Odia News Portal
Yearly Archives

2026

୧୫ଟି ବାଇକ ଚୋରୀ ଘଟଣା: ୩ ଗିରଫ

ଢେଙ୍କାନାଳ ଟାଉନଥାନା ପୋଲିସ ଦ୍ୱାରା ୩ଜଣ ବାଇକ ଚୋର ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ୧୫ଟି ବାଇକ ଜବତ କରାଯାଇଛି । ବାଇକ ଚୋରୀ ଘଟଣାରେ ଜଣେ ଦେବାଶିଷ ଶୁକ୍ଳା ଏବଂ ଅନ୍ୟ ୨ଜଣ ଚୋରା ବାଇକ ରିସିଭର ମାନସ ବିହାରୀ ଓ ପ୍ରଫୁଲ ସାହୁକୁ ପୋଲିସ ଗିରଫ କରିଛି । ପୋଲିସ ଠାରୁ ମିଳିଥିବା

ବିଧାନସଭାର ଦିନିକିଆ ସ୍ଵତନ୍ତ୍ର ଅଧିବେଶନ, ଜଗିବେ ୩୦ ପ୍ଲାଟୁନ ଫୋର୍ସ

ଆସନ୍ତାକାଲି ବିଧାନସଭାର ଦିନିକିଆ ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା କଡ଼ାକଡ଼ି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ଜଗିବେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ । ଆଜି ବିଧାନସଭା ସୁରକ୍ଷା ତଦାରଖ କଲେ ପୋଲିସ କମିସନର । ଅତିରିକ୍ତ ପୋଲିସ କମିଶନରଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ସୁରକ୍ଷା…

ପୁଣି ହାଜତ ମୃତ୍ୟୁ ଅଭିଯୋଗ, ଥାନା ଭିତରୁ ମିଳିଲା ଅଭିଯୁକ୍ତର ମୃତଦେହ

ପୁଣି ହାଜତ ମୃତ୍ୟୁ ଅଭିଯୋଗ । ନବରଙ୍ଗପୁର ଡାବୁଗାଁ ଥାନାରେ ହାଜତରେ ମୃତ୍ୟୁ ଅଭିଯୋଗ ହୋଇଛି । ଥାନା ଭିତରେ ଅଭିଯୁକ୍ତ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ନାବାଳିକାକୁ ଅପହରଣ କରିଥିବା ଅଭିଯୋଗରେ ହାଜତରେ ଥିଲେ ଯୁବକ। ଗତ ସୋମବାର ଅଞ୍ଚଳା ଗାଁ ଯୁବକଙ୍କୁ ଅଟକ ରଖିଥିଲା ଡାବୁଗାଁ…

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନୀତିରେ ବଡ଼ ବିଭ୍ରାଟ, ଅଧାରେ ଅଟକିଲା ଚାପ ଖେଳ

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନୀତିରେ ବଡ଼ ବିଭ୍ରାଟ । ସେବାୟତଙ୍କ ବିବାଦ ଯୋଗୁଁ ଚାପ ନ ଖେଳି ବାହୁଡ଼ିଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନ,ଭୂଦେବୀ , ଶ୍ରୀଦେବୀଙ୍କ ସମେତ ରାମ କୃଷ୍ଣ ଓ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ । ଶ୍ରଦ୍ଧାଳୁ ନିରାଶ । ସିଂହାରୀ ଓ ସୁଦୁ…

ଚାନ୍ଦିପୁରରେ ହାତୀ ଆତଙ୍କ, ଭୟରେ ଘର ଛାଡି ଦୂରକୁ ପଳାଉଛନ୍ତି ଗାଁ ଲୋକ

ଗାଁରେ ହାତୀ, ଭୟଭୀତ ଗ୍ରାମବାସୀ । ବାଲେଶ୍ଵର ଚାନ୍ଦିପୁର ଛାଡି ଯାଉନି ହାତୀ । ହାତୀଙ୍କ ଉପଦ୍ରଵ ପାଇଁ ଗାଁରେ ଆତଙ୍କ ସୃଷ୍ଟି କରିଛି । ହାତୀ ସମସ୍ତଙ୍କୁ ହଇରାଣ କରୁଛି । ହିଡିଗାଁ ପଂଚାୟତ ଶାଳପଡାରେ ବୁଲୁଛି ହାତୀ । ଭୟରେ ଘରୁ ବାହାରିପାରୁନାହାନ୍ତି ଗାଁର କିଛି ଲୋକ । ଆଉ କିଛି ଭୟରେ ଘର…

ଭୁବନେଶ୍ୱରରେ ବିଜେପିର ମହିଳା ଆକ୍ରୋଶ ମଶାଲ ଶୋଭାଯାତ୍ରା

ମହିଳାଙ୍କ ପାଇଁ ବିଜେପିର ବିଜେପିର ମହିଳା ଆକ୍ରୋଶ ମଶାଲ ଶୋଭାଯାତ୍ରା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ନେତୃବୃନ୍ଦ ଏହି ମଶାଲ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ ଛକ ଯାଏଁ ମଶାଲ ଶୋଭାଯାତ୍ରା। ବିଜେଡି ଓ କଂଗ୍ରେସ…

ଟଙ୍କା ପାଇଁ ଭଉଣୀର କଙ୍କାଳ ବ୍ୟାଙ୍କ ଆଣିବା ଘଟଣା; ଆରମ୍ଭ ହେଲା RDC ତଦନ୍ତ

କେନ୍ଦୁଝର ପାଟଣାରେ ଟଙ୍କା ପାଇଁ ଭଉଣୀର କଙ୍କାଳ ବ୍ୟାଙ୍କ ଆଣିବା ଘଟଣା । ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ପରେ ଆଜିଠୁ ଆରମ୍ଭ ହୋଇଛି ଉତ୍ତରାଞ୍ଚଳ RDC ତଦନ୍ତ । ଉତ୍ତରାଞ୍ଚଳ RDC ସଂଗ୍ରାମ କେଶରୀ ମହାପାତ୍ର କେନ୍ଦୁଝର ଜିଲ୍ଲା ଗସ୍ତ କରି ତଦନ୍ତ ଆରମ୍ଭ କରିଛନ୍ତି । ପୀଡିତଙ୍କ ଗାଁକୁ ଗସ୍ତ କରି…

ଆଜି କେମିତି କଟିବ

ମେଷ: ଆଜି, ଆପଣ ଶାରୀରିକ ଏବଂ ମାନସିକ ଭାବରେ ସତେଜ ଅନୁଭବ କରିବେ । ଘରେ ପରିବେଶ ସୁଖଦ ରହିବ । ଆପଣ ଆର୍ଥିକ ଲାଭ ସହିତ ଆପଣଙ୍କ ବ୍ୟବସାୟ ଏବଂ ଚାକିରିରେ ସନ୍ତୋଷ ଅନୁଭବ କରିବେ । ଆଜି, ଆପଣ ସମୟ ମଧ୍ୟରେ ଆପଣଙ୍କ କାମ ସମାପ୍ତ କରିପାରିବେ । ଆପଣଙ୍କର ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ।…

ଖାଦ୍ୟରେ ବିଷକ୍ରିୟା ଯୋଗୁ ଚାଲିଗଲା ଜୀବନ

ମୁମ୍ବାଇର ପାଇଧୋନି ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଖାଦ୍ୟରେ ବିଷକ୍ରିୟା ବା ଫୁଡ୍ ପଏଜନିଂ ଯୋଗୁଁ ଗୋଟିଏ ପରିବାରର ଚାରି ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ସ୍ୱାମୀ, ତାଙ୍କ ସ୍ତ୍ରୀ ଏବଂ ସେମାନଙ୍କର ଦୁଇ ଛୋଟ ଝିଅ ଅଛନ୍ତି। ପୋଲିସର କହିବା…

୫୦୦ ଟଙ୍କା ଦେଲେ ମିଳୁଛି ପାଣି, ପାଣି ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡି ଆଗରେ ବିରୋଧ କଲେ ମହିଳା

ସୋମବାର ଆଳି ବ୍ଳକ୍ ପରିସରେ ଅନୁଷ୍ଠିତ ହେଉଥିବା ଜିଲ୍ଲାପାଳଙ୍କ ଜନଶୁଣାଣିରେ ପିଇବା ପାଣି ପାଇଁ ଦେମାଳ ପଞ୍ଚାୟତ ଗିରିବନ୍ଧ ଗ୍ରାମର ମହିଳା ମାନେ ଅଭିଯୋଗ କରିବାକୁ ଆସିଥିଲେ l କିନ୍ତୁ ମହିଳା ମାନେ ଅନେକ ଡେରିରେ ପହଂଚିବା ବେଳକୁ ଜଣଶୁଣାଣି ଶେଷ ହୋଇଯାଇଥିଲା l ସେହି ସମୟରେ