Odia News Portal
Yearly Archives

2026

ଥାନା ଭିତରେ ପଶିଲା ହାତୀ, ଗଛ ଉପାଡିବା ସହ ଗାଡିମୋଟର କରିଛି ଭଙ୍ଗାରୁଜା

ଥାନା ଭିତରେ ପଶି ଭଙ୍ଗାରୂଜା କଲା ଦନ୍ତା ହାତୀ । ବାଲେଶ୍ବର ଜିଲ୍ଲା ବାହାବଳପୁର ସାମୁଦ୍ରିକ ଥାନା ଭିତରେ ଏକ ଦନ୍ତା ହାତୀ ପଶି ଗଛ ଉପାଡିବା ସହ ଗାଡି ମଟର ଭଙ୍ଗାରୂଜା କରିଛି । ଗତ ୪ ଦିନ ଧରି ଚାନ୍ଦିପୁର ଅଞ୍ଚଳରୁ ଏହି ଦନ୍ତା ହାତୀଟି ପଶି ଆସି ବାହାବଳପୁର ଅଞ୍ଚଳରେ ଏଣେତେଣେ…

୫ରାଜ୍ୟ ବିଧାନସଭା ନିର୍ବାଚନ: କଂଗ୍ରେସର ପ୍ରଥମ ପ୍ରତିକ୍ରିୟା; ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟ ଯିବେ ପ୍ରଧାନମନ୍ତ୍ରୀ…

ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ହାଇଭୋଲଟେଜ୍ ପ୍ରତିଦ୍ବନ୍ଦ୍ବିତାଠାରୁ ତାମିଲନାଡ଼ୁରେ ତ୍ରିମୁଖୀ ଲଢେଇ, କେରଳରେ ଏଲଡିଏଫ୍‌ ଓ ୟୁଡିଏଫ୍‌ ମଧ୍ୟରେ ଛକାପଞ୍ଝା ଓ ଆସାମରେ ବିଜେପି-କଂଗ୍ରେସ ମହାସଂଗ୍ରାମ ମଧ୍ୟରେ କାହାର ହେବ ବାଜିମାତ୍‌ ସେ ନେଇ ସମସ୍ତଙ୍କ…

ଅବାଧ ଗଛକଟା ସହ ପୋଡୁଚାଷ: ଟାଙ୍ଗରା ହୋଇଗଲାଣି ଗୁପ୍ତେଶ୍ବର ଜଙ୍ଗଲ

ବୈପାରିଗୁଡା ବ୍ଲକ ଗୁପ୍ତେଶ୍ୱର ବନାଞ୍ଚଳ ଅଧୀନସ୍ଥ ତାଲୁର ଓ ଶିରିବେଡା ଜଙ୍ଗଲରେ କିଛି ଦିନ ହେଲା ବିଚଳିତ କରିଲା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଅବାଧରେ ଗଛକଟା ସହ ବେଧଡ଼କ ଚାଲିଛି ପୋଡ଼ୁଚାଷ। ନିଆଁ ଲଗାଇ ଜଙ୍ଗଲକୁ ପଦା କରାଯାଉଛି। ଫଳରେ ଟାଙ୍ଗରା ହୋଇଗଲାଣି ଗୁପ୍ତେଶ୍ୱର ଜଙ୍ଗଲ।…

ଆଜି କେମିତି କଟିବ

ମେଷ: ଆପଣଙ୍କ ଦିନ ମିଶ୍ରିତ ହେବ । ଆପଣ ଅସୁସ୍ଥ ସ୍ୱାସ୍ଥ୍ୟ ଏବଂ ଚିନ୍ତା ଅନୁଭବ କରିବେ । ଆପଣ କ୍ଳାନ୍ତ, ଆଳସ୍ୟ ଏବଂ ଅସ୍ଥିର ଅନୁଭବ କରିବେ । ଆପଣ ଟିକେ କ୍ରୋଧିତ ହୋଇପାରନ୍ତି, ଯାହା ଆପଣଙ୍କ କାମରେ ବାଧା ସୃଷ୍ଟି କରିପାରେ । ଆପଣଙ୍କ ନିର୍ଦ୍ଧାରିତ କାର୍ଯ୍ୟ ପୂରଣ କରିବା ପାଇଁ ଆପଣଙ୍କର…

ଘରୋଇ କଳିରୁ ମହାଭାରତ, ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲା ସ୍ବାମୀ

ଘରୋଇ କଳିରୁ ମହାଭାରତ । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲା ସ୍ବାମୀ । ଗୁରୁତର ଅବସ୍ଥାରେ ମହିଳା ଜଣଙ୍କ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ, ଖଇରପୁଟି ଗାଁରେ ଘଟିଛି ଏଭଳି ଘଟଣା । ସ୍ବାମୀ ସଞ୍ଜୟ ବିଷୋୟୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା…

ବାଣୀ ବିହାର କ୍ୟାମ୍ପସରୁ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୨ ଗିରଫ

ରାଜଧାନୀର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ବବିଦ୍ୟାଳୟ (ବାଣୀ ବିହାର) କ୍ୟାମ୍ପସ୍‌ରେ ଚାଲିଥିଲା ନିଶା କାରବାର । କ୍ୟାମ୍ପସରେ ଥିବା ଜଙ୍ଗଲିଆ ସ୍ଥାନ ପାଲଟିଥିଲା ନିଶା କାରବାରର ହବ୍ । ଅବକାରୀ ବିଭାଗ ହଠାତ ଚଢାଉ କରି ୨ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି । ଗତ ଶୁକ୍ରବାର…

ଓଡ଼ିଶାକୁ ଭାରତର ‘ଜ୍ଞାନର ପେଣ୍ଠସ୍ଥଳୀ’ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ରୋଡମ୍ୟାପ୍,…

ଓଡ଼ିଶା ସରକାର ଜାତୀୟ ଶିକ୍ଷା ନୀତି 2020 (NEP 2020) କାର୍ଯ୍ୟାନ୍ୱୟନ ଉପରେ ଏକ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳା ଆରମ୍ଭ କରିଛନ୍ତି । ଓଡ଼ିଶାର ଶୈକ୍ଷିକ ପରିବେଶରେ ଏକ 'ବୈପ୍ଲବିକ ପରିବର୍ତ୍ତନ'ର ଆହ୍ୱାନ ଦେବାସହ ଓଡ଼ିଶାକୁ ଭାରତର 'ଜ୍ଞାନର ପେଣ୍ଠସ୍ଥଳୀ' (Knowledge Hub) ଭାବେ…

ମଧ୍ୟପ୍ରଦେଶ କ୍ରୁଜ ଦୁର୍ଘଟଣା ପରେ ପୁରୀରେ ପର୍ଯ୍ୟଟକଙ୍କ ସୁରକ୍ଷା ଚିନ୍ତା, କ’ଣ ବ୍ୟବସ୍ଥା କରିଛି ପ୍ରଶାସନ ?

ପୁରୀ ସମୁଦ୍ରରେ ଓ୍ବାଟର ସ୍ପୋର୍ଟସ ତଥା ସାମୁଦ୍ରିକ ଜଳକ୍ରୀଡ଼ାର ଚାହିଦା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଯୁବପିଢିମାନେ ଓ୍ବାଟର ସ୍ପୋର୍ଟସ୍‌ର‌ ମଜା ନେବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ଗତ 2 ଦିନ ତଳେ ମଧ୍ୟପ୍ରଦେଶର ଜବଲପୁର ଠାର‌େ ଏକ ଡ୍ୟାମ୍‌ରେ…

ଆଜି କେମିତି କଟିବ

ମେଷ: ଆଜି, ରବିବାର, ୩ ମଇ, ୨୦୨୬, ଚନ୍ଦ୍ର ବିଛା ରାଶିରେ ଅବସ୍ଥିତ । ଆପଣଙ୍କ ରାଶିରୁ, ଚନ୍ଦ୍ର ଅଷ୍ଟମ ଘରେ ଅବସ୍ଥିତ । ଆଜି ଆପଣଙ୍କ ପାଇଁ ଅନନ୍ୟ ଆଧ୍ୟାତ୍ମିକ ଅଭିଜ୍ଞତାର ଦିନ ହେବ ବୋଲି ପ୍ରତିଶ୍ରୁତି ଦେଉଛି । ଆପଣ ଗୁପ୍ତ ଏବଂ ରହସ୍ୟମୟ ବିଜ୍ଞାନ ଶିଖିବାରେ ଆଗ୍ରହୀ ହେବେ । ଧାର୍ମିକ…

ଡିଏଭି ପୋଖରୀପୁଟର ୩୫ ତମ ପ୍ରତିଷ୍ଠା ଦିବସ (ଏଫ୍ ଟୁ ଏଫ୍)ପାଳିତ

ଡିଏଭି ପୋଖରୀପୁଟରେ ୩୫ ତମ ପ୍ରତିଷ୍ଠା ଦିବସ ଫାଉଣ୍ଡେସନ୍‌ ଟୁ ଫ୍ୟୁଚର ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ପ୍ରାତଃ କାଳରେ ଏକ ସମୂହ ବୈଦିକ ଯଜ୍ଞର ଆୟୋଜନ କରାଯାଇଥିଲା । ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟଅତିଥି ରୂପେ