Odia News Portal
Yearly Archives

2026

ଇମ୍ରାନଙ୍କ ପାଇଁ ସ୍ବର ଉତ୍ତୋଳନ କଲେ ୧୪ ମହାନ କ୍ରିକେଟ୍‌ ଖେଳାଳି

ଜେଲ୍‌ରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ୧୯୯୨ ବିଶ୍ବକପ୍‌ ବିଜୟୀ ପାକିସ୍ତାନ ଦଳର ଅଧିନାୟକ ଇମ୍ରାନ ଖାଁଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶ୍ବ କ୍ରିକେଟ୍‌ର ୧୪ ମହାନ ବ୍ୟକ୍ତିତ୍ବ ତଥା ପୂର୍ବତନ ଅଧିନାୟକ । ପାକିସ୍ତାନ ସରକାରଙ୍କୁ ପତ୍ର ଲେଖି…

ସ୍ପ୍ରେ ମାରି ସୁନା ଦୋକାନରୁ ଲୁଟ୍ ଘଟଣା : କଳିଙ୍ଗ ବିହାରରୁ ଅଭିଯୁକ୍ତ ଗିରଫ

ସ୍ପ୍ରେ ମାରି ସୁନା ଦୋକାନରୁ ଲୁଟ୍ ଘଟଣାରେ ଅଭିଯୁକ୍ତ ଗିରଫ । କଳିଙ୍ଗ ବିହାରରୁ ଅଭିଯୁକ୍ତକୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ। । ସେ ଜଣେ ନାବାଳକ ହୋଇଥିବା ପୋଲିସର ସୁଚନା ରହିଛି । ଅଭିଯୁକ୍ତ ଠାରୁ ଲୁଟ୍ ଗହଣା ଜବତ କରାଯାଇଛି । ଲୁଟ୍ ରେ ବ୍ୟବହୃତ ସ୍ପ୍ରେ ଓ ଗାଡି ମଧ୍ୟ ଜବତ ହୋଇଛି ।…

ଟ୍ରାଙ୍କୁଲାଇଜ୍ ହେଲା ‘ପଲଙ୍କ’, ୬ଟି ଟିମ୍ ଏହି ଅପରେସନରେ ହୋଇଥିଲେ ସାମିଲ

ଟ୍ରାଙ୍କୁଲାଇଜ୍ ହେଲା ‘ପଲଙ୍କ’ । ଭରତପୁର ଜଙ୍ଗଲରେ ୨ ଦିନର ଅପରେସନ ପରେ ଦନ୍ତାହାତୀ ‘ପଲଙ୍କ’କୁ ଟ୍ରାଙ୍କୁଲାଇଜ୍ କରାଗଲା । ୬ଟି ଟିମ୍ ଏହି ଅପରେସନରେ ସାମିଲ ହୋଇଥିଲେ । ହାତୀକୁ ଟ୍ରାଙ୍କୁଲାଇଜ୍ ପରେ ରେଡିଓ କଲାର ବନ୍ଧାଯାଇଛି । ଚନ୍ଦକା ଡିଏଫଓଙ୍କ ତତ୍ତ୍ଵାବଧାନରେ ଚନ୍ଦକା ଡିଭିଜନ ଓ…

ଘର ତୋଳୁଛନ୍ତି ଆବାସରୁ ବଞ୍ଚିତ ତୁମୁଣି ଜୁଆଙ୍ଗ

ନଗଡ଼ା ପଡ଼ୋଶୀ ତୁମୁଣି ଗାଁ ବିକ‌ାଶରେ ବାଧକ ସାଜିଛି ପ୍ରଶାସନିକ ସ୍ଥାଣୁତା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସବୁ ମାନଦଣ୍ଡ ପୂରଣ କରୁଥିବା ସତ୍ତ୍ବେ ଆବାସରୁ ବଞ୍ଚିତ ଗରିବ ଜୁଆଙ୍ଗମାନେ ନିଜସ୍ବ ଉଦ୍ୟମରେ ଘର ତୋଳୁଛନ୍ତି। ଯାଜପୁରଜିଲ୍ଲା ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ିପାଳ ପଞ୍ଚାୟତର…

ଭଦ୍ରକ ସହରରେ ପୁଣି ଉଚ୍ଛେଦ ଅଭିଯାନ ଆରମ୍ଭ

ଆଜି ଠାରୁ ପୁଣି ଭଦ୍ରକ ସହରରେ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଉଛି। ଗତ ଦୁଇ ବର୍ଷ ହେଲା ଭଦ୍ରକ ସହରର ରାସ୍ତାପାର୍ଶ୍ଵ ଉଠା ଦୋକାନ ଠାରୁ ଆରମ୍ଭ କରି ସହରର ମୁଖ୍ୟ ସ୍ଥାନ ଗୁଡ଼ିକରେ ବହୁ ପ୍ରଭାବଶାଳୀ ଲୋକ ଦୀର୍ଘ ବର୍ଷ ହେଲା ବଡ଼ବଡ କୋଠା କରି ଘର ଭଡ଼ା ଲଗାଇବା ସହ ଦୋକାନ କରି ଲକ୍ଷଲକ୍ଷ ଟଙ୍କା…

ଶିବରାତ୍ରିର ପରବର୍ତ୍ତୀ ମଙ୍ଗଳବାରରେ ମା’ ଚଣ୍ଡୀଙ୍କ ପୀଠରେ ବଳି ପରଂପରା

କଳାହାଣ୍ଡିଜିଲ୍ଲା ନର୍ଲାବ୍ଲକ୍ ଅଧିନସ୍ଥ ରୁପ୍ରା (ଖମ୍ୱପଡା)ସ୍ଥିତ ଶ୍ରୀ ବିଶେଶ୍ୱର ମହାଦେବ ମନ୍ଦିର ପରିସରରେ ମାନସିକଧାରୀ ଶ୍ରଦ୍ଧାଳୁ ଭକ୍ତଙ୍କ ବୋଦା ବଳିରେ ରକ୍ତ ରଞ୍ଜିତ ହୋଇଛି ମା ଚଣ୍ଡିଙ୍କ ପୀଠl ପରମ୍ପରା ଓ ରିତିନୀତି ଅନୁଯାୟୀ ମହାଶିବରାତ୍ରି ତଥା ଜାଗର ରାତିର ପରବର୍ତ୍ତୀ…

ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ

ଆଜିଠାରୁ ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ବା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୮ଟି କାର୍ଯ୍ୟ ଦିବସ ରହିଛି। ତେବେ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଆଜି ପ୍ରଥମ ପର୍ଯ୍ୟାୟ…

୩୬ ବର୍ଷ ପରେ, ଦେଶରେ ଜଣେ ପୁରୁଷ ପ୍ରଧାନମନ୍ତ୍ରୀ, ୟୁନୁସ୍‌ଙ୍କ ସହଯୋଗୀଙ୍କୁ ଗୁରୁ ଦାୟିତ୍ବ

ମଙ୍ଗଳବାର ବାଂଲାଦେଶ ରାଜନୀତିରେ ଏକ ନୂତନ ଅଧ୍ୟାୟ ଯୋଡା ହୋଇଛି। ଦୀର୍ଘଦିନର ରାଜନୈତିକ ଅସ୍ଥିରତା ଓ ଅନିଶ୍ଚିତତା ପରେ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍‌ପି) ମୁଖ୍ୟ ତାରିକ ରହମାନ ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ…

ଜାମ୍ମୁ କାଶ୍ମୀରରେ ହାଇ ଆଲର୍ଟ: ଦାଢ଼ି କାଟି ଛଦ୍ମବେଶରେ ବୁଲୁଛି ଜୈଶ କମାଣ୍ଡର !

ସୁରକ୍ଷା ଏଜେନ୍ସିଗୁଡ଼ିକ ଦ୍ୱାରା ପ୍ରାପ୍ତ ସୂଚନା ଅନୁଯାୟୀ, ଜୈଶ-ଏ-ମହମ୍ମଦ ସଦସ୍ୟଙ୍କ ଏକ ଗୋଷ୍ଠୀ ଅନ୍ତର୍ଜାତୀୟ ସୀମା ପାର କରି ସଫଳତାର ସହ ଭାରତରେ ଅନୁପ୍ରବେଶ କରିଛନ୍ତି। ଏନେଇ ଜାମ୍ମୁ କାଶ୍ମୀରରେ ହାଇ ଆଲର୍ଟ ଜାରି ହୋଇଛି। ମଙ୍ଗଳବାର ସକାଳେ କଠୁଆ ଓ ସାମ୍ବା ଜିଲ୍ଲାରେ ସୁରକ୍ଷା…

ଭାରତ-ଆମେରିକା ଅନ୍ତରୀଣ ବାଣିଜ୍ୟ ରାଜିନାମା: ଆସନ୍ତା ସପ୍ତାହରେ ୱାସିଂଟନ ଯିବେ ଭାରତୀୟ ପ୍ରତିନିଧି ମଣ୍ଡଳୀ

ଭାରତ ଓ ଆମେରିକା ମଧ୍ୟରେ ନିକଟରେ ଅନ୍ତରୀଣ ବାଣିଜ୍ୟ ରାଜିନାମା ଢାଞ୍ଚା ଘୋଷଣା ହୋଇଛି। ଆସନ୍ତାମାସରେ ଏହି ରାଜିନାମା ସ୍ବାକ୍ଷର ହେବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଭାରତର ପ୍ରତିନିଧି ମଣ୍ଡଳୀ ଆସନ୍ତା ସପ୍ତାହରେ ୱାସିଂଟନ ଗସ୍ତରେ ଯିବେ। ସେମାନେ ରାଜିନାମା ସଂକ୍ରାନ୍ତ ଆଇନଗତ…