ଜନସ୍ବାର୍ଥ ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଲେ ହାଇକୋର୍ଟ: ଚାଲାଣ ପୈଠ ନ କଲେ ଗାଡ଼ିକୁ ମିଳିବନି ପ୍ରଦୂଷଣ ପ୍ରମାଣପତ୍ର
ବକେୟା ଚାଲାଣ ପୈଠ ନ କଲେ ଗାଡ଼ିକୁ ପ୍ରଦୂଷଣ ପ୍ରମାଣପତ୍ର (ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ ସାର୍ଟିଫିକେଟ୍) ମିଳିବ ନାହିଁ। ଯଦି କୌଣସି ଗାଡ଼ି ବିରୋଧରେ ନିୟମ ଉଲ୍ଲଂଘନ ନେଇ ଚାଲାଣ ବିଚାରାଧୀନ ଥାଏ ତେବେ ସଂପୃକ୍ତ ଗାଡ଼ିକୁ ପିୟୁସିସି ନ ଦେବାକୁ ରାଜ୍ୟ ସରକାର ଗ୍ରହଣ କରିଥିବା…
