି କମ୍ପାନୀ ଇରାନୀ…

ହାଇୱା ଧକାରେ ବାଇକ ଚାଳକଙ୍କର ମୃତ୍ୟୁ

ଗଂଜାମ ଜିଲ୍ଲା ଦିଗପହଣ୍ଡି ଥାନା ଲକ୍ଷ୍ମୀନାରାୟଣ ପୁର ଛକ ନିକଟରେ ହାଇୱା ଧକାରେ ବାଇକ ଚାଳକର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିପାରିନି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଦିଗପହଣ୍ଡି ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଚାପା ଉତ୍ତେଜନା…

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣଗ୍ରସ୍ତ, ଦୁଇଜଣ ମୃତ 

ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନlପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣା ହେବାରୁ ବଡ଼ ଓ ସାନ ଦୁଇ ଭାଇ ମୃତ ହୋଇଥିବା ବେଳେ ମଝିଆ ଭାଇ ଗୁରୁତର ହୋଇଥିବା ଜଣା ପଡିଛିl ବୁଧବାର ରାତ୍ର…

ପେନସନ ଠକେଇ ମାମଲାରେ ପୁଅ ପରେ ବାପା ଗିରଫ

୫.୫୬ କୋଟି ଟଙ୍କା ହେରଫେର ଘଟଣାରେ ମୁଖ୍ୟ ଅଭିଯୁକ୍ତ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମହାନ୍ତି ଗିରଫ ହୋଇଛନ୍ତି | ଆଜି ସକାଳେ ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଛି | ଅବସରପ୍ରାପ୍ତ ଅଧିକାରୀ, ତାଙ୍କ ପତ୍ନୀ ଗୀତାରାଣୀ ମହାନ୍ତିଙ୍କ ସହ ଫେରାର ହୋଇଯାଇଥିବାବେଳେ ଓଡ଼ିଶା ଏବଂ…