୧୩ ଘଣ୍ଟା ୪୫ ମିନିଟ ଚାଲିଲା ସ୍ବତନ୍ତ୍ର ଅଧିବେଶନ; ତୃତୀୟ ରାଜ୍ୟ ଭାବେ ଓଡିଶାରେ ମହିଳା ସଂରକ୍ଷଣ ପ୍ରସ୍ତାବ ପାରିତ
ଦୀର୍ଘ ୧୩ ଘଣ୍ଟା ୪୫ ମିନିଟ ଧରି ଚାଲିଲା ଓଡିଶା ବିଧାନସଭାର ସ୍ବତନ୍ତ୍ର ଅଧିବେଶନ । ଗୁରୁବାର ପୂର୍ବାହ୍ନ ୧୧ଟା ବେଳେ ଆରମ୍ଭ ହୋଇଥିବା ଅଧିବେଶନ ରାତି ୧୨.୪୫ ପର୍ଯ୍ୟନ୍ତ ଚଲିଥିଲା । ଅଧିବେଶନରେ 'ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଅଂଶଗ୍ରହଣ’ ସମ୍ପର୍କରେ ଗଭୀର ଆଲୋଚନା ହୋଇଛି । ମଧ୍ୟପ୍ରଦେଶ…
